-+91-9937148622 |

prerana_bgr@rediffmail.com |

  Saturday 7th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଡୁଙ୍ଗୁରିପାଲି ଧରିତ୍ରୀ ସାମ୍ବାଦିକଙ୍କ ପିତୃ ବିୟୋଗ |   (07-Mar-2026)       ||      ସୁଧୁରୁନାହିଁ ଟ୍ରାଫିକ ସମସ୍ୟା: ପୋଲିସ ନିରବ, ପ୍ରଶାସନ ଚୁପ   (07-Mar-2026)       ||      *ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁବର୍ଣ୍ଣପୁର ରେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ*   (06-Mar-2026)       ||      ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମୂହ ଯୋଗ ଶିବିର   (06-Mar-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ*-   (06-Mar-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ପୋଷ୍ଟ ଗ୍ରାଜୁଏସନ ଇତିହାସ ବିଭାଗ ତରଫରୁ ଏକ ଦିବସୀୟ ନେସନାଲ ସେମିନାର ଆସନ୍ତାକାଲି    (06-Mar-2026)       ||      ଦିବ୍ୟାଙ୍ଗ ଛାତ୍ରଙ୍କୁ ଚାରି ଚକିଆ ମୋଟର ସାଇକେଲ୍ ପ୍ରଦାନ କଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି   (06-Mar-2026)       ||      ମୀନକେତନ ଦାଶ ଚାକିରିରୁ ଅବସର ନେଲେ: ମାୟାବର୍ହା ଓ ପୈତୃକ ଗ୍ରାମ ଖଲିଆପାଲି ଉତ୍ସବ ମୁଖର   (06-Mar-2026)       ||      ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   (06-Mar-2026)       ||      ମାଲକାନଗିରି ଜିଲ୍ଲା ବିଜେଡି ତରଫରୁ ବିଜୁବାବୁଙ୍କ ବାବୁଙ୍କ ଜୟନ୍ତୀ ପାଳନ    (05-Mar-2026)       ||      *ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ*-   (05-Mar-2026)       ||      *ଡାବୁଗାଁ ନିର୍ବାଚନମଣ୍ଡଳୀ ସ୍ତରୀୟ ୧୧୦ ତମ ବିଜୁ ଜୟନ୍ତୀ ପାଳିତ*   (05-Mar-2026)       ||      ନା ମିଳୁଛି ପାଣି ନା ହେଉଛି କେନାଲ ମରାମତି   (05-Mar-2026)       ||      ପୁରାତନ ଛାତ୍ରଙ୍କ ପକ୍ଷରୁ ଗୁରୁଙ୍କୁ ସମ୍ବର୍ଦ୍ଧନା   (05-Mar-2026)       ||      ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   (05-Mar-2026)       ||      ହରିହର ଭେଟ ସମ୍ପନ୍ନ   (05-Mar-2026)       ||      ୟୁଜିସି ଆଇନ ସମର୍ଥନରେ ଜିଲ୍ଲା ଓବିସି ଏସ୍ ଟି ଏସ୍ ସି ମଞ୍ଚ ର ଗଣଧାରଣା ଏବଂ ବିକ୍ଷୋଭ   (05-Mar-2026)       ||      ଯୁବୋଦୟ ଛାତ୍ରଛାତ୍ରୀଙ୍କ ପାଇଁ ମାଛଚାଷ ଉପରେ ପ୍ରାୟୋଗିକ ପ୍ରଶିକ୍ଷଣ   (05-Mar-2026)       ||      ଖବର ପ୍ରସାରଣ ପରେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଠାନ♦️ଚେତୁନି ପ୍ରଶାସନ କି ରାଜସ୍ବ ବିଭାଗ    (05-Mar-2026)       ||      ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ  ସଚିବସ୍ତରୀୟ  ସମୀକ୍ଷା ବୈଠକ   (05-Mar-2026)       ||     

HOME   ଜିଲ୍ଲା

ଚଳନ୍ତା ଟ୍ରାକଟର ଓଳିଗି ପଡି ନାବାଳକ ଡ୍ରାଇଭର ଙ୍କ ମୃତ୍ୟୁ , ଘଟଣାକୁ ଚପାଇ ଦେବାକୁ ଉଦ୍ୟମ

17-Jun-2023



ଲୋଇସିଂହା , ଟ୍ରାକଟର ,ଓଳଟି ପତି ଜଣେ 15 ବର୍ଷର ନାବାଳକଙ୍କ ମୃତ୍ୟୁ l ଏପରି କିଛି ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ବାଦୀବାହାଲ ଗ୍ରାମ ପଂଚାୟତ ଅନ୍ତର୍ଗତ ଆଗଲାପାଲି ଗାଁ ରେ l ସୂଚନାରୁ ପ୍ରକାଶ ଯେ , ଆଜି ସକାଳେ ଏହି ଗାଁ ର  ଭଗବତୀ ଦାସଙ୍କ ସାନପୁଅ ସୁନୀଲ ଦାସ  ନିଜେ ଟ୍ରାକ୍ଟର  ଚଳାଇ ସ୍ଥାନୀୟ ବଦିବାହାଲ ସରପଞ୍ଚ ପ୍ରଶାନ୍ତ ତ୍ରିପାଠୀଙ୍କ କାମରେ ଯାଉଥିବା ବେଳେ ରାସ୍ତାରେ ଭାରସାମ୍ୟ ହରାଇ  ଟ୍ରାକଟର ଓଲଟି ପଡି ଥିଲା l  ଘଟଣା ସ୍ଥଳରେ ହିଁ ସୁନୀଲଙ୍କ ପ୍ରାଣବାୟୁ ଉଡିଯାଇଥିଲା l ସୁନୀଲ ଯୋଗୀସୁର୍ଡl ହାଇସ୍କୁଲ ରେ ଦଶମ ଶ୍ରେଣୀ ରେ ପଢୁଥିଲେ l ତେବେ ଦୁର୍ଘଟଣାଗ୍ରସ୍ତ  ଟ୍ରାକଟର ର ଫିଟନେସ ସାର୍ଟିଫିକେଟ ନଥିବା ଅନୁସନ୍ଧାନରୁ ଜଣାପଡିଛି l ତେବେ ଘଟଣାକୁ ଚପେଇ ଦେବା ପାଇଁ ଭିତିରିଆ ଉଦ୍ୟମ ହେଉଥିବା ଅଞ୍ଚଳରେ ଚର୍ଚା ହେଉଛି l 'ଲୋଇସିଂହା ପୋଲିସ ଘଟଣାସ୍ଥଳ ରେ ପହଂଚି ଅନୁସନ୍ଧାନ ଜାରି ରଖିଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଡୁଙ୍ଗୁରିପାଲି ଧରିତ୍ରୀ ସାମ୍ବାଦିକଙ୍କ ପିତୃ ବିୟୋଗ |   07-Mar-2026
  ଜିଲ୍ଲା  
ସୁଧୁରୁନାହିଁ ଟ୍ରାଫିକ ସମସ୍ୟା: ପୋଲିସ ନିରବ, ପ୍ରଶାସନ ଚୁପ   07-Mar-2026
  ଜିଲ୍ଲା  
*ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁବର୍ଣ୍ଣପୁର ରେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ*   06-Mar-2026
  ଜିଲ୍ଲା  
ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମୂହ ଯୋଗ ଶିବିର   06-Mar-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ*-   06-Mar-2026
  ଜିଲ୍ଲା  
ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ପୋଷ୍ଟ ଗ୍ରାଜୁଏସନ ଇତିହାସ ବିଭାଗ ତରଫରୁ ଏକ ଦିବସୀୟ ନେସନାଲ ସେମିନାର ଆସନ୍ତାକାଲି   06-Mar-2026
  ଜିଲ୍ଲା  
ଦିବ୍ୟାଙ୍ଗ ଛାତ୍ରଙ୍କୁ ଚାରି ଚକିଆ ମୋଟର ସାଇକେଲ୍ ପ୍ରଦାନ କଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି   06-Mar-2026
  ଜିଲ୍ଲା  
ମୀନକେତନ ଦାଶ ଚାକିରିରୁ ଅବସର ନେଲେ: ମାୟାବର୍ହା ଓ ପୈତୃକ ଗ୍ରାମ ଖଲିଆପାଲି ଉତ୍ସବ ମୁଖର   06-Mar-2026
  ଜିଲ୍ଲା  
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   06-Mar-2026
  ଜିଲ୍ଲା  
ମାଲକାନଗିରି ଜିଲ୍ଲା ବିଜେଡି ତରଫରୁ ବିଜୁବାବୁଙ୍କ ବାବୁଙ୍କ ଜୟନ୍ତୀ ପାଳନ   05-Mar-2026
  ଜିଲ୍ଲା  
*ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ*-   05-Mar-2026
  ଜିଲ୍ଲା  
*ଡାବୁଗାଁ ନିର୍ବାଚନମଣ୍ଡଳୀ ସ୍ତରୀୟ ୧୧୦ ତମ ବିଜୁ ଜୟନ୍ତୀ ପାଳିତ*   05-Mar-2026

You Might Also Like