-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତବାର୍ଷିକ ଉତ୍ସବ ପାଳିତ

05-Dec-2022



କର୍ଲାମୁଣ୍ଡା :(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତବାର୍ଷିକୀ ଉତ୍ସବ ପାଳନ ସହିତ ରୁପ୍ରା ଗ୍ରାମରେ ନବ ନିର୍ମିତ ହୋଇଥିବା ସମାଜର ଇଷ୍ଟଦେବୀ ମା' ଶ୍ରୀ ଶ୍ରୀ ଚଣ୍ଡୀ ସମଲାଇଙ୍କ ମନ୍ଦିର ପ୍ରତିଷ୍ଠା ଆଜି ଅନୁଷ୍ଠିତ ହୋଇଯାଇଛି । ରୁପ୍ରା ସାପ୍ତାହିକ ବଜାର ପଡିଆ ପରିସରରେ ଅନୁଷ୍ଠିତ ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତବାର୍ଷିକୀ ଉତ୍ସବର ପ୍ରଥମ ଅଧିବେଶନରେ ଜିଲ୍ଲା ସଭାପତି ନୀଳମଣି ସାହୁ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେଜାତୀୟ ସାଧାରଣ ସମ୍ପାଦକ ସତିଶ ଗାନ୍ଧୀ, ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ଯୁବ ସଚିବ ରାଠୋର ମହାସଭା ନୂଆଦିଲ୍ଲୀ  ର ବୀରବର ସାହୁ, ସମ୍ମାନିତ ଅତିଥି ଭାବେ ଭାରତୀୟ ତୈଲିକ ଉପସଭାପତି ରାଠୋର ମହାସଭା ଦିଲ୍ଲୀ  ପଦ୍ମଲୋଚନ ସାହୁ, ବିଷ୍ଣୁ ସାହୁ, ଏକାରଣ ସାହୁ,ଧନିରାମ ସାହୁ,ରାଜେନ୍ଦ୍ର ସାହୁ ଯୋଗଦାନ କରି  ମହିଳା ମାନେ ଆଗେଇ ଆସି ନେତୃତ୍ୱ ନେବା ଉପରେ ଆଲୋଚନା କରିଥିଲେ । ଜିଲ୍ଲା ସାଧାରଣ ସଂପାଦକ ନବୀନ କିଶୋର ସାହୁ ବିବରଣୀ ପଠନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଭା ମଞ୍ଚରେ ନେଗୀ କୈ।ଦଣ୍ଡ ସାହୁ, ବେହେରା ଜିତେନ୍ଦ୍ର ସାହୁ ଓ ସମାଜର ନର୍ଲା ବ୍ଲକ ସଭାପତି ରବିନ୍ଦ୍ରନାଥ ସାହୁ ମଞ୍ଚାସୀନ ରହିଥିଲେ । ସମାଜର ମ.ରାମପୁର ବ୍ଲକ ସଭାପତି ରୋମାଞ୍ଚ ସାହୁ, କର୍ଲାମୁଣ୍ଡା ବ୍ଲକ ସଭାପତି ଲକ୍ଷ୍ମୀ ପ୍ରସାଦ ସାହୁ, କେସିଙ୍ଗା ବ୍ଲକ ସଭାପତି ଚକ୍ରଧର ସାହୁ ଶତବାର୍ଷିକୀ ଉତ୍ସବ ଉପରେ କହିଥିଲେ । କବି କୁଳମଣି ସାହୁ ଓ ସୁଶ୍ରୀ ଲିପି ସାହୁ ସ୍ବାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଞ୍ଚ ସଂଚାଳନ କରିଥିଲେ ଦୁର୍ଗାପ୍ରସାଦ ସାହୁ । ଧନ୍ୟବାଦ ଅର୍ପଣ କରିଥିଲେ ଗଣେଷ ସାହୁ,ହୃଷିକେଶ ସାହୁ ଓ ଜଗମୋହନ ସାହୁ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ସେହିପରି ହୃଷିକେଶ ସାହୁ ଙ୍କ ସହଯୋଗୀତାରେ ସମାଜର ଝୀଅ ମାନଙ୍କୁ ନେଇ ନୃତ୍ୟ ଓ ଗୀତ ସାଂସ୍କୃତିକ ପରିବେଷଣ ହୋଇଥିଲା । ତେବେ ହରେକୃଷ୍ଣ ସାହୁ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ  ସମାଜ କଲ୍ୟାଣ ନିମନ୍ତେ ଆର୍ଥିକ ଅନୁଦାନ ରାଶି ଦେବା ନିଷ୍ପତ୍ତି  କୁ ସମ୍ମାନ ଜଣାଇ ଟ୍ରଷ୍ଟ ର ସଦସ୍ୟ ମାନଙ୍କୁ ସମ୍ମାନିତ କରାଯାଇଥିଲା

 

      ।

ସେହିପରି ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନରେ ଜିଲ୍ଲା ସଭାପତି ନୀଳମଣି ସାହୁ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡା ,ମୁଖ୍ୟ ବକ୍ତା ଭାବେ କଳାହାଣ୍ଡି ଭେଷଜ ବିଶେଷଜ୍ଞ ଡାକ୍ତର ଦୀନବନ୍ଧୁ ସାହୁ,ସ୍ୱତନ୍ତ୍ର ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ନର୍ଲା ବ୍ଲକ ଅଧକ୍ଷ୍ୟା ମନୋରମା ମହାନ୍ତି,ନର୍ଲା  ଜୋନ ୧ ର ଜିଲ୍ଲା ପରିଷଦ ସଭ୍ୟା ନମ୍ରତା ସାହୁ, ରୁପ୍ରା ଗ୍ରାମ ବିକାଶ କମିଟି ସଭାପତି ଶ୍ୟାମ ସୁନ୍ଦର ସେନାପତି, ରୁପ୍ରା ମଣ୍ଡଳ କମିଟି ସଭାପତି ହୃଷିକେଶ ସାହୁ,ରୁପ୍ରା ଗାଁ କମିଟି ସଭାପତି ବନମାଳୀ ସାହୁ,କାର୍ଜି ପଦବିଧାରୀ ବିରଞ୍ଚି ସାହୁ,କିଷାନ ସାହୁ,ଓ ଦୀନବନ୍ଧୁ ସାହୁ,କୃଷ୍ଣଚନ୍ଦ୍ର ସାହୁ,ଯୋଗଦାନ କରି ସମାଜର ସଂସ୍କୃତି, ଐତିହ୍ୟ, ପରମ୍ପରା କୁ ରକ୍ଷାକରି  ଶତବାର୍ଷିକୀ ଉତ୍ସବ ପାଳନ କରୁଛି ବୋଲି କହିବା ସହ ସମାଜର ସାମଗ୍ରିକ ବିକାଶ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ମତପୋଷଣ କରିଥିଲେ ।

ଏହି ଅବସରରେ କର୍ଲାମୁଣ୍ଡା ଧରିତ୍ରୀ ସାମ୍ବାଦିକ ପ୍ରଦୀପ କୁମାର ସାହୁ ,କେସିଙ୍ଗା ରୁ ଗଜିନ୍ଦ୍ର ସାହୁ,ଶିବ ପ୍ରସାଦ ସାହୁ ଙ୍କୁ ଦେବର୍ଷି ନାରଦ ସମ୍ମାନ, ନୀଳମଣି ସାହୁ ଙ୍କୁ ହରେକୃଷ୍ଣ ସାହୁ ସମାଜ ସେବା ସମ୍ମାନ ୨୦୨୨ ରେ ସଂମାନିତ କରିବା ସହ କୃତି ଛାତ୍ର ଛାତ୍ରୀ ,ବରିଷ୍ଠ ନାଗରିକ, ସଫଳ ଚାଷୀ  ,କଳାକାର, ଓ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି ବିଶେଷ ଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ସଭା କାର୍ଯ୍ୟ ଟିକୁ ସତ୍ୟ ନାରାୟଣ ସାହୁ ଓ ଉଜ୍ଜ୍ୱଳ କୁମାର ସାହୁ ସଂଯୋଜନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଖଗେଶ୍ବର ସାହୁ,  ଖୁସିରାମ ସାହୁ,ଟିକୁନୁ ସାହୁ,ଅଶ୍ୱିନୀ ସାହୁ,ହେମ କିଶୋର ସାହୁ,ଚୂଡ଼ାମଣି ସାହୁ,କିଶନ ସାହୁ,ସଞ୍ଜୟ ସାହୁ,ଧ୍ରୁବ ସାହୁ,ଉଛବ ସାହୁ, ସୁଷମା ସାହୁ,ମାହେନ୍ଦ୍ରୀ ସାହୁ,ଜୟନ୍ତୀ ସାହୁ, ଜାହ୍ନବୀ ସାହୁ,ଅନିତା ସାହୁ,ନିରୂପମା ସାହୁ,ପଦ୍ମାବତୀ ସାହୁ,ଗୁରୁଦେବ ସାହୁ,ଭରତ ସାହୁ,ସୁଲପାଣି ସାହୁ,ନନ୍ଦ କିଶୋର ସାହୁ,ପ୍ରଫୁଲ୍ଲ ସାହୁ,ଅକ୍ରୁର ସାହୁ, ମୁରଲୀଧର ସାହୁ ,ଉପଦେଷ୍ଟା ମୁଖ୍ୟ ଜୟଦେବ ସାହୁ,   ଆଜୀବନ ସଭ୍ୟ କୃଷ୍ଣଚନ୍ଦ୍ର ସାହୁ( ଅଏଲପାଲି) ଓ ତରଣୀ ସେନ ସାହୁ,କର୍ଲାମୁଣ୍ଡା ବ୍ଲକ ଉପସଭାପତି ସୁରେନ୍ଦ୍ର ସାହୁ, ଟୁକୁ ଚନ୍ଦ୍ର ସାହୁ, ମାଧବ ସାହୁ, ଭୈରବ ସାହୁ,ଜିଲ୍ଲା କୋଷାଧ୍ୟକ୍ଷ ଶେଷ ଦେବ ସାହୁ,ବିଚାରକ ଟିପିଲାଲ ସାହୁ,ହୀରାମଣି ସାହୁ,ପାଣ୍ଠି ସମୀକ୍ଷକ ମୁରଲୀଧର ସାହୁ,ପୃସେଟ ଶଙ୍କର ପ୍ରସାଦ ସାହୁ,ଖୁସିରାମ ସାହୁ( ବାଙ୍କେଲ) ମୁରଲୀଧର ସାହୁ (ଡୁଟା) ମୁରଲୀଧର ସାହୁ (ଭାଲୁକଟା) ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ରେ ଜିଲ୍ଲା କମିଟି, ବ୍ଲକ କମିଟି, ମଣ୍ଡଳ କମିଟି ଓ ଗ୍ରାମ୍ୟ କମିଟି ର କର୍ମକର୍ତ୍ତା ଆୟୋଜନ ରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like