-+91-9937148622 |

prerana_bgr@rediffmail.com |

  Friday 2nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ଠାରେ ଜାତୀୟ ସ୍ବେଚ୍ଛା କୃତ ରକ୍ତ ଦାନ ଶିବିର ଓ ସଚେତନତା ସଭା ଅନୁଷ୍ଟିତ   (02-Oct-2026)       ||      ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ଓ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମର ସଫଳତା ଉପରେ ପ୍ରଶ୍ନବାଚୀ?   (02-Oct-2026)       ||      *ଅକ୍ଟୋବର ୨ ନବରଙ୍ଗପୁର ଜିଲ୍ଲା ପ୍ରତିଷ୍ଠା ଦିବସ*   (02-Oct-2026)       ||      ବିଶ୍ୱ ଜଳାତଙ୍କ ଦିବସରେ ସଚେତନତା ବାର୍ତ୍ତା, ଜଳାତଙ୍କରୁ ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ   (02-Oct-2026)       ||      ହୀରାକୁଦ ର ଚର୍ଚ୍ଚିକା ରାନୀଙ୍କୁ ମିଳିଲା ଗ୍ଲୋବାଲ୍ ଆଇକନ୍ ଅଫ୍ ଇଣ୍ଡିଆ ର ସମ୍ମାନ |   (02-Oct-2026)       ||      ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   (01-Oct-2026)       ||      ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   (01-Oct-2026)       ||      ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା    (01-Oct-2026)       ||      ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   (01-Oct-2026)       ||      ଚାକିରୀ ଜୀବନରୁ ଅବସର ନେଲେ ସୁଜାତା ମ୍ୟାଡ଼ମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Oct-2026)       ||      ଲୋଇସିଂହା ଠାରେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ    (01-Oct-2026)       ||      ଟିଟିଲାଗଡରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ – ୨୦୨୬   (01-Oct-2026)       ||      ଗନ୍ଧରେଲ ରାଧାକୃଷ୍ଣମନ୍ଦିର ପରିସରରେ ସ୍ୱଚ୍ଛସର୍ବେକ୍ଷଣ କାର୍ଯ୍ୟକ୍ରମ   (01-Oct-2026)       ||      ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ • ୨୦୨୬-୨୭ରେ ୧୩୦୦ କୋଟି ଟଙ୍କା କାରବାର ଲକ୍ଷ୍ୟ • ଦୁଗ୍ଧ ସଂଗ୍ରହ ଓ ବିପଣନ ବ୍ୟବସ୍ଥା ସମ୍ପ୍ରସାରଣ ଉପରେ ଗୁରୁତ୍ୱ · ଚାଷୀଙ୍କ ଆର୍ଥିକ ବିକାଶକୁ ପ୍ରାଥମିକତା   (01-Oct-2026)       ||      ମା କୁଶଙ୍ଗାଇ ଙ୍କ ଷୋହଳ ପୂଜା ପାଇଁ ପ୍ରସ୍ତୁତି ବୈଠକ   (01-Oct-2026)       ||      *ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମ*   (01-Oct-2026)       ||      ବରପାଲି ଗଙ୍ଗାଧର କଳା ପରିଷଦ ତରଫରୁ ନୁଆଁ ଖାଇ ଭେଟଘାଟ କାର୍ଯ୍ୟକ୍ରମ - ୨୦୨୬   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ର ସୁବର୍ଣ୍ଣପୁର ଜୋନ୍ ର ସପ୍ତମ ଦିବସ ମ୍ୟାଚ୍ ରେ ବରଗଡ଼ ଦଳ ୬-୦ ଓ ସୁବର୍ଣ୍ଣପୁର ଦଳ ୧-୦ ରେ ଵିଜୟୀ*-   (01-Oct-2026)       ||      ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   (30-Sep-2026)       ||     

HOME   ଜିଲ୍ଲା

ଲଳିତ ଜୈନ ହତ୍ୟା ଅଭିଯୋଗମାମଲା : ସେଇ ଅଧିକାରୀଙ୍କୁ ପୁଣି ତଦନ୍ତ ଦାୟିତ୍ୱ : ଦୁଧହାଣ୍ଡିକି ବିଲେଇ ସାକ୍ଷୀ

23-Jul-2023



ବଲାଙ୍ଗୀର ( ମଳୟ ମିଶ୍ରଙ୍କ ରିପୋର୍ଟ ) କଣ୍ଟାବାଞ୍ଜି ସ୍କୁଲ୍ ଛାତ୍ର ଲଳିତ ଜୈନ ବିବାଦୀୟ ଅପମୃତ୍ଯୁ ବନାମ ହତ୍ୟାଅଭିଯୋଗ ମାମଲାର ଗତି ଦିନକୁ ଦିନ ଭିନ୍ନମୋଡ ବଦଳୁଛି । ପୁଲିସ୍   ଘଟଣାସ୍ଥଳ ଯାଞ୍ଚ ପୂର୍ବକ ଏଥିରେ ସଂଶ୍ଳିଷ୍ଟ ଥିବା ଅଭିଯୋଗରେ ଆହୁରି କେତେକଙ୍କୁ ପଚରାଉଚୁରା ଆରମ୍ଭ କରିଛି ।ତେବେ ଏହାର ମୂଳକାରଣ ସ୍ବରୂପ ମୃତ ନାବାଳକର ପିତା ପ୍ରମୋଦ ଜୈନଙ୍କ କହିବାନୁଯାୟୀ ,  ଲଳିତ ସହ ସେହି ସ୍କୁଲ୍ ଓ ସମାନ ଦଶମଶ୍ରେଣୀରେ ପଢୁଥିବା 
ବିଶାଲ ଅଗ୍ରବାଲଙ୍କ ଝିଅ ଜେସିକା ( ଛଦ୍ମନାମ )ଠାରୁ ଟଙ୍କା ନେଇ ଲଳିତ ଜଣେ ସାଙ୍ଗପିଲା ଚନ୍ଦ୍ର ପ୍ରକାଶ ଡଙ୍ଗୀକୁ ଦେଉଥିଲା । ଉକ୍ତ ପିଲାର ବାପା କଣ୍ଟାବାଞ୍ଜି ଥାନା ସମ୍ମୁଖରେ ଗୁପ୍ ଚୁପ୍ ଠେଲା  ଓ  ମାମୁ ସହରରେ ଏକ ଚାଟ୍ ଦୋକାନ କରିଥିବା ଏବଂ ସେମାନେ ରାଜସ୍ଥାନରୁ ଆସି ସହରରେ ଭଡାଘରେ ରହୁଛନ୍ତି । ଗତ ୧୧ ତାରିଖରେ ଘଟଣାଦିନ ବିଶାଲ ଓ ବିକାଶ ଉକ୍ତ ଠେଲାବାଲାଠାରୁ ମଧ୍ୟ ଲକ୍ଷେ ତିରିଶ ହଜାର ଟଙ୍କା ଫେରସ୍ତ ନିମନ୍ତେ ରାଜିନାମା ଲେଖାଇ ନେଇଥିବା ପ୍ରକାଶ । ତେବେ ଏହି ରାଜସ୍ଥାନୀ ଫୁଟ୍ ପାଥ୍ ଖୁଚୁରା ବ୍ୟବସାୟୀଙ୍କ ପୁଅକୁ ବିଶାଲଙ୍କ ଝିଅ ତଥା ଏକ ପବ୍ଲିକ୍ ସ୍କୁଲର ଦଶମଶ୍ରେଣୀରେ ପଢୁଥିବା ଛାତ୍ରୀ ଇନଷ୍ଟାଗ୍ରାମ୍ ଫଲୋଅର୍ ବୃଦ୍ଧି ପାଇଁ ନା ପ୍ରକୃତରେ କେଉଁଥି ପାଇଁ କଥିତମତେ ଥର ଥରକରି ଲଳିତ ୧୧ ଲକ୍ଷ ଟଙ୍କା ଦେଇଥିଲା , ଏହା ଅଜବ୍ ଲାଗୁଛି  !  ତେବେ ଏସବୁ କଥା ପ୍ରଥମେ ପ୍ରମୋଦ ଜୈନ କାହିଁକି ଲୁଚାଇଥିଲେ , ରହସ୍ୟଜନକ ନୁହେଁ କି  ? ସାଂପ୍ରତିକ କାଳରେ ରାଜ୍ୟ ବାହାରର ସାଇବର ଠକମାନେ ସ୍କୁଲ୍ କଲେଜର ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଆଳରେ ଜାଲରେ ଫସାଉଥିବା ପ୍ରକାଶ ପାଇଛି । ତେଣୁ ଏହି ଏତେପରିମାଣର ଟଙ୍କା ଦେଣନେଣର ଚେର ରାଜସ୍ଥାନୀ ସାଇବର ଠକମାନଙ୍କ ପର୍ଯ୍ୟନ୍ତ ଲମ୍ବିଥିବା ଆଶଙ୍କା ଅସମ୍ଭବ ନୁହେଁ ବୋଲି ଚର୍ଚ୍ଚା ମଧ୍ୟ ହେଉଛି । ଏଣୁ ପୁଲିସ୍ ସେ ଦିଗରେ ତଦନ୍ତ କରିବାକୁ ଦାବି ହେଉଛି ।

ଏସ୍ ପି ଙ୍କ ନିର୍ଦ୍ଦେଶରେ ଓ ଅତିରିକ୍ତ ଏସପି ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆଇ ଆଇସି ରଶ୍ମିତା ବେହେରାଙ୍କୁ ଏହାର ବିଶେଷ ତଦନ୍ତଦାୟିତ୍ୱ ମଦିଆଯାଇଥିବା ବେଳେ , ମୃତ ନାବାଳକର ପିତା ତଥା ଅନ୍ୟମାନେ ତାଙ୍କ ପୂର୍ବ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି '  'ଏହା ଦୁଧହାଣ୍ଡିକି ବିଲେଇ ସାକ୍ଷୀ ' ପରି କଥା ହେଲା ବୋଲି କଟାକ୍ଷ କରି କଣ୍ଟାବାଞ୍ଜି ପୁଲିସ୍ ପରିବର୍ତ୍ତେ କୌଣସି ସ୍ବତନ୍ତ୍ର ତଦନ୍ତକାରୀ ଅଧିକାରୀଙ୍କ ଦ୍ୱାରା ତଦନ୍ତ ପାଇଁ ଅନୁରୋଧ କରିଛନ୍ତି  । କେତେକ ସଂଗଠନ ପକ୍ଷରୁ ତହସିଲଦାରଙ୍କ ମାର୍ଫତ୍ ରେ ଏହି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ସକାଶେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବା ପ୍ରକାଶ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ଠାରେ ଜାତୀୟ ସ୍ବେଚ୍ଛା କୃତ ରକ୍ତ ଦାନ ଶିବିର ଓ ସଚେତନତା ସଭା ଅନୁଷ୍ଟିତ   02-Oct-2026
  ଜିଲ୍ଲା  
ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ଓ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମର ସଫଳତା ଉପରେ ପ୍ରଶ୍ନବାଚୀ?   02-Oct-2026
  ଜିଲ୍ଲା  
*ଅକ୍ଟୋବର ୨ ନବରଙ୍ଗପୁର ଜିଲ୍ଲା ପ୍ରତିଷ୍ଠା ଦିବସ*   02-Oct-2026
  ଜିଲ୍ଲା  
ବିଶ୍ୱ ଜଳାତଙ୍କ ଦିବସରେ ସଚେତନତା ବାର୍ତ୍ତା, ଜଳାତଙ୍କରୁ ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ   02-Oct-2026
  ଜିଲ୍ଲା  
ହୀରାକୁଦ ର ଚର୍ଚ୍ଚିକା ରାନୀଙ୍କୁ ମିଳିଲା ଗ୍ଲୋବାଲ୍ ଆଇକନ୍ ଅଫ୍ ଇଣ୍ଡିଆ ର ସମ୍ମାନ |   02-Oct-2026
  ଜିଲ୍ଲା  
ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   01-Oct-2026
  ଜିଲ୍ଲା  
ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   01-Oct-2026
  ଜିଲ୍ଲା  
ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା   01-Oct-2026
  ଜିଲ୍ଲା  
ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   01-Oct-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   01-Oct-2026
  ଜିଲ୍ଲା  
ଚାକିରୀ ଜୀବନରୁ ଅବସର ନେଲେ ସୁଜାତା ମ୍ୟାଡ଼ମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ   01-Oct-2026

You Might Also Like