-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
16-Mar-2023
ବଲାଙ୍ଗୀର(ପ୍ରେରଣା ଖବର),ଗତ ୧୫ ତାରିଖ ଦିନ ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ କୁଟେନପାଲି ଗାଁ ର ଦୀପାନ ମେର୍ଲି ନାମକ ଜଣେ ୨୬ବର୍ଷର ମହିଳା ଘରୁ କେଉଁ ଆଡେ ପଳାଇ ଯାଇଥିବା ଅଭିଯୋଗ ହୋଇଛି । ୧୫ତାରିଖ ରାତି ୯ଟା ବେଳେ ସମସ୍ତେ ଖାଇ ସାରିଲା ପରେ ଦୀପାନ କାହାକୁ କିଛି ନ କହି ଘରୁ କେଉଁ ଆଡେ ପଳା ଯାଇଥିଲା । ପରିବାର ଲୋକେ ବହୁତ ଖୋଜାଖୋଜି ପରେ ମଧ୍ୟ ଝିଅର ସନ୍ଧାନ ପାଇ ପାରିନଥିଲେ । ଏ ନେଇ ଦୀପାନ ଙ୍କ ବଡ ଭାଇ ନିରଂଜନ ମେର୍ଲି ନିଜ ଭଉଣୀ ନିଖୋଜ ନେଇ ପୁଇଁନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।