-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
19-Oct-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ବୁର୍ଡl ପଂଚାୟତ ସଭା ଗୃହରେ ବୁର୍ଡl ସରପଞ୍ଚ ସୁଦିପ କୁମାର ସା ଙ୍କ ଅଧ୍ୟକ୍ଷତାରେ ଅଷ୍ଟମ ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ସମିତିସଭ୍ୟ ସୁନୀଲ ଅଗ୍ରୱାଲ, ପିଇଓ
ଲୋକନାଥ ନାଏକ, ଯୋଗାଣ ସହାୟକ ଯଂଜ୍ଞ କୁମାର ସାହୁ, ଜିଆରଏସ ଶ୍ରୀ ବାବୁ, ନାଏବ ସରପଞ୍ଚ ଓ ସମସ୍ତ ୱାର୍ଡ ସଭ୍ୟସଭ୍ୟା ଉପସ୍ଥିତ ଥିଲେ l ପଂଚାୟତ ର ବିଭିନ୍ନ ପ୍ରକାର ଉନତିମୂଳକ କାମ ସହ ଜଳ ଯୋଗାଣ ବିଷୟରେ ଆଲୋଚନା ହୋଇଥିଲା l