-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||     

HOME   ଜିଲ୍ଲା

ଭୀମ ଡୁଙ୍ଗରି ଠାରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏକ ବିରାଟ ଜନ ସମାବେଶ କାର୍ଯ୍ୟକ୍ରମ

19-Jul-2023



ବଲାଙ୍ଗୀର, (ପ୍ରେରଣା ଖବର) ଆମ୍ ଆଦମୀ ପାର୍ଟି ବଲାଙ୍ଗିର ତରଫ ରୁ ବଲାଙ୍ଗିର ଭୀମ ଡୁଙ୍ଗୁରି ସ୍ଥିତ ଭୀମ ପାହାଡ ଠାରେ ଓଡିଶା ର ପ୍ରତ୍ୟେକ ପରିବାର ଙ୍କୁ 200 ୟୁନିଟ ବିଜୁଳି ମାଗଣା ଦେବା ଦାବି ନେଇ ଆମ୍ ଆଦମୀ ପାର୍ଟି ବଲାଙ୍ଗିର ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଶ୍ରୀ ଆଶିଷ ପାଣ୍ଡେ ଙ୍କ ନେତୃତ୍ବ ରେ  ଆମ୍ ଆଦମୀ ପାର୍ଟି ର ବିରାଟ ଜନସମାବେଶ୍ ହୋଇଥିଲା l ଏହି ସମାବେଶ ରେ ମୁଖ୍ୟ ଅତିଥି ଭାବରେ ଆମ୍ ଆଦମୀ ରାଜ୍ୟ ସଭାପତି ଶ୍ରୀଯୁକ୍ତ ନିଶିକାନ୍ତ ମହାପାତ୍ର ଯୋଗଦେଇଥିଲେ ଏବଂ ଓଡ଼ିଶା ରେ ବିଜେଡି କରୁଥିବା ବିଭିନ୍ନ ଦୁର୍ନୀତି ବିଷୟରେ କହି ବିଜେଡି ଉପରେ ବର୍ସିଥୀଲେ l ଆମ୍ ଆଦମୀ ପାର୍ଟି ଦିଲ୍ଲୀ,ପଞ୍ଜାବ ରେ କରୁଥିବା ବିଜୁଳି, ପାଣି ,ଶିକ୍ଷ୍ୟା ,ସ୍ବାସ୍ଥ୍ୟ ରୋଜଗାର ଭଳି କରୁଥିବା ଜନକଲ୍ୟାନ କାମ ବିଷୟରେ କହିଥିଲେ l ଓଡ଼ିଶା ରେ ମଧ୍ୟ ସେ ସେ ସବୁ ଦିଲ୍ଲୀ ଭଳି ଜନକଲ୍ୟନ୍ କାମ ହୋଇପାରିବ କିନ୍ତୁ ଏଠି ବିଜେଡି ପ୍ରଗତି ରୋକିବାରେ ଲାଗିଛି ଏବଂ ଲୋକଙ୍କୁ ଲୁଟୁଛି l ଯଦି ଓଡ଼ିଶା ରେ ଜନସାଧାରଣ ଚଇବେ ଓଡ଼ିଶା ରେ ମଧ୍ୟ ଦିଲ୍ଲୀ, ପଞ୍ଜାବ ଭଳି ବିକାଶ କାମ ହୋଇପାରିବ ବୋଲି ଆପ୍ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର କହିଥିଲେ ସମ୍ମାନିତ ଅତିଥି ରାୟଗଡା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଜନ୍ମେୟ ସ୍ୱାଇଁ,  ମଧ୍ୟ ରାଜ ପରିବାର କରୁଥିବା ଦୁର୍ନୀତି ଉପରେ ବର୍ଶିଥିଲେ. ଏବଂ ଏ ରାଜ ପରିବାର କୁ ଗୋଟେ ମାତ୍ର ଲୋକ ଟକ୍କର ଦେବ , ସେ ହେଉଛି ଶ୍ରୀ ଆଶିଷ ପାଣ୍ଡେ ବୋଲି ଶ୍ରୀ ସ୍ବାଇଁ କହିଥିଲେ l ଆଶିଷ ପାଣ୍ଡେ ମଧ୍ୟ ଏ ବିଜେଡି ବିଜେପି କଂଗ୍ରେସ ର ପଦାର୍ଫାସ କରିଥିଲେ ଏବଂ ଓଡ଼ିଶାରେ ବିଭିନ୍ନ ଦଲ କରୁଥିବା ଦୁନିତି କୁ ଝାଡୁ ଦ୍ଵାରା ସଫା କରିଦିଆଯିବ ଏବଂ ସ୍ୱଚ୍ଚ ଭ୍ରସ୍ତାଚର୍ ମୁକ୍ତ ରଜ୍ୟ ଗଠନ କରାଯିବ ବୋଲି କହି ଏଥର ଚାଲିବ ଝାଡ଼ୁ କହିଥିଲେ ଶ୍ରୀ ପାଣ୍ଡେ ।। ଏବଂ ଏହି ପ୍ରୋଗ୍ରାମ ରେ ୟବା ନେତା ଶ୍ରିଧର ସାହୁ ,ଆମୟ ଶର୍ମା, କଣ୍ଟାବାଞ୍ଜି ସଭାପତି  ସୁରଥ ବେହେରା, ଲିଗାଲ ସେଲ୍ ଇଁଚର୍ଜ ସୁଧୀର ପଢାନ , ସୁଶାନ୍ତ ପରୁଆ, ରମାକାନ୍ତ ବେହେରା,ସଦାଶିବ ମେହେର, ସୁରେଶ୍ ମହାନନ୍ଦ, ଅଶୋକ ସୁନା ,ପ୍ରଫୁଲ୍ଲ ପଣ୍ଡା, ଶ୍ୟମଘନ ନଦ ଏବଂ 500 ରୁ ଉର୍ଦ୍ଧ୍ବ କର୍ମୀ ବଲାଙ୍ଗିର କୋଣ ଅନୁକୋଣ ରୁ ଯୋଗଦେଇ ଥିଲେ ଜିଲ୍ଲା ର ଅନ୍ୟ ଲଢ଼ୁଆ କର୍ମୀ ମାନେ ମଧ୍ୟ ଯୋଗଦେଇଥିଲେ ଏବଂ ସମାବେଶ କୁ ସଫଳ କରାଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   28-Sep-2026

You Might Also Like