-+91-9937148622 |

prerana_bgr@rediffmail.com |

  Sunday 12th July 2026 |

| | | |

R.N.I. Regd No. ODIODI/2010/46693

Breaking News

ବୃକ୍ଷରୋପଣ ଆମରି ପଣ   (12-Jul-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପ୍ରଶ୍ନୋତ୍ତର ପ୍ରତିଯୋଗିତା    (12-Jul-2026)       ||      *ଗାଁ ମୁହାଁ ଜଙ୍ଗଲୀ ଭାଲୁ.... ବୋରିପଦର ଗ୍ରାମରେ ଭାଲୁର ଆତଙ୍କ*   (12-Jul-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ ଙ୍କ 53 ତମ ଜନ୍ମଦିବସ ବୁର୍ଡ଼l ଡାକ ବଙ୍ଗଳା ଠାରେ ମହା ସମାରୋହରେ ପାଳିତ    (12-Jul-2026)       ||      କୁଟୁମ୍ବଡୋଲା କ୍ଲଷ୍ଟର ପକ୍ଷରୁ ସିଆଲବାହାଲି ଠାରେ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ସଭା   (12-Jul-2026)       ||      ଅଲେଖ ଧର୍ମ ବଳାମ୍ବି ସ୍ବର୍ଗତ ବିନ୍ଦୁ ବାରିକ ଙ୍କ ଅକାଳ ବିୟୋଗ, ଅଂଚଳ ରେ ଶୋକର ଛାୟା   (12-Jul-2026)       ||      ଯୁବକଙ୍କୁ ହତ୍ୟା, ପୁଲିସର ତଦନ୍ତ ଜାରି   (11-Jul-2026)       ||      *ଅକ୍ଟୋବର ୧୫ ସୁଦ୍ଧା ମାଗଣା ରବିଚାଷ ପାଇଁ ବିହନ ଯୋଗାଇବାକୁ ଦାବି: ପୋଷ୍ଟ କାର୍ଡ ମାଧ୍ୟମରେ ସରକାରଙ୍କୁ ଚାଷୀ ଙ୍କ ଅନୁରୋଧ*   (11-Jul-2026)       ||      ରଶ୍ମି ରଞ୍ଜନ ସିଦ୍ଧାଶ୍ରମରେ ବୃକ୍ଷ ରୋପଣ   (11-Jul-2026)       ||      ଚାକରି ଦକ୍ଷତା ବୃଦ୍ଧି ତାଲିମ କର୍ମଶାଳା    (11-Jul-2026)       ||      ମାୟାବର୍ହା ହାଇସ୍କୁଲରେ ଅଭିଭାବକଙ୍କ ସମ୍ମିଳନୀ ସହିତ ବୃକ୍ଷ ରୋପଣ, ଏକ ପେଡ୍ ମା କେ ନାମ୍   (11-Jul-2026)       ||      ପିପି ଏକାଡେମୀରେ ଆଜି ପର୍ଯ୍ୟନ୍ତ ନାହିଁ ନିଜସ୍ୱ ଖେଳ ପଡିଆ♦️ ଶିକ୍ଷା ଓ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଧ୍ୟାନ ଦିଅନ୍ତୁ ସରକାର- ନରସିଂହ   (11-Jul-2026)       ||      ସିନାପାଲିରେ ଧାନ ବିହନ ଓ ସାର ବିକ୍ରୟ କେନ୍ଦ୍ରରେ ଚଢ଼ଉ ୪ ଲାଇସେନ୍ସ ରଦ୍ଦ, ୨ ନିଲମ୍ବିତ   (11-Jul-2026)       ||      ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁପରିଚାଳନା ଭାବେ ସମ୍ପନ୍ନ କରିବା ପାଇଁ ଉଚ୍ଚସ୍ତରୀୟ ସମୀକ୍ଷା    (11-Jul-2026)       ||      ବରଗଡ଼ ରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ ♦️ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ସହ ଖେଳ କୁ ବରଦାସ୍ତ କରାଯିବ ନାହିଁ : ବିଜେଡି    (10-Jul-2026)       ||      ଯୋଗାଣ ସହାୟକ ଙ୍କୁ ସ୍ଥାୟୀ ନିଯୁକ୍ତି ଦାବି ନେଇ ବଙ୍ଗୋମୁଣ୍ଡା ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ    (10-Jul-2026)       ||      ଚନ୍ଦନଭାଟିରେ ନରସିଂହଙ୍କ ସାଧାରଣ ସଭା   (10-Jul-2026)       ||      ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା   (10-Jul-2026)       ||      ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା   (10-Jul-2026)       ||      କେବଳ ମାଁଙ୍କ ନାମରେ ନୁହେଁ ଉଭୟ ବାପାମାଁଙ୍କ ନାମରେ ବୃକ୍ଷରୋପଣ କରାଯାଉ   (10-Jul-2026)       ||     

HOME   ଜିଲ୍ଲା

କାନାରା ବ୍ୟାଙ୍କ ଆୟୋଜନ କରୁଛି ଦୁଇ ଦିନିଆ  “ମେଗା ଲୋନ ଏକ୍ସପୋ"

22-Feb-2023



କାନାରା ବ୍ୟାଙ୍କ, ସର୍କଲ୍ ଅଫିସ୍, ଭୁବନେଶ୍ୱର ଆୟୋଜନ କରୁଛି ଦୁଇ ଦିନିଆ  “ମେଗା ଲୋନ ଏକ୍ସପୋ” | ଏହି ଏକ୍ସପୋ ବ୍ୟାଙ୍କର ଜେନେରାଲ ମ୍ୟାନେଜର ଶ୍ରୀ ବି ଏଲ୍ ମୀନାଙ୍କ ନେତୃତ୍ୱରେ ଚଳିତ ବର୍ଷ ଫେବୃଆରୀ ୨୪ ରେ ଆରମ୍ଭ ହୋଇ ୨୫ ରେ ସରିବ | ଏଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ବିଲ୍ଡର୍ ଏବଂ ଯାନବାହାନ ଡିଲରମାନେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ଉତ୍ପାଦଗୁଡିକ ପ୍ରଦର୍ଶନ କରିବେ ଓ କ୍ରୟ ବିକ୍ରୟ ପାଇଁ କାନାରା ବ୍ୟାଙ୍କ ଦ୍ୱାରା ସହଜରେ ପ୍ରଦାନ କରାଯିବ |ଜଣେଇଦେବାକୁ ଚାହୁଁ ଯେ କାନାରା ବ୍ୟାଙ୍କ ତାର ହାଉସିଂ, ଗାଡି ମୋଟର, ଶିକ୍ଷା ଓ ବନ୍ଧକ ଲୋନ ଉପରେ ସମସ୍ତ ଶୁଳ୍କ

ଛାଡ଼ କରିଛି, ହେଲେ ଏହି ଅଫର କେବଳ ସୀମିତ ସମୟ ପର୍ଯ୍ୟନ୍ତ ବୈଧ ଅଟେ | କାନାରା ବ୍ୟାଙ୍କ, ଏହାର ମୁଖ୍ୟ ହିତାଧିକାରୀ ଓ ଗ୍ରାହକ ମାନଙ୍କ ପାଇଁ ଆଣିଛି ସର୍ବାଧିକ ଲାଭର ସୁଯୋଗ | ଆଶା କରାଯାଉଛି କି ଏହି ଏକ୍ସପୋରେ ଗ୍ରାହକମାନଙ୍କରେ ବିପୁଳ ସଂଖ୍ୟାରେ ଯୋଗଦାନ ରହିବ ଓ ଗ୍ରାହକମାନେ ନିଶ୍ଚିତ ଭାବରେ କାନାରା ବ୍ୟାଙ୍କର ଏହି ‘ରିଟେଲ୍ ଉତ୍ସବ ଅଫର୍’ ର ସମ୍ପୂର୍ଣ ଫାଇଦା ନେବେ |  ଉଦ୍‌ଘାଟନୀ ଦିବସରେ, ଅର୍ଥାତ୍ ଫେବୃଆରୀ ୨୪ ରେ, କାନାରା ବ୍ୟାଙ୍କ ତାର ୮୦ ଜଣ ହିତାଧିକାରୀଙ୍କୁ ତାର ହାଉସିଂ, ଗାଡି ମୋଟର ଓ ଶିକ୍ଷା ଆଦି ପାଇଁ ଲୋନ ମଞ୍ଜୁରି କରିବ | 
(ରିପୋର୍ଟ - ଅମୃତ ନନ୍ଦ)


News Comment




Photo in News

Advertisment
Lastest News
  ଜିଲ୍ଲା  
ବୃକ୍ଷରୋପଣ ଆମରି ପଣ   12-Jul-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ପ୍ରଶ୍ନୋତ୍ତର ପ୍ରତିଯୋଗିତା   12-Jul-2026
  ଜିଲ୍ଲା  
*ଗାଁ ମୁହାଁ ଜଙ୍ଗଲୀ ଭାଲୁ.... ବୋରିପଦର ଗ୍ରାମରେ ଭାଲୁର ଆତଙ୍କ*   12-Jul-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ ଙ୍କ 53 ତମ ଜନ୍ମଦିବସ ବୁର୍ଡ଼l ଡାକ ବଙ୍ଗଳା ଠାରେ ମହା ସମାରୋହରେ ପାଳିତ   12-Jul-2026
  ଜିଲ୍ଲା  
କୁଟୁମ୍ବଡୋଲା କ୍ଲଷ୍ଟର ପକ୍ଷରୁ ସିଆଲବାହାଲି ଠାରେ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ସଭା   12-Jul-2026
  ଜିଲ୍ଲା  
ଅଲେଖ ଧର୍ମ ବଳାମ୍ବି ସ୍ବର୍ଗତ ବିନ୍ଦୁ ବାରିକ ଙ୍କ ଅକାଳ ବିୟୋଗ, ଅଂଚଳ ରେ ଶୋକର ଛାୟା   12-Jul-2026
  ଜିଲ୍ଲା  
ଯୁବକଙ୍କୁ ହତ୍ୟା, ପୁଲିସର ତଦନ୍ତ ଜାରି   11-Jul-2026
  ଜିଲ୍ଲା  
*ଅକ୍ଟୋବର ୧୫ ସୁଦ୍ଧା ମାଗଣା ରବିଚାଷ ପାଇଁ ବିହନ ଯୋଗାଇବାକୁ ଦାବି: ପୋଷ୍ଟ କାର୍ଡ ମାଧ୍ୟମରେ ସରକାରଙ୍କୁ ଚାଷୀ ଙ୍କ ଅନୁରୋଧ*   11-Jul-2026
  ଜିଲ୍ଲା  
ରଶ୍ମି ରଞ୍ଜନ ସିଦ୍ଧାଶ୍ରମରେ ବୃକ୍ଷ ରୋପଣ   11-Jul-2026
  ଜିଲ୍ଲା  
ଚାକରି ଦକ୍ଷତା ବୃଦ୍ଧି ତାଲିମ କର୍ମଶାଳା   11-Jul-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ଅଭିଭାବକଙ୍କ ସମ୍ମିଳନୀ ସହିତ ବୃକ୍ଷ ରୋପଣ, ଏକ ପେଡ୍ ମା କେ ନାମ୍   11-Jul-2026
  ରାଜ୍ୟ  
ପିପି ଏକାଡେମୀରେ ଆଜି ପର୍ଯ୍ୟନ୍ତ ନାହିଁ ନିଜସ୍ୱ ଖେଳ ପଡିଆ♦️ ଶିକ୍ଷା ଓ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଧ୍ୟାନ ଦିଅନ୍ତୁ ସରକାର- ନରସିଂହ   11-Jul-2026

You Might Also Like