-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
04-Dec-2022
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ସ୍ଥିତ ଜଗନ୍ନାଥ ମନ୍ଦିରରେ ପରିସରରେ ରକ୍ତଦାନ ଶିବିର ଆୟୋଜନ ପାଇଁ ପ୍ରସ୍ତୁତି
ବୈଠକ ଅନୁଷ୍ଠିତ ହୋଇଯାଇଛି। ମାହେଶ୍ୱରୀ ସେନାର ବ୍ଳକ ସଭାପତି ଜିତେନ୍ଦ୍ର ମେଣ୍ଡିଲୀ ଙ୍କ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ଧନୁଯାତ୍ରା ମହୋତ୍ସବ ଅବସରରେ ଆସନ୍ତା ୭ ତାରିଖ ଦିନ ବଜରଙ୍ଗବାଲୀ କଲ୍ୟାଣ୍ ମଣ୍ଡପ ଠାରେ 'ମେଗା
ରକ୍ତଦାନ ଶିବିର' ଆୟୋଜନ ପାଇଁ ଏହି ବୈଠକରେ ଆଲୋଚନା ହୋଇଥିଲା। ଏଥିରେ ମାଁ' ମାହେଶ୍ୱରୀ ସେନାର ସଦସ୍ୟ ରାକେଶ ଦେହୁରୀ,ସତ୍ୟବାନ ଖଣ୍ଡଗିରି, ସୁଧାଂଶୁ କର୍ଣ, ସୁବ୍ରତ କର୍ଣ, କାହ୍ନୁଚରଣ ମହାକୁର,କୈଲାଶ ମହାକୁର, ଉତ୍ତମ ଗାଇଗରିଆ, ସୋମ୍ୟ ମହାକୁର, ସଞ୍ଜୟ କର୍ମୀ, ଦେବାଶିଷ ନାଏକ, ମାନସ ମହାକୁର ଙ୍କସହ କମିଟିର ବହୁ ସଦସ୍ୟ ଉପସ୍ଥିତ ରହି ଥିଲେ।