-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
09-Dec-2020
(ପ୍ରେରଣା ଖବର) - ଭୁବନେଶ୍ବରର ୪୩ ନମ୍ବର ୱାର୍ଡରେ ଆରମ୍ଭ ହେଲା ବିଜେପିର ଲୋକସମ୍ପର୍କ ଯାତ୍ରା। ସାଂସଦ ଅପରାଜିତା ଷଡ଼ଙ୍ଗୀ ଆରମ୍ଭ କଲେ ଲୋକସମ୍ପର୍କ ଯାତ୍ରା। ସମସ୍ତ ୱାର୍ଡରେ ଏହି ଯାତ୍ରା ହେବା ସହ ଲୋକଙ୍କ ସମସ୍ୟା ବୁଝିବ ବିଜେପି। ସମସ୍ୟା ସମାଧାନ ପାଇଁ ସବୁ କାର୍ଯ୍ୟ କରାଯିବ ବୋଲି କହିଲେ ସାଂସଦ*