-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
16-Apr-2023
ନବରଙ୍ଗପୁର (ମିହିର ଶଙ୍କର ପାତ୍ର)
ଡାବୁଗାଁ ଦସମୁଣ୍ଡିଆ ଠାରେ ବ୍ଲକ NPS ଶିକ୍ଷକ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ଏବଂ ନୂତନ କାର୍ଯ୍ୟକର୍ତ୍ତା ଚୟନ।ସୂଚନାଯୋଗ୍ୟ:-ଆଜି ସଙ୍ଘ ସଭାପତି ବିକାଶ ନିଶଙ୍ଖ ଙ୍କ ଅଧକ୍ଷତା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ୨୦୨୨-୨୦୨୩ ରୋ ବିବାରଣୀ ପଠନ ସହ ଉପସ୍ଥାପନ କରାଯାଇଥିଲା ।ଏଠିସହ ୨୦୨୩-୨୦୨୪ପାଇଁ କାର୍ଯ୍ୟପନ୍ଥା ସ୍ଥିର କରାଯାଇଥିଲା । ତତ ସଙ୍ଗେସଙ୍ଗେ ସଂଘର ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା। ନୂତନ କାର୍ଯ୍ୟକର୍ତ୍ତା ମଧ୍ୟାରେ ସଭାପତି ଭାବରେ ପୁନର୍ବାର ବିକାଶ ନିଶଙ୍ଖ ମାନନୀତ ହାଇଥିବା ବେଳେ ଉପସଭାପତି ଭାବରେ ରାଇସିଙ୍ଗ ପୂଜାରୀ,ମୋହନସିଂ ଗଣ୍ଡ, ଅନିତା ବେହେରା ,ସମାଦକ ଭବାରେ ସୁରେଶ ବେହେରା ,କୋଷଧକ୍ଷ ଭାବରେ ସାଗରିକା ହରିଜନ ମନନୀତ ହାଇଥିଲେ।ଆଜି ଏହି ବୈଠକାରେ ଡାବୁଗାଁ ବ୍ଲକର ୧୨ଗୋଟି ପଂଚାୟତ ରୁ ଶହେରୁ ଉର୍ଦ୍ଧ୍ବ ଶିକ୍ଷକ ଉପସ୍ଥିତ ଥିଲେ।