-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ଲଖମରା କ୍ଲଷ୍ଟର ସ୍ତରୀୟ "ସୁରଭି "କାର୍ଯ୍ୟକ୍ରମ ଅନୁଷ୍ଠିତ

21-Oct-2022



ବରଗଡ:-ବରଗଡ ଜିଲ୍ଲା ଅଧିନସ୍ଥ ପାଇକମାଲ ବ୍ଲକ ର  ଲଖମରା  ନୋଡାଲ ହାଇସ୍କୁଲ  ଠାରେ  କ୍ଲଷ୍ଟର ସ୍ତରୀୟ  ସୁରଭି  କାର୍ଯ୍ୟକ୍ରମ ମହାସମାରୋହର ସହ  ଅନୁଷ୍ଠିତ  ହୋଇଯାଇଛି ।ଲଖମରା  ଶିକ୍ଷା କ୍ଲଷ୍ଟର ର  ସମୁଦାୟ  ବାରଟି  ବିଦ୍ୟାଳୟର  ଛାତ୍ରୀ  ମାନେ ଏଥିରେ  ଭାଗ  ନେଇଥିଲେ ।ଏ ଅବସରରେ ସରକାରୀ ଜଗନ୍ନାଥ ନୋଡାଲ ହାଇସ୍କୁଲ ପରିସରରେ ଆୟୋଜିତ ସୁରଭି  କାର୍ଯ୍ୟକ୍ରମ ର ଉଦଘାଟନୀ ଉତ୍ସବ ପରିପେକ୍ଷୀରେ  ମୁଖ୍ୟ  ଅତିଥି  ଭାବେ  ଲଖମରା  ଗ୍ରାମ ପଞ୍ଚାୟତ  ର  ସରପଞ୍ଚ  ଶ୍ରୀଯୁକ୍ତ ସୁବାଷ ଝଗରା  ଯୋଗଦେଇ ଥିଲେ ।ପଦ୍ମପୁର  ଆର.ବି ହାଇସ୍କୁଲ ର  ପ୍ରଧାନ  ଶିକ୍ଷକ ଶ୍ରୀଯୁକ୍ତ ଧର୍ମ କୁମାର ଶତପଥୀ  ଙ୍କ ଅଧ୍ୟାକ୍ଷତା  ରେ ମୁଖ୍ୟବକ୍ତା ଭାବେ ପାଇକମାଲ ବ୍ଲକ ର  ପୂର୍ବତନ ସହକାରୀ  ବ୍ଲକ  ଶିକ୍ଷଧିକାରୀ  ଶ୍ରୀଯୁକ୍ତ ଦେବାନନ୍ଦ ବାରିକ ଯୋଗ ଦେଇ ସମବେଷିତ  ବିଦ୍ୟାର୍ଥୀଙ୍କୁ ଶିକ୍ଷା ର  ଗୁଣାତ୍ମକ ବିକାଶ ଉପରେ  ମତବ୍ୟକ୍ତ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ  ସମ୍ମାନୀତ ଅତିଥି  ଭାବେ  ସମାଜସେବୀ  ମଧୁସୂଦନ  ଦାସ, ପାଇକମାଲ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ବାସନ୍ତୀ ବାଲମ, ସମିତି ମେମ୍ବର ଶ୍ରୀମତୀ ଶିବାନୀ ଲୁହାର, ଲଖମରା  ହାଇସ୍କୁଲ ର  ବରିଷ୍ଠ  ଶିକ୍ଷକ ସନାତନ ଭୋଇ  ଯୋଗ ଦେଇଥିଲେ ।ସହକାରୀ  ଶିକ୍ଷକ କିଶୋର ଭୀଲ  ଅତିଥି  ପରିଚୟ  ପ୍ରଦାନ କରିଥିବାବେଳେ , କ୍ଲଷ୍ଟର ସି.ଆର.ସି.ସି  ବୈଷ୍ଣବ ପଣ୍ଡା ସୁରଭି  କାର୍ଯ୍ୟକ୍ରମ ର ରୂପରେଖ  ଉପସ୍ଥାପନ କରିଥିଲେ ।ଏହାପରେ ଛାତ୍ରୀ  ମାନଙ୍କୁ ନେଇ ଶୃତଲିଖନ, ପ୍ରବନ୍ଧ, ତର୍କ, ନାଚ, ଗୀତ  ଇତ୍ୟାଦି ପ୍ରତିଦ୍ୱନ୍ଦିତା ଅନୁଷ୍ଠିତ ହୋଇଥିଲା ।ଅପରାହ୍ନରେ ପୁରସ୍କାର ବିତରଣୀ  ସଭା ରେ ମୁଖ୍ୟ ଅତିଥି  ଭାବେ  ପାଇକମାଲ ବ୍ଲକ  ସହକାରୀ  ଶିକ୍ଷାଧିକାରୀ  ଶ୍ରୀଯୁକ୍ତ ଶିବପ୍ରସାଦ  ଯୋଶୀ ଯୋଗ ଦେଇଥିଲେ ।ସମ୍ମାନିତ ଅତିଥି ଭାବେ ଉଦଘାଟନୀ  ସଭାର  ସମସ୍ତ  ଅତିଥି  ଙ୍କ ସହ  ଚରଦାପାଲି  ଗ୍ରାମପଞ୍ଚାୟତ ର  ସରପଞ୍ଚ  ଶ୍ରୀମତୀ ଉପାସୀ ନାଏକ, ଲଖମରା ବିଦ୍ୟାଳୟର  ଶିକ୍ଷା କମିଟି  ଅଧ୍ୟକ୍ଷ  ବିକ୍ରମ ନାଏକ, ରମାକାନ୍ତ  ମିଶ୍ର ଯୋଗ  ଦେଇଥିଲେ ।ବିଭିନ୍ନ  ବିଭାଗରେ  କୃତିତ୍ୱ ହୋଇଥିବା  ଛାତ୍ରୀ  ମାନଙ୍କୁ ଅତିଥି  ଗଣ  ମାନପତ୍ର  ସହ  ପୁରସ୍କୃତ  କରିଥିଲେ ।ପ୍ରୋକ୍ତ କାର୍ଯ୍ୟକ୍ରମ ରେ ଜଗନ୍ନାଥ ହାଇସ୍କୁଲ ର  ସମସ୍ତ  ଶିକ୍ଷକ, ଶିକ୍ଷୟତ୍ରୀ, ଯୋଗଦେଇଥିବାବେଳେ,  ଅନ୍ୟାନ୍ୟ ବିଦ୍ୟାଳୟ ର  ଉପସ୍ଥିତ  ସମସ୍ତ  ଶିକ୍ଷକ ଏବଂ  ଅନ୍ୟାନ  କର୍ମଚାରୀ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ସାଫଲ୍ୟମଣ୍ଡିତ ହୋଇଥିଲା ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like