-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
16-Mar-2023
ନବରଙ୍ଗପୁର, (ମିହିର ଶଙ୍କର ପାତ୍ର) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକରେ ଆଜି ନୂତନ ନୂତନ ଅବକାରୀ ଅଧିକାରୀ ବୁଲୁ ପାତ୍ର ଯୋଗଦେଲେ । ଡାବୁଗାଁ ପୂର୍ବତନ ଅବକାରୀ ଅଧିକାରୀ ବିଜୟ ନାୟକଙ୍କ ବଦଳି ପରେ ନୂତନ ଭାବରେ ବୁଲୁ ପାତ୍ର ଦାଇତ୍ୱଗ୍ରହଣ କରିଛନ୍ତି। ଡାବୁଗାଁ ସାମ୍ବାଦିକ ସଙ୍ଘ ତରଫରୁ ନୂତନ ଅବକାରୀ ଅଧିକାରୀଙ୍କୁ ସ୍ୱାଗତ କରାଯାଇ ଥିଲା । ସାମ୍ବାଦିକ ସଙ୍ଘ ର ଆଇନ ପରାମର୍ଶଦାତା ଜୟନ୍ତ କୁମାର ପାତ୍ର ନୂତନ ଅବକାରୀ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇ ଛନ୍ତି, ସମ୍ପାଦକ ମିହିର ଶଙ୍କର ପାତ୍ର, କସାଧକ୍ଷ ସୁଶାନ୍ତ କୁମାର ପଣ୍ଡା,ସହ ସମ୍ପାଦକ ଗଗନ ଗନ୍ତାୟତ, ବରିଷ୍ଠ ସାମ୍ବାଦିକ ରବିନାରାୟଣ ମହାନ୍ତି ସମେତ ଅନ୍ୟ ସମ୍ବାଦିକ ମାନେ ମଧ୍ୟ ଆଜି ଉପସ୍ଥିତ ଥିଲେ l