-+91-9937148622 |

prerana_bgr@rediffmail.com |

  Tuesday 21st April 2026 |

| | | |

R.N.I. Regd No. ODIODI/2010/46693

Breaking News

ଭିନ୍ନକ୍ଷମ ମହିଳା ଙ୍କୁ ନିର୍ମମ ଭାବେ ହତ୍ୟା କଲା ମଦ୍ୟପ ସ୍ଵାମୀ ।   (21-Apr-2026)       ||      ଅକ୍ଷିମୁଠି ଅନୁକୂଳ କଲେ ବିଧାୟକ   (21-Apr-2026)       ||      ରାଧାମୋହନ ଉଚ୍ଚ ବିଦ୍ୟାଳୟର ନୂତନ ଗୃହ ଉଦ୍ଘାଟିତ    (21-Apr-2026)       ||      ବଦଳୁଥିବା କପଡ଼ା, ବଦଳିଥିବା ଅନ୍ଦାଜ୍ କୁ ନେଇ ଏବେ ଜୋରଦାର ଚର୍ଚ୍ଚା।ରାଜନୀତିକୁ ଫେରିବେ କି ପ୍ରଭାତ    (21-Apr-2026)       ||      ନିଖିଳ ଓଡିଶା ଆଶା କର୍ମୀ ସଂଘ, ଟିଟିଲାଗଡ଼ ସହରାଞ୍ଚଳ କମିଟି ଓ ବ୍ଲକ କମିଟିର ମିଳିତ ବୈଠକ ଅନୁଷ୍ଠିତ    (20-Apr-2026)       ||      ଉତ୍କଳ  କଲେଜ ଅଫ ନର୍ସିଂ ଆଣ୍ଡ ମେଡିକାଲ ସାଇନ୍‌ସ ର  ବାର୍ଷିକୋତ୍ସବ ଓ ଶପଥଗ୍ରହଣ   (20-Apr-2026)       ||      ବଲାଙ୍ଗୀରର ଦିବ୍ୟମ କେଜ୍ରିୱାଲ ଇତିହାସ ସୃଷ୍ଟି କଲେ♦️ ୟୁ ୧୯ରେ ତିନୋଟି ସ୍ବର୍ଣ୍ଣ ସହ ଚମ୍ପିୟାନ    (20-Apr-2026)       ||      ଟିଟିଲାଗଡ଼ରେ ସାମ୍ବାଦିକଙ୍କୁ ଧମକ, ପୁଲିସ ନିକଟରେ ଅଭିଯୋଗ   (20-Apr-2026)       ||      "ସୁବର୍ଣ୍ଣପୁର ଠାରେ ରଥ ଯାତ୍ରା ପାଇଁ ରଥ କାଠ ଅନୁକୂଳ"- "ତିନି ଠାକୁର ଙ୍କ ନୂଆଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ" "ଦୀର୍ଘ ବର୍ଷ ପରେ ଭକ୍ତ ଦର୍ଶନ କରିବେ ନୂଆଁ ରଥ" -   (20-Apr-2026)       ||      *ବାଲ୍ୟ ବିବାହ ନିରାକରଣ ପାଇଁ ବ୍ଲକ ସ୍ତରୀୟ ସ୍ୱତନ୍ତ୍ର ବୈଠକ*-   (20-Apr-2026)       ||      *କେରଣ୍ଡି ଗ୍ରାମରେ ପ୍ରତିଷ୍ଠା ହେଲା ମାଁ ଠାକୁରାଣୀଙ୍କ ଭବ୍ୟ ମନ୍ଦିର*   (20-Apr-2026)       ||      ଦଶମ ସିବିଏସଇ ବୋର୍ଡ ପରୀକ୍ଷାରେ ଓଏଭି ଓ ଭିବିଷ୍ୟ ଛାତ୍ରଛାତ୍ରୀଙ୍କ ବାଜିମାତ।   (20-Apr-2026)       ||      ଠିକାଦାର ଓ ପୂର୍ତ୍ତ ବିଭାଗ ବଳପୂର୍ବକ କାମଆରମ୍ଭ କରିବା ପ୍ରତିବାଦରେ କ୍ଷତିଗ୍ରସ୍ତ ଜମିମାଲିକମାନେ ବରୀ ତହସିଲକାର୍ଯ୍ୟାଳୟ ସମ୍ମୁଖରେ ଧାରଣା   (20-Apr-2026)       ||      ସୁଦିପ୍ତା ମହାନ୍ତିଙ୍କ ବିୟୋଗରେ ପ୍ରବାସୀ ଓଡ଼ିଆ ମହଲରେ ଶୋକର ଛାୟା   (20-Apr-2026)       ||      ଜିଲ୍ଲାସ୍ତରୀୟ କବି ଶ୍ରୀଜୟଦେବ ଜୟନ୍ତୀ ଉତ୍ସବ ପାଳିତ    (20-Apr-2026)       ||      ବଲାଙ୍ଗିରରେ ଅକ୍ଷୟ ତୃତୀୟା, କୃଷକ ଦିବସ ଓ ଅକ୍ଷିମୁଠି ଅନୁକୂଳ ପାଳନ   (20-Apr-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଥାଳଉଠା ସମ୍ପନ୍ନ   (20-Apr-2026)       ||      ଅଜଣା ଗାଡ଼ି ଧକ୍କା ରେ ବାଇକ ଚାଳକ ମୃତ -   (20-Apr-2026)       ||      ବରପାଲିର ବରିଷ୍ଠ ସାମ୍ୱାଦିକ ପ୍ରଭୁ ଚରଣ ମହାନ୍ତିଙ୍କ ପତ୍ନୀ ବିୟୋଗ   (20-Apr-2026)       ||      ବାଗଡିଆରେ ନାମଯଜ୍ଞ ନେଇ କଳସ ଶୋଭାଯାତ୍ରା   (20-Apr-2026)       ||     

HOME   ଜିଲ୍ଲା

ଭଗ୍ନ ଅବସ୍ଥାରେ ବାବା ସୁବର୍ଣ୍ଣ ସମ୍ଭୁ ଙ୍କ ମନ୍ଦିର!ଦେବତ୍ତର ବିଭାଗ ସାଜିଛି ନିରବଦ୍ରଷ୍ଟା

22-Oct-2022



ବୌଦ୍ଧ:  ବହୁ ପ୍ରସିଦ୍ଧ ବାବା ସୁବର୍ଣ୍ଣ ଶମ୍ଭୁ ଙ୍କ ମନ୍ଦିର କାହିଁ ପ୍ରାଚୀନ କାଳରୁ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଦେଇ ପ୍ରବାହିତ ହେଉଥିବା ତେଲନଦୀ ଖଣ୍ଡିରେ ଅବସ୍ଥିତ ଥିବା ବେଳେ ଭଗ୍ନ ଅବସ୍ଥାକୁ ଯିବାକୁ ବସିଲାଣି।ଲୋକଙ୍କ ଠାରୁ ଯାହା ଶୁଣିବାକୁ ମିଳେ ବାବା ସୁବର୍ଣ୍ଣ ଶମ୍ଭୁ ମନମୁଣ୍ଡା ସୁବର୍ଣ୍ଣପାଲି ସ୍ଥିତ ତେଲ ନଦୀ ଖଣ୍ଡିରେ ବସବାସ କରୁଥିଲେ l ମାତ୍ର ଉକ୍ତ ଅଂଚଳରେ ଅସୁର ଦୈତ୍ୟଙ୍କ ରାଜୁତି ସହିନପାରି ପଡୋଶୀ ଜିଲ୍ଲା

ସୁବର୍ଣ୍ଣପୁର ରାଜାଙ୍କୁ ସ୍ୱପ୍ନାଦେଶ ଦେଲେ ଆଉ କହିଲେ ମୁଁ ଏଠାରେ ଏହି ଦତ୍ୟ ମାଟିରେ ରହି ପାରିବି ନାହିଁ ତେଣୁ ମୁଁ ପର୍ଶୁରାମ ମାଟିକୁ ଯିବାକୁ ଚାହୁଁଛି କହିଥିଲେ l ମାତ୍ର ରାଜା ପଚାରିଥିଲେ ପ୍ରଭୁ ଆପଣ ଆସିଲେ ମୁଁ ଜାଣିବି କେମିତି ସେହି ସମୟରେ ଶିବ ଭଗବାନ୍ କହିଲେ ମୁଁ ଗଲା ବେଳେ ସୁନାର ବର୍ଷା ହେବ ଆଉ ମୁଁ ଯିବି। ପୁରାତନ ଶାସ୍ତ୍ର ପୁରାଣ ଯାହା କହେ ବାବା ସୁବର୍ଣ୍ଣଶମ୍ଭୁ ଯାଇ ତେଲନଦୀ ଆର ଖଣ୍ଡିରେ ବାସ କଲେ ଓ ସେହିଦିନ ଠାରୁ ସେଠାରେ ସୁବର୍ଣ୍ଣମେରୁ ନାମରେ ଥିବା ବେଳେ ମନମୁଣ୍ଡା ଠାରେ ସୁବର୍ଣ୍ଣ ଶମ୍ଭୁ ନାମରେ ପୂଜା ପାଉଛନ୍ତି।ଏତିକି ବିରାଟ କିମ୍ବଦନ୍ତୀ ଥିବା ବେଳେ ବାବା ସୁବର୍ଣ୍ଣ ଶମ୍ଭୁ ଏବେ ଲୋକଙ୍କ ଅଣଦେଖା ସାଜିଥିବା ବେଳେ ବୌଦ୍ଧ ଦେବତ୍ତର କମିଟି ମଧ୍ୟ ନଜର ନ ପକାଇବା ଭକ୍ତ ଙ୍କ ମନରେ କୋହ ସୃଷ୍ଟି ହୋଇଛି।ଧର୍ମର ମାସ କାର୍ତ୍ତିକ ମାସ କୁହାଯାଉଥିବା ବେଳେ ପ୍ରତିଦିନ ଉକ୍ତ ମନ୍ଦିରକୁ ଅନେକ ଭକତ ଙ୍କ ସମାଗମ ହୋଇଥାଏ ମାତ୍ର ମନ୍ଦିର କମିଟି ଓ ଦେବତର  ବିଭାଗର ଦୃଷ୍ଟି ନଥିବାରୁ ମନ୍ଦିର ଉପରେ ଅନେକ ଲତା ଗଛ ପତ୍ର ହୋଇ ରଙ୍ଗ ମଧ୍ୟ ଛାଡ଼ି ଯାଇଥିବା ବେଳେ ରୋଷେଇ ଗୃହ ଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଗଲାଣି କେଉଁ ଦିନ ଯଦି କେହି ବାବାଙ୍କ ମନ୍ଦିରରେ କିଛି ପୂଜାପାଠ କରି ବାବାଙ୍କୁ ଭୋଗ ଲଗାଇବା ପାଇଁ ରୋଷେଇ କରାଯାଏ ,ଖୋଲା ଆକାଶ ତଳେ କରିବାକୁ ପଡ଼ିଥାଏ ଅନ୍ୟପଟେ ମନ୍ଦିର ବାଡ଼ ମଧ୍ୟ ଭାଙ୍ଗିଯାଇଥିବା ରୁ ଅନେକ ଅସାମାଜିକ ଲୋକ ପ୍ରବେଶ କରି ମନ୍ଦିରକୁ

ଅପରିଷ୍କାର କରୁଥିବା ବେଳେ ବୁଲା ଗୋରୁଗାଈ କୁକୁର ପଶି ସମସ୍ତ ସ୍ଥାନରେ ମଳତ୍ୟାଗ କରି ଅପରିଷ୍କାର କରୁଥିବା ଦେଖିବାକୁ ମିଳେ।ବହୁ ବର୍ଷ ହେବ ମନ୍ଦିରରେ ଅନ୍ନ ଭୋଗ ର ମଧ୍ୟ ସୁବିଧା ନଥିବା ଯୋଗୁଁ ଅନୁତାପ କରନ୍ତି ମନ୍ଦିର ପୂଜକ ଓ କୁହନ୍ତି ସବୁ ବାବାଙ୍କ ଇଚ୍ଛା।ତେଣୁ ବୌଦ୍ଧ ଜିଲ୍ଲା ପ୍ରଶାସନ, ଦେବତ୍ତର ବିଭାଗ ଓ ମନ୍ଦିର କମିଟି ଯଦି ଏଥି ପ୍ରତି ଧ୍ୟାନ ଦିଅନ୍ତି ତାହା ହେଲେ ଭଲ ହୁଅନ୍ତା ବୋଲି କୁହନ୍ତି ସ୍ଥାନୀୟ ଅଞ୍ଚଳ ବାସି।


(ବୌଦ୍ଧ ରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ) 


News Comment




Photo in News

Advertisment
Lastest News
  ଜିଲ୍ଲା  
ଭିନ୍ନକ୍ଷମ ମହିଳା ଙ୍କୁ ନିର୍ମମ ଭାବେ ହତ୍ୟା କଲା ମଦ୍ୟପ ସ୍ଵାମୀ ।   21-Apr-2026
  ଜିଲ୍ଲା  
ଅକ୍ଷିମୁଠି ଅନୁକୂଳ କଲେ ବିଧାୟକ   21-Apr-2026
  ଜିଲ୍ଲା  
ରାଧାମୋହନ ଉଚ୍ଚ ବିଦ୍ୟାଳୟର ନୂତନ ଗୃହ ଉଦ୍ଘାଟିତ   21-Apr-2026
  ଜିଲ୍ଲା  
ବଦଳୁଥିବା କପଡ଼ା, ବଦଳିଥିବା ଅନ୍ଦାଜ୍ କୁ ନେଇ ଏବେ ଜୋରଦାର ଚର୍ଚ୍ଚା।ରାଜନୀତିକୁ ଫେରିବେ କି ପ୍ରଭାତ   21-Apr-2026
  ଜିଲ୍ଲା  
ନିଖିଳ ଓଡିଶା ଆଶା କର୍ମୀ ସଂଘ, ଟିଟିଲାଗଡ଼ ସହରାଞ୍ଚଳ କମିଟି ଓ ବ୍ଲକ କମିଟିର ମିଳିତ ବୈଠକ ଅନୁଷ୍ଠିତ   20-Apr-2026
  ଜିଲ୍ଲା  
ଉତ୍କଳ  କଲେଜ ଅଫ ନର୍ସିଂ ଆଣ୍ଡ ମେଡିକାଲ ସାଇନ୍‌ସ ର  ବାର୍ଷିକୋତ୍ସବ ଓ ଶପଥଗ୍ରହଣ   20-Apr-2026
  ରାଜ୍ୟ  
ବଲାଙ୍ଗୀରର ଦିବ୍ୟମ କେଜ୍ରିୱାଲ ଇତିହାସ ସୃଷ୍ଟି କଲେ♦️ ୟୁ ୧୯ରେ ତିନୋଟି ସ୍ବର୍ଣ୍ଣ ସହ ଚମ୍ପିୟାନ   20-Apr-2026
  ଜିଲ୍ଲା  
ଟିଟିଲାଗଡ଼ରେ ସାମ୍ବାଦିକଙ୍କୁ ଧମକ, ପୁଲିସ ନିକଟରେ ଅଭିଯୋଗ   20-Apr-2026
  ଜିଲ୍ଲା  
"ସୁବର୍ଣ୍ଣପୁର ଠାରେ ରଥ ଯାତ୍ରା ପାଇଁ ରଥ କାଠ ଅନୁକୂଳ"- "ତିନି ଠାକୁର ଙ୍କ ନୂଆଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ" "ଦୀର୍ଘ ବର୍ଷ ପରେ ଭକ୍ତ ଦର୍ଶନ କରିବେ ନୂଆଁ ରଥ" -   20-Apr-2026
  ଜିଲ୍ଲା  
*ବାଲ୍ୟ ବିବାହ ନିରାକରଣ ପାଇଁ ବ୍ଲକ ସ୍ତରୀୟ ସ୍ୱତନ୍ତ୍ର ବୈଠକ*-   20-Apr-2026
  ଜିଲ୍ଲା  
*କେରଣ୍ଡି ଗ୍ରାମରେ ପ୍ରତିଷ୍ଠା ହେଲା ମାଁ ଠାକୁରାଣୀଙ୍କ ଭବ୍ୟ ମନ୍ଦିର*   20-Apr-2026
  ଜିଲ୍ଲା  
ଦଶମ ସିବିଏସଇ ବୋର୍ଡ ପରୀକ୍ଷାରେ ଓଏଭି ଓ ଭିବିଷ୍ୟ ଛାତ୍ରଛାତ୍ରୀଙ୍କ ବାଜିମାତ।   20-Apr-2026

You Might Also Like