-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ଖେଳାଳୀ ଓ କ୍ରୀଡାବିତଙ୍କ ପାଇଁ ଖୁସିର ଲହରୀ, ଅତ୍ୟାଧୁନିକରଣରେ ପରିଣତ ହେବ ବିନିକା ବିଜୁ ପଟ୍ଟନାୟକ ଷ୍ଟାଡିୟମ

17-Jun-2023



ବିନିକା (ହିମାଂଶୁ ଶେଖର ପୁଟେଲ) ଆବୁଡ଼ା ଖାବୁଡ଼ା ପଡ଼ିଆରେ ଆଉ ଖେଳିବାକୁ ପଡ଼ିବନି,ଉନ୍ନତମାନର ପଡ଼ିଆ ଟେ ନଥିବାରୁ ଖେଳ ପ୍ରତି ରୁଚି ରଖୁଥିବା ଖେଳାଳୀ ଓ କ୍ରୀଡାବିତ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ।ଏପରିକି ନିଜର ପ୍ରତିଭାକୁ ବିକଶିତ କରିବାରେ ଖେଳାଳୀ ସୁଯୋଗ ପାଉନଥିଲା ।ବିଗତ ୧୦ରୁ୧୫ବର୍ଷ ତଳେ କ୍ରୀଡାର ସଫଳ ମନୋବୃତି ନେଇ ବିନିକା ସ୍ପୋର୍ଟସ କ୍ଲବ ତରଫରୁ ପରିଶ୍ରମ କରିଥିବା ଖେଳାଳୀ କମ ବୟସ୍କ ୧୪,୧୭,୧୯,୨୨,କଳାହାଣ୍ଡି କପ ଓ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମାନଙ୍କରେ ଭାଗନେଇ ଏବେ ବିଭିନ୍ନ ପଦପଦବୀରେ ରହିଛନ୍ତି ।ହେଲେ ସେହି ସମୟ ନାହିଁ ।ଉନ୍ନତମାନର ପଡିଆ ଅଭାବ ସାଙ୍ଗକୁ ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଂଘର ପକ୍ଷପାତିତା ଯୋଗୁଁ ଖେଳାଳୀଙ୍କ ମନୋବଳରେ ନୈରାଶ୍ୟ ଭାବ ସୃଷ୍ଟି କରିଛି । ଯାହା ଫଳରେ କି ସମ୍ପ୍ରତି ବିନିକା ଅଞ୍ଚଳରେ କ୍ରୀଡା ପ୍ରତି ଖେଳାଳୀଙ୍କ ଆଗ୍ରହ କମିବାରେ ଲାଗିଛି ।ତେବେ ସେ ଯାହା ବି ହେଉ ନିକଟ ଅତୀତରେ ସ୍ପୋର୍ଟସ କ୍ଲବ ଆୟୋଜନରେ ଆଇପିଏଲ ଢାଞ୍ଚାରେ ଚାଲିଥିବା ବିପିଏଲ ସିଜନ-୩ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଦିବସରେ ମାନ୍ୟବର ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟଅତିଥି ଭାବରେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହିତ ପଡିଆର ଅବସ୍ଥା ଓ ସମସ୍ୟା ସମ୍ପର୍କରେ ଖେଳାଳୀ,କମିଟି ସଦସ୍ୟଙ୍କ ଠାରୁ ଅବଗତ ହେବାପରେ ଷ୍ଟାଡିୟମର ଉନ୍ନତିକରଣ ପ୍ରତି ପଦକ୍ଷେପ ନିଆଯିବ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ ।ସତକୁ ସତ ମାନ୍ୟବର ବିଧାୟକ ଶ୍ରୀ ବେହେରାଙ୍କ ପ୍ରତିଶ୍ରୁତି ସଫଳ ହେବାକୁ ଯାଉଛି । ଶୁକ୍ରବାର ଅପରାହ୍ନରେ ବିନିକା ବ୍ଲକ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ଭିଡିଓ କନଫରେନ୍ସ ଜରିଆରେ ବିଧାୟକ ପଦ୍ମନାଭ ବେହେରା ଚିରସ୍ରୋତା ମହାନଦୀ କୁଲଦେଇ ନିର୍ମାଣାଧୀନ ରିଙ୍ଗ ରୋଡ କାର୍ଯ୍ୟକୁ ସମ୍ପୁର୍ଣ୍ଣ କରଣ ଏବଂ ଅଞ୍ଚଳର କ୍ରୀଡା ପ୍ରତିଭା ଓ ଖେଳାଳୀ ମାନଙ୍କ ଭାବାବେଗ ସହ ଜଡ଼ିତ ବିଜୁ ପଟ୍ଟନାୟକ ଷ୍ଟାଡିୟମର ଉନ୍ନତିକରଣ ପାଇଁ ଦିଆଯାଇଥିବା ୫କୋଟି ଟଙ୍କାର ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି ରଖିଥିଲେ ।୫ଟି ସଚିବ ଭି.କେ.ପାଣ୍ଡିଆନ ମାନ୍ୟବର ବିଧାୟକଙ୍କ ପ୍ରସ୍ତାବକୁ ଗୁରୁତ୍ତ୍ଵ ଦେଇ ତୁରନ୍ତ ବିଜୁ ପଟ୍ଟନାୟକ ଷ୍ଟାଡିୟମର ଉନ୍ନତିକରଣ ପ୍ରତି ପଦକ୍ଷେପ ନିଆଯିବ ଏବଂ ଆସନ୍ତା ଜୁଲାଇ ମାସରେ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରିବେ ବୋଲି ପ୍ରତିଶୃତି ଦେଇ ଥିବାରୁ ଉପସ୍ଥିତ ବିନିକା ସ୍ପୋର୍ଟସ କ୍ଲବ ସଦସ୍ୟ,ଖେଳାଳୀ,ଜନପ୍ରତିନିଧି,ଅଞ୍ଚଳର ଜନସାଧାରଣରେ ଆନନ୍ଦର ଲହରୀ ଖେଳିଯାଇଛି ।ସେହିପରି ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦର ସାମଗ୍ରିକ ବିକାଶ ପାଇଁ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ(ମୁକ୍ତା) ଅଧୀନରେ ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ୫ଗୋଟି ଶିଶୁ କ୍ରୀଡା ଉଦ୍ୟାନ ପାଇଁ ୧୬ଲକ୍ଷ,ସହର ସୋନ୍ଦର୍ଯ୍ୟକରଣ ପାଇଁ ୩୧ଲକ୍ଷ,ପରିଶ୍ରାଗାର ପାଇଁ ୩ଲକ୍ଷ,୨ଗୋଟି ପାର୍କ ପାଇଁ ୨୦ଲକ୍ଷ,ୱାର୍କିଙ୍ଗ ଟ୍ରାକ ପାଇଁ ୪୨ଲକ୍ଷ,ଖେଳ ପଡିଆ ପାଇଁ ୧୦ଲକ୍ଷ,ପବ୍ଲିକ ଜିମ ପାଇଁ ୧୪ଲକ୍ଷ,ଭେଣ୍ଡି ଜୋନ ପାଇଁ ୨୦ଲକ୍ଷ,ଜଳାଶୟ ଉନ୍ନତିକରଣ ପାଇଁ ୩୫ଲକ୍ଷ,ଖୋଲାସ୍ଥାନ ଉନ୍ନତିକରଣ ନିମନ୍ତେ ୩୫ଲକ୍ଷ ଏହିପରି ସର୍ବମୋଟ ୩୪ଟି ପ୍ରକଳ୍ପ ପାଇଁ ୨୨୬ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର କରିବା ସକାଶେ ମାନ୍ୟବର ବିଧାୟକ ଶ୍ରୀ ବେହେରାଙ୍କ ନେତୃତ୍ୱରେ ବିନିକା ନଗରପାଳ ସୁବାସ ଚନ୍ଦ୍ର ଭୋଇ,ଉପ ନଗରପାଳ ତପସ୍ୱିନୀ ମେହେର,କାର୍ଯ୍ୟନିର୍ବାହୀ ଅଧିକାରୀ ମୁକ୍ତେଶ୍ଵର ପାଣିଗ୍ରାହୀ,ପରିଷଦର ସମସ୍ତ କାଉନସିଲର,ମିଶନ ଶକ୍ତି ମାଁ ମାନେ,ଅଞ୍ଚଳର ବୁଦ୍ଧିଜୀବୀ ଉପସ୍ଥିତ ରହି ୫ଟି ସଚିବଙ୍କୁ ଅନୁରୋଧ କରିଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like