-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଖେଳ

ଓଡିଶା ରାଜ୍ୟ ବ୍ୟାଡମିନ୍ଟନ ପ୍ରତିଯୋଗିତା ଉଦଯାପିତ,  ମୟଙ୍କ ଓ ତନ୍‌ଭୀଙ୍କୁ ଦ୍ୱିମୁକୁଟ ୧୫ବର୍ଷ ଯୁଗଳରେ ଶ୍ରୀୟାଂସ, ଶୁଭକେତନ  ଓ ୧୭ବର୍ଷ ଯୁଗଳରେ ଅର୍ପିତ, ସ୍ୱରାମ ଚମ୍ପିଆନ- ମନ ମୋହି ନେଲା କୁନି ତନଭୀ ପୁର୍ବରୁ ୧୩ ଆଉ ଏବେ ୧୫ ଓ ୧୭ରେ ମଧ୍ୟ ଚମ୍ପିଆନ

23-Oct-2022



  ବଲାଙ୍ଗୀର,ସ୍ଥାନୀୟ ପିଆର ହାଇସ୍କୁଲ ବ୍ୟାଡମିନ୍ଟନ ଇନଡୋର ଷ୍ଟାଡିଅମ ଠାରେ ଅନୁଷ୍ଠିତ ରାଜ୍ୟ ସବ ଜୁନିଅର ବ୍ୟଡମିନ୍ଟନ ପ୍ରତିଯୋଗିତା  ଆଜି ଉଦଯାପିତ ହୋଇଯାଇଛି ।  ସାରା ରାଜ୍ୟ ୨୧୦ ପ୍ରତିଯୋଗୀଙ୍କୁ ନେଇ ତିନି ଦିନ ଧରି ଏହି ପ୍ରତିଯୋଗିତାର ଶେଷ ଦିନରେ ସେମି ଓ ଫାଇନାଲ ଅନୁଷ୍ଠିତ ହୋଇଥିଲା । ଉଭୟ ବର୍ଷ ବର୍ଗର ବାଳକ ଏକକ ବିଭାଗରେ ମୟଙ୍କ ଭାରଦ୍ୱାଜ ଫାଇନାଲ ବାଜି ମାରି ନେଇଥିବା ବେଳେ ବାଳିକା ବିଭାଗ ମାତ୍ର ୧୧ବର୍ଷର କୁନି ତନ୍‌ଭୀ ପତ୍ରୀ ବିଚକ୍ଷଣ ଖେଳ ପ୍ରଦର୍ଶନ କରି ଉଭୟ ବର୍ଷ ବର୍ଗର ବାଳିକା ଏକକ ବିଭାଗର ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି । ସେହିପରି ୧୫ ବର୍ଷ ବର୍ଗର ବାଳକ ଯୁଗଳ ଫାଇନାଲରେ ଶ୍ରେୟାଂସ ଜେନା ଓ ସୁଭ୍ରକେତନ ମଲ୍ଲୀକଙ୍କ ଯୋଡି  ବିଜୟୀ ହୋଇଥିବା ବେଳେ ୧୭ବର୍ଷ ବର୍ଗ ବାଳକ ଯୁଗଳ ଫାଇନାଲରେ ଅର୍ପିତ ପଣ୍ଡା ଓ ସ୍ୱରାଜ ଓରାମଙ୍କ ଯୋଡି   ବିଜୟୀ ହୋଇଥିଲେ । ସେହିପରି ମିଶ୍ରୀତ ଯୁଗଳ ପ୍ରତିଯୋଗିତାରେ ଶୁଭମ ଘୋଷ ଓ ଅମିତା ଦାଶଙ୍କ ଯୋଡି ଫାଇନାଲ ମାରି ନେଇଥିଲେ ।
ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ସମ୍ମାନୀତ ଅତିଥି ଅନ୍ତଜାର୍ତୀୟ ଖେଳାଳି ଆନନ୍ଦିନି ଦର୍ଜୀ, ସାହିତ୍ୟ ଏକାଡେମୀ ପୁରସ୍କୃତ ଗାଳ୍ପିକା  ଗାୟାତ୍ରୀ ସରାଫ, ଆନ୍ତର୍ଜାତିକ କୋଚ ମୂରଲି କ୍ରୀଷ୍ନା, ରାଜ୍ୟ ସଂପାଦକ ନିଲିନ କୁମାର , କୋଷାଧକ୍ଷ୍ୟ ପ୍ରଦୀପ ମହାନ୍ତି, ଜିଲ୍ଲା କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା ଓ ପ୍ରତିଯୋଗିତା ର ଅରଗାନାଇଜିଂ ସମ୍ପାଦକ ସୁରୁଲାଲ ମାଟାରୀଙ୍କୁ ଜିଲ୍ଲା କାଯ୍ୟକର୍ତ୍ତାମାନଙ୍କୁ ସମ୍ବର୍ଧିତ କରାଯାଇଥିଲା । ଅତିଥିଗଣ ନିଜ ବକ୍ତବ୍ୟରେ ସମସ୍ତଙ୍କୁ ଉତ୍ସାହିତ କରିବା ସହ କୃତି ଖେଳାଳୀ, ରେଫରି, ଅମ୍ପାଆରମାନଙ୍କୁ ସମ୍ମାନୀତ କରିଥିଲେ ।
 ପ୍ରତିଯୋଗିତାର ପ୍ରଥମ ଦିନ ସମୁଦାୟ ୯୮ ଗୋଟି ମ୍ୟାଚ ଓ ଦ୍ୱତୀୟ ଦିନ ୯୬ଗୋଟି ମ୍ୟାଚ ଅନୁଷ୍ଠିତ ହୋଇଥିଲ।।  ତୃତୀୟ ଦିନ ସକାଳୁ ନକ୍‌ଡାଉନ ଶୈଳିରେ ସେମିଫାଇନାଲ ସ୍ତରକୁ ପହଞ୍ଚିଥିବା ଖେଳାଳିମାନେ ପରସ୍ପର ମଧ୍ୟରେ ମୁକାବିଲା କରିଥିଲେ । ସେମିଫାଇନାଲରେ ୧୫ ବର୍ଷ ବର୍ଗ ବାଳକ ଏକକ ବିଭାଗରେ ଶୁଭ୍ରକେତନ  ଓ ମୟଙ୍କ  ଯୁଗଳ ବିଭାଗରେ ଶ୍ରେୟଂସ, ଶୁଭକେତନ ଓ ବାପୁନ ଓ ଦିବ୍ୟମଙ୍କ ଯୋଡି ଫାଇନାଲରେ ପଦାର୍ପଣ କରିଥିଲା । ୧୭ବର୍ଷ ବର୍ଗର ବାଳକ ଏକକ ବିଭାଗରେ ମୟଙ୍କ ଭାରଦ୍ୱାଜ ଓ ଶ୍ରୟାଂଶ ପରିଡା, ଯୁଗଳ ବିଭାଗରେ ଅନିର୍ବାନ, ଆୟୁଷ୍ମାନ ଓ ଅର୍ପିତ,ସ୍ୱରାଜଙ୍କ ଯୋଡି ଫାଇନାଲକୁ ଉନ୍ନୀତ ହୋଇଥିବା ବେଳେ ସାଇକେଶବ,ଅନୁଷ୍କା ଓ ଶୁଭମ, ଅନିତାଙ୍କ ଯୋଡି ଫାଇନାଲ ପହଞ୍ଚିଥିଲେ । ସେହିପରି ବାଳିକା ଏକକ ବିଭାଗରେ ପ୍ରଗତି ପରିଡା, ତନଭି ପାତ୍ରୀ ଫାଇନାଲ ମୁକାବିଲା କୁ ପହଞ୍ଚିଥିଲେ । ତିନି ଦିନ ଧରି ଚାଲିଥିବା ଏହି ପ୍ରତିଯୋଗୀତାକୁ ରାଜ୍ୟ ବ୍ୟାଡମିନ୍ଟନ ସଂଘ ର‌୍ୟାଫରି ଗୀତା ଦାଶ, ମ୍ୟାଚ କନ୍ଟ୍ରୋଲର ବିଜୟ ବାଗ ଓ ସଟଲ କନ୍ଟ୍ରୋଲର ଲକ୍ଷପତି ନନ୍ଦ ତାଙ୍କ ବୈଷୟୀକ ଦଳ ସହିତ ପରିଚାଳନା କରିଥିଲେ । 
 


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like