00000000////////////

"/>

-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||     

HOME   ରାଜ୍ୟ

ଆଜି ପୁଅ ଜୁଉଁତିଆ, ପୁଅ ର ଶୁଭ ମନାସି ପୂଜା କରିବେ ମାଁ ମାନେ

17-Sep-2022



ବିନିକା(ହିମାଂଶୁ ଶେଖର ପୁଟେଲ) ଆଜି ଶ୍ରାବଣ ମାସ ଶନିବାର ପୁଅ ଜୁଉଁତିଆ ପର୍ବ । ପୁଅର ଶୁଭ ମନାସି ପାଇଁ ଉତ୍ସାହିତ ମାଁ ।ଏଥିପାଇଁ ସାରା ବିନିକା ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି l ପୁଅର ମଙ୍ଗଳ ପାଇଁ ମା ମାନେ ନିର୍ଜଳା ଉପବାସରେ ପୂଜାର୍ଚ୍ଚନା କରି ତାର ଦୀର୍ଘ ଜୀବନ ସକାଶେ ହାତରେ ଜୁଉଁତିଆ ବାନ୍ଧି ଆଶିର୍ବାଦ ଦେଇଥାନ୍ତି lସେହିପରି ପୁଅ ଝିଅ ମଧ୍ୟ ନିଜର ମାଁ ଙ୍କୁ ମୁଣ୍ଡିଆ ଓ ହାତ ଯୋଡ଼ି ପ୍ରାର୍ଥନା କରନ୍ତି l ଏହି ପୂଜା ପାଇଁ ବ୍ୟବହୃତ ବିଭିନ୍ନ ଡିଜାଇନର ଜୁଉଁତିଆ ସହ ୨୧ପ୍ରକାରର ଫଳମୂଳ ଆଜି ବିନିକା ଦୈନନ୍ଦିନ ବଜାରରେ  କିଣିବାକୁ ନାହିଁ ନଥିବା ଲୋକଙ୍କ ଭିଡ଼ ଲାଗିରହିଥିଲା ଠିକ ସେହିପରି ମାଁ ଓ ପୁଅର ଖୁସି ପାଇଁ ବିଭିନ୍ନ କପଡା ଦୋକାନ ମାନଙ୍କରେ ମଧ୍ୟ ଆକର୍ଷଣୀୟ ପୋଷାକ ଭେଳିକି ଭେଲି ମିଳୁ ଥିବା ଦେଖାଯାଇଛି ।

//////////////////00000000////////////

ପୁଅ ହେଉ କି ଝିଅ ହେଉ ଜନ୍ମ ଗ୍ରହଣ ଠୁଁ ମୃତ୍ୟୁ ପର୍ଯ୍ୟନ୍ତ ମା ର ମମତାର ବନ୍ଧନରେ ବାନ୍ଧି ହୋଇଥିବା ପର୍ବ ପୁଅଜୁଇନ୍ତିଆ ସମସ୍ତ ମା ମାନଙ୍କ ପାଳନ ପାଇଁ ଅପରିହାର୍ଯ୍ୟ ।କାରଣ ଜନ୍ମଦାତ୍ରୀ ମା ଯେତେ ଝଡଝଂଜାର ସମ୍ଭୂଖିନ ହେଲେ ମଧ୍ୟ ଜୀବନ ସାରା ପୁଅଝିଅଙ୍କର ମଙ୍ଗଳ ପାଇଁ ଚେଷ୍ଟିତ ।ତେଣୁ ଏହି ମହାନପର୍ବ ପାଳନର ପ୍ରଚାର ପ୍ରସାର ଆବଶ୍ୟକ ହେଉଥିବାରୁ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଏହା ଆଗାମୀ ଦିନରେ ଏକ ସ୍ବତନ୍ତ୍ର ସାମାଜିକ ଉତ୍ସବରେ ପରିଗଣିତ ହେବ ।    ବୈଜୟନ୍ତୀ ସାହୁ(ଅଧ୍ୟାପିକା) ବିନିକା ମହିଳା ଜୁନିଅର କଲେଜ

 ପୁଅଝିଅଙ୍କ ଉନ୍ନତି ପାଇଁ ଏହି ଓଷା ସାରା ପଶ୍ଚିମ ଓଡ଼ିଶାରେ ଘରେଘରେ ପାଳନ କରାଯାଏ l ପୁଅର ଶୁଭ କାମନା ପାଇଁ ମା ମାନେ ନିଷ୍ଠାପର ସହ ଦିନଯାକ ଉପବାସ ରହି ସନ୍ଧ୍ୟାରେ ପୂଜାର୍ଚ୍ଚନା କରିଥାନ୍ତି l ତା ଆର ଦିନ ସକାଳେ ପୁଅର ଦିଘାୟୁ ଜୀବନ ପାଇଁ ୧୦୮ ଦୁବ ଓ ଫୁଲ ଚଡାଇବା ପରେ ମା ପାଖରେ ପୁଅ ଆଶୀର୍ବାଦ ନେଇଥାଏ l ବାହାଘର ପରଠାରୁ ଅଦ୍ୟାବଧି ଏହି ଓଷା ପାଳନ କରି ଆସୁଥିବାରୁ ଏହି ପର୍ବକୁ ସମସ୍ତ ମା ମାନେ ପୁଅଝିଅଙ୍କ ମଙ୍ଗଳ ପାଇଁ ପାଳନ କରିବା ଉଚିତ l 

 ମମତା ମିଶ୍ର(ପୂର୍ବତନ ଅଧ୍ୟକ୍ଷା) ବିନିକା


ପୁଅ ମାନଙ୍କ ଦୀର୍ଘ ଜୀବନ କାମନା କରି ଏହି ଓଷା ପାଳନ କରାଯାଏ l  ୧୦ବର୍ଷ ହେଲା ମୁଁ ଏହି ଓଷା ପାଳନ କରି ଆସୁଛି l ପୁଅଝିଅଙ୍କୁ ସ୍ନେହ,ଶ୍ରଦ୍ଧା ଓ ମା ର  ପଣତକାଣିରେ ବାନ୍ଧି ରଖିବାର ଏହି ପର୍ବକୁ ସମସ୍ତ ମାଁ ମାନେ ବିଧି ପରମ୍ପରା ଅନୁଯାୟୀ କରିବା ବିଧେୟ ।     

  ପୁଷ୍ପାଞ୍ଜଳୀ ପଣ୍ଡା (ଗୃହିଣୀ) ସିଂହିଯୁବା


News Comment




Photo in News

Advertisment
Lastest News
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026

You Might Also Like