-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
30-Nov-2020
(ପ୍ରେରଣା ଖବର)-ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୭ ହଜାର ୧୩୯କୁ ବୃଦ୍ଧି, ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୪୩ ଜଣଙ୍କ ଜୀବନ, ଦେଶରେ ଦିନକରେ ୩୮ ହଜାର ୭୭୨ କୋରୋନାରେ ଆକ୍ରାନ୍ତ
ମୋଟ ଆକ୍ରାନ୍ତ ସଂଖ୍ୟା ୯୪ ଲକ୍ଷ ୩୧ ହଜାର ୬୯୧କୁ ବୃଦ୍ଧି, ମୋଟ ଆକ୍ଟିଭ କେସ୍- ୪,୪୬,୯୫୨, ସୁସ୍ଥ , କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା l