-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
21-Nov-2022
ଚୋରି ମୋବାଇଲ ଉଦ୍ଧାର କରି ମାଲିକ ହାତରେ ଜିମା ଦେଲା ବଲାଙ୍ଗିର ପୋଲିସ ll ଗତ ଅକ୍ଟୋବର 23:ତାରିଖ ଦିନ ମୋବାଇଲ ଚୋରି ହୋଇଥିବା ନେଇ ବଲାଙ୍ଗିର ଟାଉନ୍ ଥାନାରେ ଅଭିଯୋଗ ହୋଇଥିଲା l ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ଦୁଦୁରା ପଡା ର ଲକ୍ଷ ପତି ନନ୍ଦ ଙ୍କ ମୋବାଇଲ ଚୋରି ହୋଇଥିବା ର ଲିଖିତ ଅଭିଯୋଗ ପାଇବା ପରେ ପୋଲିସ ଛାନଭିନ୍ ଜାରି ରଖିଥିଲା l ପୋଲିସ ଫୋନ୍ ଟ୍ରାକିଙ୍ଗ ମାଧ୍ୟମରେ ମୋବାଇଲ ଚୋର କୁ ଠାବ କରିଥିଲା l ଚୋରି ମୋବାଇଲ ଉଦ୍ଧର କରି ବଲାଙ୍ଗିର ପୋଲିସ ମୋବାଇଲ ମଲିକ ଲକ୍ଷପତି ନନ୍ଦଙ୍କୁ ତାଙ୍କ ମୋବାଇଲ ହସ୍ତାନ୍ତର କରିଛି l ଚୋରି ମୋବାଇଲ ଉଦ୍ଧର ନେଇ ଏକ ଟ୍ୱିଟ଼ ମାଧ୍ୟମରେ ବଲାଙ୍ଗିର ପୋଲିସ ସୂଚନା ଦେଇଛି l ମୋବାଇଲ ମିଳିବା ପରେ ମାଲିକ ଲକ୍ଷପତି ନନ୍ଦ ବଲାଙ୍ଗିର ପୋଲିସ କୁ କୃତଜ୍ଞତା ଜଣାଇଛନ୍ତି l