-+91-9937148622 |

prerana_bgr@rediffmail.com |

  Thursday 26th March 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ସାଇ ମନ୍ଦିରରେ ଶ୍ରୀରାମ ନବମୀ ପାଳିତ   (26-Mar-2026)       ||      ୧୦୦ବର୍ଷ ପୂରୁଣା ଡାବୁଗାଁ ମାଁ ଠାକୁରାଣୀଙ୍କ ଘଟ ଯାତ୍ରାର ଇତିହାସ   (26-Mar-2026)       ||      ଅସହାୟକୁ ସହାୟତା ଯୋଗାଇଲେ ଲର୍କା ସରପଂଚ ଜୟ ଶ୍ରୀ ପଟେଲ ,,,,, ଜିଲ୍ଲାପାଳଙ୍କ ସହଯୋଗ ଲୋଡୁଛନ୍ତି ନିରୀହ ଦୁଇ ଭଉଣୀ,,,,,, ଭିନ୍ନକ୍ଷମ ଭଉଣୀର ବୋଝ ସମ୍ଭାଲୁଛି ଛୋଟ ଭଉଣୀ   (26-Mar-2026)       ||      ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ପିଲାଙ୍କ ଅଭିଭାବକ ଓ ଅତିଥିଙ୍କୁ ପ୍ରଦାନ   (26-Mar-2026)       ||      ଏକ ଦିବସୀୟ ଜାତୀୟ ସଂଗୋଷ୍ଠୀ ଅନୁଷ୍ଠିତ    (26-Mar-2026)       ||      ଛାତ୍ର ଓ ଛାତ୍ରୀ ମାନଙ୍କୁ ବିଦାୟୀ ସମ୍ବର୍ଦ୍ଧନା   (26-Mar-2026)       ||      ସୁଜିଆ ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ   (26-Mar-2026)       ||      ସିକିର୍ଡି ଗ୍ରାମରେ ଶ୍ରୀ ରାମ ନବମୀ ଉପଲକ୍ଷେ ୨୪ ପ୍ରହରୀ ନାମଯଜ୍ଞ   (26-Mar-2026)       ||      ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ କଳିକେଶ କଲ୍ୟାଣମଣ୍ଡପ ଓ ବନ୍ଧପୁନଃରୁଦ୍ଧାର କାମ ଭେଟିଦେଲେ   (26-Mar-2026)       ||      ଆନ୍ତଃରାଜ୍ୟ ରେଡ଼କ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଘାଟିତ    (26-Mar-2026)       ||      *ଶିଶୁ ସାହିତ୍ୟିକ, ସଂଗଠନ ପ୍ରେମୀ,ହୋମିଓପ୍ୟାଥିକ ଚିକିତ୍ସକ ଗୁରୁଚରଣ ସାହୁ ଙ୍କ ପରଲୋକ*   (26-Mar-2026)       ||      ଆର ସି ଡି ସି ତରଫରୁ ପାରମ୍ପରିକ ଦେଶୀ ବିହନ,ଖାଦ୍ୟ ଓ ଜୈବ ବିଭିଦତା ମେଳା    (25-Mar-2026)       ||      ଟ୍ରେନ୍‌ରେ କଟି ଯୁବକର ମୃତ୍ୟୁ   (25-Mar-2026)       ||      ଓଡିଶାରେ ଆଦିବାସୀ ସୁରକ୍ଷା  ପେସା ଆଇନ କାର୍ଯ୍ୟକାରିତା ସମ୍ପର୍କରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଙ୍କୁ ସାଂସଦ ନିରଞ୍ଜନ ଙ୍କ  ପ୍ରଶ୍ନ” ♦️ “ପେସା ଆଇନ କାର୍ଯ୍ୟକାରିତା ରେ ବିଳମ୍ବ: ରାଜ୍ୟସଭାରେ କେନ୍ଦ୍ରକୁ ସିଧା ପ୍ରଶ୍ନ କଲେ  ସାଂସଦ ନିରଞ୍ଜନ ବିଶି   (25-Mar-2026)       ||      ଜିଲ୍ଲାପାଳଙ୍କ ବହିସ୍କାର ଆଦେଶ ହାଇକୋର୍ଟରେ ଖାରଜ ପାଇକବାହାଲ ସରପଞ୍ଚ ଭାବେ ଗଣନାଥ ସାହୁ ପୁନଃଅବସ୍ଥାପିତ   (25-Mar-2026)       ||      ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ପ୍ରଦର୍ଶନୀ   (25-Mar-2026)       ||      ପିଏମଶ୍ରୀ ଏସ ଏସ ଡି ହାଇସ୍କୁଲର ବାର୍ଷିକୋତ୍ସବ   (25-Mar-2026)       ||      ମହୁଲପଡା ସେବାଶ୍ରମର ବାର୍ଷିକ ଉତ୍ସବ   (25-Mar-2026)       ||      ପରିବହନ ବିଭାଗର ସ୍ୱତନ୍ତ୍ର ସଡ଼କ ସୁରକ୍ଷା ସଚେତନତା ଅଭିଯାନ   (25-Mar-2026)       ||      *ଡ଼େଙ୍ଗାଗୁଡ଼ା ଗ୍ରାମର ନାରୀ ସଙ୍ଘ ତରଫରୁ ଗାଡି ସହିତ 10 ପେଟି ବିଦେଶୀ ମଦ ଜବତ କରି ପଲିସ କୁ ଜିମା ଦେଲେ*   (25-Mar-2026)       ||     

HOME   ରାଜ୍ୟ

ଉଦଯାପିତ ହେଲା ମିନି, ସବଜୁନିଅର ର‌୍ୟାଙ୍କିଂ ପ୍ରତିଯୋଗିତା- କାଲିଠୁ ଆରମ୍ଭ ରାଜ୍ୟ ସିନିଅର ଚମ୍ପିଆନସିପ ୧୭ ବର୍ଷ ବର୍ଗରେ ଜ୍ୟୋତିସୂର୍ଯ୍ୟ ଓ ଗୀତାଶ୍ରୀ, ୧୫ ବର୍ଷ ବର୍ଗରେ ବାପୁନ ଓ ଅଂଶିକା ଚମ୍ପିଆନ

14-Jan-2023



ବଲାଙ୍ଗୀର(ପ୍ରେରଣା ଖବର) ସ୍ଥାନୀୟ ପିଆର ହାଇସ୍କୁଲ ବ୍ୟାଡମିନ୍ଟନ ଇନଡୋର ଷ୍ଟାଡିଅମ ଠାରେ ଅନୁଷ୍ଠିତ ରାଜ୍ୟ ମିନି ଓ ସବ ଜୁନିଅର ବ୍ୟଡମିନ୍ଟନ ର‌୍ୟାଙ୍କିଂ ପ୍ରତିଯୋଗିତା  ଆଜି ଉଦଯାପିତ ହୋଇଯାଇଛି ।  ସାରା ରାଜ୍ୟ ୯୬ ଜଣ ପ୍ରତିଯୋଗୀ ତଥା ୧୧୫ ଗୋଟି ପ୍ରତିଯୋଗିତା ପାଇଁ ଦୁଇ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାର ଶେଷ ଦିନରେ  ସେମି ଓ ଫାଇନାଲ ଅନୁଷ୍ଠିତ ହୋଇଥିଲା । ୯ ବର୍ଷ ବର୍ଗରେ ବିହାନ, ୧୧ ବର୍ଷ ବାଳକ ବର୍ଗରେ ଆଇ.ଏମ.ସାହୁ, ବାଳିକା ବର୍ଗରେ ସାନଭି, ୧୫ ବର୍ଷ ବାଳକ ଏକକ ବିଭାଗରେ ବାପୁନ ରାଉତ, ବାଳିକା ବିଭାଗରେ ଅଂଶିକା ବିରୋତ, ୧୭ବର୍ଷ ବାଳକ ଏକକ ବିଭାଗରେ ଜ୍ୟୋତିସୁର୍ଯ୍ୟ ପରମାଣୀକ ଓ ବାଳିକା ବିଭାଗରେ ଗୀତାଶ୍ରୀ ଦେ ଫାଇନାଲ ମ୍ୟାଚରେ ବିଜୟ ମୁକୁଟ ଲାଭ କରିଛନ୍ତି । 
ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥି ତଥା ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର ଯୋଗ ଦେଇ ନିଜ ବକ୍ତବ୍ୟରେ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ଏଭଳି ଉଚ୍ଚମାନର ଖେଳ ଜାରି ରହିଲେ ଅଗାମୀ ଦିନରେ ବଲାଙ୍ଗିର ଓ ଓଡିଶା ଜାତୀୟ ସ୍ତରରେ ଉଚ୍ଚତମ ସ୍ଥାନ ହାସଲ କରିବ ବୋଲି କହିଥିଲେ । ସମ୍ମାନୀତ ଅତିଥି ବର୍ଷିୟାନ  ବ୍ୟାଡମିନ୍ଟନ ଖେଳାଳି ପ୍ରକାଶ ପଟ୍ଟନାୟକ, ଶିକ୍ଷାବିତ ତଥା ଲେଖକ ପ୍ରହଲ୍ଲାଦ ଦର୍ଜୀ ଉଭୟ ଖେଳାଳି ଓ ଆୟୋଜକଙ୍କ

ପ୍ରଶଂସା କରିଥିଲଏ । ସିଏସି ଅଧ୍ୟକ୍ଷ  ମନୋରଞ୍ଜନ ଦାସ, ରେଫରି ଲଖ୍ୟପତି ନନ୍ଦ, ଡେପୁଟି ରେଫରି ଜୟନ୍ତ ମିଶ୍ର ପ୍ରତିଯୋଗିତା ପରିଚାଳନା କରିଥିଲେ । ଅତିଥିମାନଙ୍କ ସହ ଜିଲ୍ଲା ସଭାପତି ଗୋପାଲ ପଣ୍ଡା, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା ଓ ପ୍ରତିଯୋଗିତାର ସାଙ୍ଗଠନିକ ସମ୍ପାଦକ ସୁରୁଲାଲ ମାଟାରୀ ଖେଳାଳିମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । 
 ପ୍ରଥମ ଦିନ ସମୁଦାୟ ୮୫ ଗୋଟି ମ୍ୟାଚ କରାଯିବା ପରେ ଆଜି ବିଭିନ୍ନ ବିଭାଗର ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ୯ବର୍ଷ ବାଳକ ଏକକ ବର୍ଗରେ ବିହାନ ସାମନ୍ତ ରାଏ ଓ ସାଇ ଆଶିଷ ମଧ୍ୟରେ ଫାଇନାଲ ମ୍ୟାଚରେ ବିହାନ ବିଜୟ ଲାଭ କରିଥିଲେ । ୧୧ ବର୍ଷ ବାଳକ ଏକକ ବର୍ଗରେ ଆଇ ଏମ ସାହୁ ଓ ପ୍ରଦୁମ୍ନ ସାମଲ ମଧ୍ୟରେ ରୋମାଞ୍ଚକର ଫାଇନାଲରେ ଆଇ.ଏମ ସାହୁ ବିଜୟୀ ହୋଇଥିଲେ । ୧୧ ବର୍ଷ ବାଳିକା ଏକକ ବର୍ଗରେ ଲକ୍ଷ୍ମିପ୍ରୀୟା ଓ ସାନଭି ମଧ୍ୟରେ ଫାଇନାଲ ଦଙ୍ଗଲରେ ସାନଭି ବିଜୟ ଲାଭ କରିଥିଲେ । ୧୫ବର୍ଷ ବାଳକ ଏକକ ବିଭାଗର ଫାଇନାଲ ମ୍ୟାଚ ବାପୁନ ରାଉତ ଓ ସମ୍ୟଜିତ ସାହୁ ମଧ୍ୟରେ ହୋଇଥିବାବେଳେ ବାପୁନ ବିଜୟ ମୁକୁଟ ପିନ୍ଧିଥିଲେ । ୧୫ବର୍ଷ ବାଳିକା ଏକକ ବିଭାଗର ଫାଇନାଲ ମ୍ୟାଚ ରେ ଅଂଶିକା ବିରୋତ ଓ ମିନିଷା ଓଝା କଡା ଟକ୍କରରେ ଅଂଶିକା ବିରୋତ ବାଜି ଜିତି ଯାଇଥିଲେ । ୧୫ ବର୍ଷ ବାଳିକା ଯୁଗଳ ବିଭାଗରେ ନିମିଷା - ସ୍ୱାତୀ ଓ ଅଂଶିକା- ଇପ୍ସିତା ଙ୍କ ଯୋଡି ମଧ୍ୟରେ ହୋଇଥିବା ଫାଇନାଲ ମ୍ୟାଚରେ ନିମିଷା- ସ୍ୱାତୀ ଯୋଡି ଫାଇନାଲ ଜିତି ଯାଇଥିଲେ । ୧୫ ବର୍ଷ ବାଳକ ଯୁଗଳ ବିଭାଗ ଫାଇନାଲରେ ନାଥାନିଏଲ- ଓଜୋଜୀତ ଓ ହ୍ରୀଆନ-ଜୟକୃଷ୍ଣ ମଧ୍ୟରେ ହୋଇଥିବା ଟକ୍କରରେ ହ୍ରୀଆନ-ଜୟକୃଷ୍ଣଙ୍କ ଯୋଡି ବିଜେତା ହୋଇଥିଲେ । ୧୭ବର୍ଷ ବାଳକ ଏକକ ବିଭାଗର ଫାଇନାଲକୁ ଜ୍ୟୋତିସୁର୍ଯ୍ୟ  ଓ ବଲାଙ୍ଗିର ର ଦିବ୍ୟମ କେଜ୍ରିୱାଲ ପହଞ୍ଚିଥିବା ବେଳେ ଜ୍ୟୋତିସୁଯ୍ୟ ପରମାଣିକ ବିଜୟ ଲାଭ କରିଥିଲେ । ୧୭ ବର୍ଷ ବାଳକ ଯୁଗଳ ବିଭାଗରେ ଶ୍ରୀୟାଂଶ-ଶୁଭ୍ରକେତନ ଙ୍କ ଯୋଡିକୁ ବାପୁନ- ଦିବ୍ୟକେତନଙ୍କ ଯୋଡି ଫାଇନାଲରେ ମାତ ଦେଇଥିଲେ । ୧୭ ବର୍ଷ ବାଳିକା ଏକକ ବର୍ଗର ଫାଇନାଲ ମ୍ୟାଚରେ ଗୀତାଶ୍ରୀ ଦେ , ଅଶ୍ୱିକା ମିଶ୍ରଙ୍କୁ ମାତ ଦେଇଥିଲେ । ସେହିପରି ମିକ୍ସ ଡବଲ କେଟାଗୋରିରେ ଶ୍ରୀଜିତ ବେନାର୍ଜି - ଗୀତାଶ୍ରୀ ଦେ ଙ୍କ ଯୋଡି କୁ ଶୁଭ୍ରକେତନ ମଲ୍ଲିକ ଓ ସ୍ୱିଟି ପ୍ରଧାନ ପରାଜିତ କରି ଫାଇନାଲ ବିଜୟ ଲାଭ କରିଥିଲେ । 
 


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ସାଇ ମନ୍ଦିରରେ ଶ୍ରୀରାମ ନବମୀ ପାଳିତ   26-Mar-2026
  ଜିଲ୍ଲା  
୧୦୦ବର୍ଷ ପୂରୁଣା ଡାବୁଗାଁ ମାଁ ଠାକୁରାଣୀଙ୍କ ଘଟ ଯାତ୍ରାର ଇତିହାସ   26-Mar-2026
  ଜିଲ୍ଲା  
ଅସହାୟକୁ ସହାୟତା ଯୋଗାଇଲେ ଲର୍କା ସରପଂଚ ଜୟ ଶ୍ରୀ ପଟେଲ ,,,,, ଜିଲ୍ଲାପାଳଙ୍କ ସହଯୋଗ ଲୋଡୁଛନ୍ତି ନିରୀହ ଦୁଇ ଭଉଣୀ,,,,,, ଭିନ୍ନକ୍ଷମ ଭଉଣୀର ବୋଝ ସମ୍ଭାଲୁଛି ଛୋଟ ଭଉଣୀ   26-Mar-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ପିଲାଙ୍କ ଅଭିଭାବକ ଓ ଅତିଥିଙ୍କୁ ପ୍ରଦାନ   26-Mar-2026
  ଜିଲ୍ଲା  
ଏକ ଦିବସୀୟ ଜାତୀୟ ସଂଗୋଷ୍ଠୀ ଅନୁଷ୍ଠିତ   26-Mar-2026
  ଜିଲ୍ଲା  
ଛାତ୍ର ଓ ଛାତ୍ରୀ ମାନଙ୍କୁ ବିଦାୟୀ ସମ୍ବର୍ଦ୍ଧନା   26-Mar-2026
ସୁଜିଆ ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ   26-Mar-2026
  ଜିଲ୍ଲା  
ସିକିର୍ଡି ଗ୍ରାମରେ ଶ୍ରୀ ରାମ ନବମୀ ଉପଲକ୍ଷେ ୨୪ ପ୍ରହରୀ ନାମଯଜ୍ଞ   26-Mar-2026
  ଜିଲ୍ଲା  
ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ କଳିକେଶ କଲ୍ୟାଣମଣ୍ଡପ ଓ ବନ୍ଧପୁନଃରୁଦ୍ଧାର କାମ ଭେଟିଦେଲେ   26-Mar-2026
  ରାଜ୍ୟ  
ଆନ୍ତଃରାଜ୍ୟ ରେଡ଼କ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଘାଟିତ   26-Mar-2026
  ଜିଲ୍ଲା  
*ଶିଶୁ ସାହିତ୍ୟିକ, ସଂଗଠନ ପ୍ରେମୀ,ହୋମିଓପ୍ୟାଥିକ ଚିକିତ୍ସକ ଗୁରୁଚରଣ ସାହୁ ଙ୍କ ପରଲୋକ*   26-Mar-2026
  ଜିଲ୍ଲା  
ଆର ସି ଡି ସି ତରଫରୁ ପାରମ୍ପରିକ ଦେଶୀ ବିହନ,ଖାଦ୍ୟ ଓ ଜୈବ ବିଭିଦତା ମେଳା   25-Mar-2026

You Might Also Like