-+91-9937148622 |

prerana_bgr@rediffmail.com |

  Tuesday 17th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଡାହାଣୀ ସନ୍ଦେହରେ ନିର୍ଯାତନା ସମସ୍ୟା ର ନିରାକରଣ କର୍ମଶାଳା   (17-Mar-2026)       ||      ରେଲୱେ ଷ୍ଟେସନ ରୋଡରୁ ବିପୁଳ ପରିମାଣର ଗଂଜେଇ ଜବତ କଲା ବଲାଙ୍ଗୀର ପୋଲିସ   (17-Mar-2026)       ||      ବେଆଇନ ବାଲି ଘାଟରୁ ଦିନରେ ବାଲି ଲୁଟ, ଚୁପ ବସିଛି ପ୍ରଶାସନ   (17-Mar-2026)       ||      ପଶ୍ଚିମ ଓଡ଼ିଶାର ପ୍ରଥମ ଓଟିଟି ଚାନେଲ୍ ‘ପଶ୍ଚିମ୍’ ଲୋକାର୍ପିତ   (17-Mar-2026)       ||      ପ୍ରେରଣା ତରଫରୁ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା, ଆସନ୍ତାକାଲି ହାଇସ୍କୁଲ ଓ କଲେଜସ୍ତରୀୟ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା    (16-Mar-2026)       ||      ପ୍ରେରଣା ତରଫରୁ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା, aadan    (16-Mar-2026)       ||      ସାମ୍ବାଦିକ ପବନ ଅଗ୍ରୱାଲ ସମ୍ମାନିତ    (16-Mar-2026)       ||      କଟକ ଏସ୍ ସି ବି ଅଗ୍ନିକାଣ୍ଡରେ ମୃତାହତ ଘଟଣା ପରିଚାଳନା ଓ ପ୍ରଶାସନିକ ଅବହେଳାର ଚରମ ନିଦର୍ଶନ- କଂଗ୍ରେସ ପ୍ରତିନିଧି ମଣ୍ଡଳୀ   (16-Mar-2026)       ||      ଜିଲ୍ଲାସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ,    (16-Mar-2026)       ||      ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି    (16-Mar-2026)       ||      ମାର୍ଚ୍ଚ ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ବରଗଡ ଜିଲ୍ଲା ଯାଦବ ସାଂସ୍କୃତିକ ସମାଜ ପକ୍ଷରୁ ବିଶ୍ୱଶାନ୍ତି ମହାଯଜ୍ଞ   (16-Mar-2026)       ||      ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରତିଷ୍ଠାତା ଶିକ୍ଷକ ଓ କର୍ମଚାରୀ ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ    (16-Mar-2026)       ||      ବରପାଲି BEO ଅଫିସ୍‌ର ଆକାଉଣ୍ଟାଣ୍ଟ ଭିଜିଲାନ୍ସ_ଜାଲରେ,   (16-Mar-2026)       ||      ଲୋପ ପାଇବାକୁ ବସିଲାଣି ତୋଟା ଓ ଧାନଖଳା   (16-Mar-2026)       ||      *ନୂଆପଡ଼ା ଜିଲ୍ଲା ଖଡିଆଳ ପଞ୍ଚାୟତ ସମିତି ପରିସର ମଧ୍ୟରେ ଜିଲ୍ଲାପାଳ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ*   (16-Mar-2026)       ||      ନୂଆଦିଲ୍ଲୀ ର ଓଡ଼ିଶା ପର୍ବରେ ଯୋଗ ଦେଲେ ଓଡ଼ିଶା ରାଜ୍ୟପାଳ    (16-Mar-2026)       ||      *ନିଆଁ କୁ ଆୟତ କରିବରେ ବିଫଳ ହେଲା ଅଗ୍ନିଶମ ବିଭାଗ*   (16-Mar-2026)       ||      *ଫିଟ୍ ନେସ ଏମ୍ପାୟାର କ୍ରୀକ ଫେଷ୍ଟ ୨୦୨୬ ଉଦଯାପିତ* - *ଜିଲ୍ଲା ପୋଲିସ ଦଳ ଚମ୍ପିୟାନ*- -   (16-Mar-2026)       ||      ସାମାଜିକ ସେବା ପାଇଁ ପ୍ରାନ୍ତୀୟ ଅଧିବେଶନ ଶିଖର ୨୦୨୬ ରେ ସହଯୋଗ ଫାଉଣ୍ଡେସନ୍ ସମ୍ମାନିତ   (16-Mar-2026)       ||      *ନବ ଭାରତ ସାକ୍ଷରତା “ଉଲ୍ଲାସ” କାର୍ଯ୍ୟକ୍ରମ*   (16-Mar-2026)       ||     

HOME   ଜିଲ୍ଲା

କର୍ଲାମୁଣ୍ଡା ଠାରେ ସବ ରେଜିଷ୍ଟ୍ରେସନ କାର୍ଯଳୟ ଉଦଘାଟନ......

05-Apr-2023



 

କର୍ଲାମୁଣ୍ଡ (ପ୍ରଦିପ କୁମାର ସାହୁ)କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ତହସିଲ କାର୍ଯ୍ୟାଳୟ ଠାରେ ବୁଧବାର  ଉପନିବନ୍ଧ (ସବ-ରେଜିଷ୍ଟ୍ରେସନ) କାର୍ଯ୍ୟ ଲୟ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି।ଏଥିରେ ନର୍ଲା  ବିଧାୟକ ଭୁପିନ୍ଦର ସିଂ ଯୋଗ ଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ଆୟୋଜିତ ସଭା କାର୍ଯ୍ୟ ରେ ମୁଖ୍ୟ ଅତିଥି ବିଧାୟକ ଭୁପିନ୍ଦର ସିଂ ,ତହସିଲଦାର ମିଳନ କୁମାର ଝାଙ୍କର, ବିଡିଓ ସୁଚରିତା ମୁଗ୍ରୀ,ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ବ୍ଳକ ଅଧକ୍ଷ୍ୟା କୁନି ସାହୁ,ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ସହ ସରକାରୀ ଓକିଲ ନିରଞ୍ଜନ ନନ୍ଦ,ପୂର୍ବତନ ସରପଞ୍ଚ ଶେଷଦେଵ ସାହୁ,ଆଇନଜୀବୀ ସତ୍ୟନାରାୟଣ ସାହୁ ପ୍ରମୁଖ ଯୋଗ ଦେଇ ଥିଲେ।  ଆଗାମୀ ଦିନରେ ଅଞ୍ଚଳରେ ଥିବା ଅନ୍ୟ କିଛି ସମସ୍ୟା ର ସମାଧାନ ଦିଗରେ ବିଧାୟକ ପଦକ୍ଷେପ ନେବେ ଓ ଏଥିପାଇଁ  ବିଧାୟକ ଜନସାଧାରଣ ଙ୍କ ସହଯୋଗ କାମନା କରିଥିଲେ।ଅଞ୍ଚଳ ବାସୀ ଙ୍କ ଦୀର୍ଘ ଦିନ ର ଦାବି କୁ ବିଧାୟକ ଉଦ୍ୟମ ରେ ସରକାର ପୂରଣ କରିଥିବାରୁ ବିଧାୟକ ଙ୍କୁ ଜନ ସାଧାରଣ  କୃତଜ୍ଞତା  ଜଣେଇଥିଲେ। ଅନ୍ୟ ପଟେ ଉପକୋଷାଗାର ଖୋଲିବା ଦିଗରେ ସରକାର ପଦକ୍ଷେପ ନେବାକୁ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।ଶେଷରେ ଆଇନଜୀବୀ ଦଶରଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ରେଗଡା ସରପଞ୍ଚ ଦୀପ୍ତିରାଣୀ ସାହୁ,ବିଜେଡି ବ୍ଳକ ସଭାପତି ସୁରେନ୍ଦ୍ର ସାହୁ,ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ କୁମାର ସାହୁ,ବ୍ଳକ ଯୁବ ବିଜେଡି ସଭାପତି ସଙ୍ଗୀତ ଭୋଇ, ବ୍ଳକ ଛାତ୍ର ବିଜେଡି ସଭାପତି ସଲିମ ଶେଖର ରଣା, ବିଜେଡ଼ି ନେତା ଶିବଲାଲ କେଡ଼ିଆ,ବିରଞ୍ଚି ରଣା, ଦୀନବନ୍ଧୁ ସାହୁ,ସୀମାଞ୍ଚଳ ଭୋଇ,ତ୍ରିସଙ୍କ ରଣା ପ୍ରମୁଖ ଉପସ୍ଥିତ ଥିଲେ| ତେବେ ପ୍ରଥମ ଦିବସରେ ୨୪ ଜଣ ଙ୍କ ଜମିକିଣାବିକା ରେଜେଷ୍ଟ୍ରି ହୋଇଥିଲା


News Comment




Photo in News

Advertisment
Lastest News
  ଜିଲ୍ଲା  
ଡାହାଣୀ ସନ୍ଦେହରେ ନିର୍ଯାତନା ସମସ୍ୟା ର ନିରାକରଣ କର୍ମଶାଳା   17-Mar-2026
  ଜିଲ୍ଲା  
ରେଲୱେ ଷ୍ଟେସନ ରୋଡରୁ ବିପୁଳ ପରିମାଣର ଗଂଜେଇ ଜବତ କଲା ବଲାଙ୍ଗୀର ପୋଲିସ   17-Mar-2026
  ଜିଲ୍ଲା  
ବେଆଇନ ବାଲି ଘାଟରୁ ଦିନରେ ବାଲି ଲୁଟ, ଚୁପ ବସିଛି ପ୍ରଶାସନ   17-Mar-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରଥମ ଓଟିଟି ଚାନେଲ୍ ‘ପଶ୍ଚିମ୍’ ଲୋକାର୍ପିତ   17-Mar-2026
  ଜିଲ୍ଲା  
ପ୍ରେରଣା ତରଫରୁ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା, ଆସନ୍ତାକାଲି ହାଇସ୍କୁଲ ଓ କଲେଜସ୍ତରୀୟ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା   16-Mar-2026
  ଜିଲ୍ଲା  
ପ୍ରେରଣା ତରଫରୁ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା, aadan   16-Mar-2026
  ଜିଲ୍ଲା  
ସାମ୍ବାଦିକ ପବନ ଅଗ୍ରୱାଲ ସମ୍ମାନିତ   16-Mar-2026
  ଜିଲ୍ଲା  
କଟକ ଏସ୍ ସି ବି ଅଗ୍ନିକାଣ୍ଡରେ ମୃତାହତ ଘଟଣା ପରିଚାଳନା ଓ ପ୍ରଶାସନିକ ଅବହେଳାର ଚରମ ନିଦର୍ଶନ- କଂଗ୍ରେସ ପ୍ରତିନିଧି ମଣ୍ଡଳୀ   16-Mar-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ,   16-Mar-2026
  ଜିଲ୍ଲା  
ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି   16-Mar-2026
  ଜିଲ୍ଲା  
ମାର୍ଚ୍ଚ ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ବରଗଡ ଜିଲ୍ଲା ଯାଦବ ସାଂସ୍କୃତିକ ସମାଜ ପକ୍ଷରୁ ବିଶ୍ୱଶାନ୍ତି ମହାଯଜ୍ଞ   16-Mar-2026
  ଜିଲ୍ଲା  
ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରତିଷ୍ଠାତା ଶିକ୍ଷକ ଓ କର୍ମଚାରୀ ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ   16-Mar-2026

You Might Also Like