-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
08-Dec-2020
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) : ଆଜି ବଲାଙ୍ଗିର ଜିଲ୍ଲାରେ ସମୁଦାୟ ୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ସହରରୁ କେହି ମଧ୍ୟ କରୋନା ସଂକ୍ରମିତ ହୋଇନାହାନ୍ତି । ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୮୧୭୮ ଜଣ କରୋନା ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୯୩୦ ଜଣ ସୁସ୍ଥ ହୋଇଛନ୍ତି ଓ ୨୧୨ ଜଣ ଏକ୍ଟିଭ୍ ଅଛନ୍ତି । ବ୍ଲକ୍ ଅନୂଯାୟୀ ନିମ୍ନମତେ ତାଲିକା ପ୍ରଦାନ କରାଯାଇଛି।
(୧) ବେଲପଡା ବ୍ଲକ ତେତେଲମୁଣ୍ଡା ରୁ ୧ ଜଣ।
(୨) କଣ୍ଟାବାଞ୍ଜି ଏନ ଏ ସି ଓ୍ବାର୍ଡ ନଂ ୧୩ ରୁ ୧ ଜଣ।
(୩) ଖପ୍ରାଖୋଲ ବ୍ଳକ ଭାନପୁର ରୁ ୧ଜଣ ।
(୪) ଟିଟିଲାଗଡ ମୁନିସିପାଲିଟି ଓ୍ବାର୍ଡ ନଂ୧୪ ରୁ ୨ ଜଣ।
(୫) ତୁରେକେଲା ବ୍ଲକ ତୁରେକେଲା ରୁ ୧ ଜଣ।