-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
01-Jan-2023
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ହୀରାପୁର ପଂଚାୟତ ଅନ୍ତର୍ଗତ ବାରଡୁଳ ପକ୍ଷରୁ 29/12/22 ରୁ ୩୧.୧୨.୨୨ପର୍ଯ୍ୟନ୍ତ ହୀରାପୁର ଖେଳ ପଡିଆରେ ଅନୁଷ୍ଠିତ ହୋଇଥିଲା l ଏଥିରେ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ l ଉଦଯାପାନି ଦିବସରେ ହୀରାପୁର ଦଳ ବନ୍ଧଲିପଡ଼ା ଦଳ କୁ 7 ରନ ରେ ପରାସ୍ତ କରି ବିଜୟୀ ହୋଇଥିଲା l ଫାଇନାଲ ମ୍ୟାଚ ରେ ହୀରାପୁର ଦଳ ବନ୍ଧଲିପଡ଼ା ଦଳକୁ ୩ ଓଭର ରେ ୧୯ ରନ ର ବିଜୟ ଲକ୍ଷ୍ୟ ଦେଇଥିଲା ବନ୍ଧଳିପଦା ଦଳ ୩ ଓଭର ରେ ମାତ୍ର ୧୨ ରନ କରିବା ପାଇଁ ସକ୍ଷମ ହୋଇଥିଲା l ହୀରାପୁର ଦଳର ଜିତୁ ମେନ୍ ଅଫ ଦ ମ୍ୟାଚ୍ ଭାବେ ବିବେଚିତ ହୋଇଥିବା ବେଳେ ମେନ ଅଫ ଦ ସିରିଜ୍ ଭାବେ ହୀରାପୁର ଦଳର ଓମ୍ କୁ ପୁରସ୍କୃତ କରାଗଲା l ମୁଖ୍ୟ ଅତିଥି ଭାବେ ବିଧାୟକ ଡକ୍ଟର ମୁକେଶ ମହାଲିଙ୍ଗ, ରାଜକିଶୋର ସ୍ୱାଇଁ, ସର୍ଜନ ପଧାନ, ବ୍ଳହବ ପଧାନ, ଯୋଗ ଦେଇ ଥିଲେ ଉତ୍କଳ ଭାରତୀ ଯୁବକ ସଂଘ ର ଫକିର, ଉପେନ୍ଦ୍ର, ଆଶିଷ, କାଳିଆ, ଜିତୁ, ମୁନା, ଭିକି ବାରିକ୍, ପ୍ରଶାନ୍ତ ସୁନା, ପ୍ରମୋଦ ସୁନା, ସନ୍ତୋଷ ସୁନା, ବିରେନ୍ଦ୍ର ସୁନା, ଆକାଶ ନାଗ, ଜଗନ୍ନାଥ ନାଗ,କୃପା ନାଗ, ଲିଙ୍ଗରାଜ ନାଗ, ପ୍ରମୋଦ ନାଗ, ଉପେନ୍ଦ୍ର ଭୋଇ,ମାଲିଆ ଜାଲ ପ୍ରମୁଖ ଏହି କ୍ରିକେଟ ଟୁର୍ନାମେଣ୍ଟରେ ସହଯୋଗ କରିଥିଲେ l