-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
23-Jan-2023
ବଲାଙ୍ଗିର(ପ୍ରେରଣାର ଖବର) ଷ୍ଟେଟ୍ ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟ(ଏସ୍ୟୁଜେ) ର ପ୍ରତିଷ୍ଠା ଦିବସ ଆଜି ଅପରାହ୍ନ ୪ ଟା ସମୟରେ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହେବ । ନେସନାଲ ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟ ସହ ଅନୁବନ୍ଧିତ ଷ୍ଟେଟ୍ ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟ(ଏସ୍ୟୁଜେ) ବଲାଙ୍ଗୀର ଶାଖାର ସମସ୍ତ ସଭ୍ୟ ଏହି ବୈଠକରେ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିବାକୁ ଏସ୍ୟୁଜେ ର ବଲାଙ୍ଗୀର ଜିଲ୍ଲା ସଂପାଦକ ରଘୁ ନନ୍ଦନ ସିଂହ ଅନୁରୋଧ କରିଛନ୍ତି ।