-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ଅଙ୍ଗନୱାଡ଼ି ଶିଶୁଙ୍କ ବଦଳରେ ମାଛ ଖାଉଛି ଛତୁଆ, ଡାବୁଗାଁ ବ୍ଲକରେ ଏପରି ଚାଲିଛି ଛତୁଆ ଯୋଗାଣ

09-Feb-2023



ଡାବୁଗାଁ  (ମିହିର ଶଙ୍କର ପାତ୍ର)ସରକାର ଅଙ୍ଗନୱାଡ଼ି କେନ୍ଦ୍ର ମାଧ୍ୟମରେ ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟ ର ଉନ୍ନତି ପାଇଁ ପୁଷ୍ଟିକର ଛତୁଆ ଯୋଗାଉ ଥିବା ବେଳେ ଡାବୁଗାଁ ବ୍ଲକ ରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି .ଏଠାରେ ଶିଶୁଙ୍କ ବଦଳରେ ମାଛ ଖାଉଛି ଛତୁଆ . ଅଙ୍ଗନୱାଡ଼ି କେନ୍ଦ୍ରରେ ଦିଆଯିବା ଛତୁଆ ଏକ ପୋଖରୀରେ ମାଛ ଙ୍କୁ ଖାଇବାକୁ ଦିଆଯାଇଛି . ସୂଚନା ଅନୁଯାୟୀ ଡାବୁଗାଁ  ବ୍ଲକ ସମନ୍ୱିତ ଶିଶୁ ବିକାଶ ଅଧିକାରୀ ଙ୍କ ଅଧିନରେ ଡାବୁଗାଁ ସଦର ହାଟପଦା ରେ ଥିବା ମା ମୁତ୍ୟାଲୁ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ଵାରା ବ୍ଲକ ର ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର କୁ ଶିଶୁ ଓ ମହିଳା ଙ୍କ ପାଇଁ ଛତୁଆ ବଣ୍ଟନ କରାଯାଉଛି . ତେବେ ଗତ ନଭେମ୍ବର ମାସ ୨୦୨୨ ମସିହାର ୪୦ ରୁ ଉର୍ଦ୍ଧ  ଛତୁଆ ପେକେଟ ଡାବୁଗାଁ ନିକଟ ମହେନ୍ଦ୍ରି ଗ୍ରାମ ର ଏକ ପୋଖରୀ ରେ ଖୋଲାରେ ପଡିଛି . ପୋଖରୀରେ ମାଛ ଜାଆଁଳା ଛଡା ଯାଇଥିବାରୁ ମାଛ ଙ୍କୁ ଦାନା ଦେବା ପାଇଁ ଏହି ଛତୁଆ ଗୁଣ୍ଡ କୁ ଏଠାରେ ପକା ଯାଇଥିବା ଜଣା ପଡ଼ିଛି . ମକା ହାଲୁଆ ଗୁଣ୍ଡ ଛତୁଆ ପେକେଟ୍ ଡାବୁଗାଁ ହାଟପଦା ରେ ଥିବା ମା ମୁତ୍ୟାଲୁ ସ୍ୱୟଂ ସହାୟକ ଦଳ ର ବୋଲି ପକେଟ୍ ର ସ୍ପଷ୍ଟ ଉଲ୍ଲେଖ ଅଛି . ତେବେ ଶିଶୁ ଓ ମହିଳା ଙ୍କ ପାଇଁ ଉଦ୍ଦିଷ୍ଟ ଏହି ପୁଷ୍ଟିକର ଛତୁଆ କୁ କିଏ ଓ କାହିଁକି ବିକ୍ରି କରିଛି ତାହା ଜଣା ପଡି ନ ଥିବା ବେଳେ ଡାବୁଗାଁ ବ୍ଲକ ରେ ଛତୁଆ ଯୋଗାଣ ର ସ୍ପଷ୍ଟତା ନେଇ ପ୍ରଶ୍ନ ଉଠିଛି . ପ୍ରକୃତରେ ମହେନ୍ଦ୍ରୀ ଗ୍ରାମ ପୋଖରୀରେ ପଡ଼ିଥିବା ଏହି ଛତୁଆ ଜରି ଶିଶୁ ଓ ଗର୍ଭବତୀ ମହିଳା ମାନେ ଖାଇବା ଉପଯୋଗୀ କି ନାହିଁ ତାହା ସନ୍ଦେହ ଦେଖା ଦେଇଥିବା ବେଳେ ଖାଇବା ଉପଯୋଗୀ ନ ଥିବାରୁ କେହି ବିକ୍ରି କରିଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି .  ଡାବୁଗାଁ ବ୍ଲକ ରୁ ମହେନ୍ଦ୍ରି ଗ୍ରାମ ମାତ୍ର ତିନି କିମି ଦୂର ହୋଇଥିଲେ ସୁଦ୍ଧା ଏହିଁ ଗ୍ରାମ ପାପଡାହାଣ୍ଡି ବ୍ଲକ ର ହୋଇ ଥିବାରୁ ନିର୍ଭୟରେ ଶିଶୁଙ୍କ ଛତୁଆ ପକେଟ୍ ବିକ୍ରି କରିଥିବା ସାଧାରଣରେ ଆଲୋଚନା ହେଉଛି. ବିଭାଗୀୟ ଅଧିକାରୀ ଏହାର ଉପଯୁକ୍ତ ତଦନ୍ତ କରି ଛତୁଆ ର ମାନ ଯାଞ୍ଚ୍ କରିବା ସହ କିଏ ଓ କାହିଁକି ଶିଶୁ ଓ ମହିଳା ଙ୍କ ଖାଦ୍ୟ ମାଛ କୁ ଖାଇବାକୁ ଦେଲେ ତାହାର ତଦନ୍ତ କରିବାକୁ ସାଧାରଣରେ ଦାବୀ ହୋଇଛି . ସୂଚନା ଥାଉ କି ଗତ ୨୦୨୨ ମସିହା ସେପ୍ଟେମ୍ବର ମାସ ରେ ଡାବୁଗାଁ ବ୍ଲକ ନୋଡାଲ ଅଧିକାରି ତଥା ଡେପୁଟି କଲେକ୍ଟର ଅଚାନକ ମା ମୁତ୍ୟାଲୁ ସ୍ୱୟଂ ସହାୟକ ଦଳ ର ଛତୁଆ ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ କରିଥିଲେ . ସେଠାରେ ଛତୁଆ ର ମାନ ନେଇ ଅସନ୍ତୋଷ ବ୍ୟେକ୍ତ କରିବା ସହ ଛତୁଆ ରେ ଓଜନ ପରିମାଣ କମ ଥିବା ଜାଣି ପାରିଥିଲେ. ଏହାପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଡାବୁଗାଁ ହାଟପଦା ର ମା ମୁତ୍ୟାଲୁ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଠାରୁ ବ୍ଲକର ମେଦନା ଓ ଡାବୁଗାଁ ସେକ୍ଟର ର ଛତୁଆ ଯୋଗାଣ ରୁ ବାଦ ଦିଆଯାଇ ନୂତନ ଭାବେ ମା ମାଉସୀ ମହିଳା ସ୍ଵୟଂ ସହାୟକ ଦଳ କୁ ଛତୁଆ ଯୋଗାଣ ଦାୟିତ୍ବ ଦିଆ ଯାଇଥିଲା


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like