-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
30-Nov-2020
ବୌଦ୍ଧ,(ମନୋରଞ୍ଜନ ମିଶ୍ର) ହରଭଙ୍ଗା ବ୍ଲକ ବାମଣ୍ଡା ପଞ୍ଚାୟତ ଦେବଗଡ଼ ଗାଁ ରେ ବିରାଜିତ ଶ୍ରୀ ଶ୍ରୀ ରଘୁନଥା ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ରାମଚିତ ମାନସ ନବାହ ପରାୟଣ ଅନୁଷ୍ଠିତ ହୋଇଛି । ୨୮ ବର୍ଷ ଧରି ରଘୁନାଥ ଜୀଉଙ୍କ ପୀଠରେ ଉକ୍ତ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଥାଏ । ଚଳିତ ବର୍ଷ କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ଉକ୍ତ ସମାରୋହ ପାଳିତ ହୋଇଯାଇଛି । ଚଳିତ ବର୍ଷ ବ୍ୟାସ ଭାବରେ ସଚିଦାନନ୍ଦ ପଣ୍ଡା ପୁରାଣ ଡାଠ କରିଥିବା ବେଳେ ପୂଜକ ଶିବନାରାୟଣ ପଣ୍ଡା ପୂଜା କାର୍ଯ୍ୟ ପରିଚାଳନା କରିଥିଲେ । କୁମୁଦ ମାଝୀ କର୍ତ୍ତା ଭୂମିକା ନିର୍ବାହ କରୁଛନ୍ତି ।