-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
12-Feb-2023
ବଲାଙ୍ଗୀର ଟାଉନ ଥାନା ର ମୋଷ୍ଟ ୱାଣ୍ଟେଡ ଶ୍ରୀପତି ସିଂ କୁ ଗିରଫ କରିଛି ଟାଉନ ପୋଲିସ l ଗତ ଜାନୁଆରୀ ପନ୍ଦର ତାରିଖ ଦିନ ଶାସ୍ତ୍ରୀନଗର ଠାରେ ଭବାନୀ ଦୀପ ନାମକ ଜଣେ ବ୍ୟବସାୟୀ କୁ ଖଣ୍ଡା ରେ ମରାଣାନ୍ତକ ଆକ୍ରମଣ କରି ଫେରାର ମାରିଥିବା ଅପରାଧୀ ଙ୍କ ଭିତରେ ଜଣେ ମୁଖ୍ୟ ଅପରାଧୀ ହେଉଛି ଶ୍ରୀପତି ସିଂ l ଟାଉନ ପୋଲିସ ର ସ୍ୱତନ୍ତ୍ର ଟିମ ବିଭିନ୍ନ ଜାଗାରେ ଚଢ଼ାଉ କରି ଶ୍ରୀପଟି କୁ ଗିରଫ କରିଥିବା ଜଣା ପଡିଛି l ଶ୍ରୀପତି କୁ ଗିରଫ କରିବା ପରେ ଆଜି ତାକୁ ପୋଲିସ ସିଂ ରିକ୍ରିଏସନ କରେଇ ଥିଲା l ଆକ୍ରମଣ ର ଶିକାର ହୋଇଥିବା ଭବାନୀ ଦୀପ ଘର ନିକଟକୁ ଅପରାଧୀ କୁ ନେଇ ଥିଲା ପୋଲିସ l ଏହା ସହିତ ଆରଟିଓ ଛକ ଠାରେ ମଧ୍ୟ ବୁଲାଇଥିଲା l ଶ୍ରୀପତି କୁ କୋର୍ଟ ଚାଲାଣ କରିଛି ପୋଲିସ