-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
30-Nov-2020
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) : ଆଜି ବଲାଙ୍ଗିର ଜିଲ୍ଲାରେ ଆଜି ସମୁଦାୟ ୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ସହରରୁ ୬ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ବ୍ଲକ୍ ଅନୂଯାୟୀ ନିମ୍ନମତେ ତାଲିକା ପ୍ରଦାନ କରାଯାଇଛି।
(୧)ବାଲାଙ୍ଗୀର ମୁନିସିପାଲିଟି ୱାର୍ଡ ନଂ ୧୪ ରୁ ୩ ଜଣ, ୱାର୍ଡ ନଂ ୨୦ ରୁ ୨ ଜଣ, ୱାର୍ଡ ନଂ୨୧ ରୁ ୧ ଜଣ।
(୨) ବେଲପଡା ବ୍ଲକ ଟେଣ୍ଟୁଲିମୁଣ୍ଡା ୧ ଜଣ।
(୩) କଣ୍ଟାବଞ୍ଜୀ ଏନଏସି ୱାର୍ଡ ନଂ ୯ ରୁ ୧ ଜଣ।
(୪) ପାଟନାଗର ଏନଏସି ୱାର୍ଡ ନଂ ୮ ରୁ ୨ ଜଣ, ୱାର୍ଡ ନଂ୬ ରୁ ୧ ଜଣ।
(୫) ସଇଁନ୍ତଲା ବ୍ଲକ କେରମେଲି ରୁ ୧ ଜଣ।
(୬) ଟିଟିଲାଗଡ ମୁନିସିପାଲିଟି ଓ୍ବାର୍ଡ ନଂ୫ ରୁ ଜଣେ।
(୭)ତୁରେକେଲା ବ୍ଲକ ତୁରେକେଲା ରୁ ୨ ଜଣ।
ଆଜି ପର୍ଯ୍ୟନ୍ତ ଜିଲାରେ ୮୦୧୨ ଜଣ କରୋନା ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୬୯୮ ଜଣ ସୁସ୍ଥ ହୋଇଛନ୍ତି ଓ ୨୭୯ ଜଣ ଏକ୍ଟିଭ୍ ଅଛନ୍ତି ।