-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
08-Dec-2020
(ପ୍ରେରଣା ଖବର ବ୍ୟୁରୋ) ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଥିବା ଚାଷୀଙ୍କ କାର୍ଯ୍ୟକୁ ମଧ୍ୟ ଆନ୍ନା ହାଜାରେ ପ୍ରଶଂସା କରିଛନ୍ତି। ଗତ ଦଶ ଦିନ ମଧ୍ୟରେ କୌଣସି ହିଂସା ହୋଇନାହିଁ। ସେଥିପାଇଁ ସେ ଚାଷୀଙ୍କୁ ପ୍ରଶଂସା କରିଛନ୍ତି। ଶାନ୍ତିପୂର୍ଣ୍ଣ ଭାବରେ ଧାରଣା ଦେବାକୁ ସେ ଆହ୍ୱାନ କରିଛନ୍ତି। ଆନ୍ଦୋଳନକୁ ସମର୍ଥନ କରି ଦିନିକିଆ ଉପବାସରେ ସମାଜସେବୀ ତଥା ଗାନ୍ଧୀବାଦୀ ନେତା ଆନ୍ନା ହାଜାରେ।