-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
30-Nov-2020
(ପ୍ରେରଣା ଖବର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି କୋଭିଡ୍ ଟିକା ପ୍ରସ୍ତୁତ କରୁଥିବା ୩ଟି କମ୍ପାନି ସହିତ ଆଲୋଚନା କରିବେ। ଏହି ଭର୍ଚ୍ଚୁଆଲ ସମ୍ମିଳନୀରେ ଜେନୋଭା ବାୟୋଫାର୍ମା, ବାୟୋଲୋଜିକାଲ ଇ’ ଏବଂ ଡକ୍ଟର ରେଡ୍ଡି ଫାର୍ମା ପ୍ରତିନିଧି ଯୋଗଦେବେ। ଗତକାଲି ପ୍ରଧାନମନ୍ତ୍ରୀ ଭାରତ ବାୟୋଟେକ, ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଏବଂ ଜାଇଡସ କାଡିଲା ଗସ୍ତ କରି ପ୍ରସ୍ତୁତି ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଟିକା ସମ୍ପର୍କିତ ଜ୍ଞାନ ବିଷୟରେ ଜାଣିବା ପରେ ସିରମ୍ ସିଇଓ ଆଦର ପୁନାୱାଲା ବିସ୍ମୟ ପ୍ରକାଶ କରିଛନ୍ତି!!*