-+91-9937148622 |

prerana_bgr@rediffmail.com |

  Tuesday 30th June 2026 |

| | | |

R.N.I. Regd No. ODIODI/2010/46693

Breaking News

ପୁରୀ ଦେବ ସ୍ନାନା ପୂର୍ଣ୍ଣିମା ରେ ସେବା    (29-Jun-2026)       ||      ବିଜ୍ଞାନସମ୍ମତ ଓ ଯୁକ୍ତି ଭିତ୍ତିକ ବିଷୟବସ୍ତୁ ଥାଇ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗତବର୍ଷର ବହିରେ ଶିକ୍ଷାଦାନ କରିବା ଦାବିରେ ଦସ୍ତଖତ ଅଭିଯାନ।   (29-Jun-2026)       ||      ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା କଲା ଲମ୍ପଟ ପ୍ରେମିକ।   (29-Jun-2026)       ||      ଶିଶୁ କଲ୍ୟାଣ ସମିତିର ନୂତନ ଭବନ ଉଦଘାଟନ କଲେ ଜିଲ୍ଲାପାଳ   (29-Jun-2026)       ||      ସ୍ୱପ୍ନେଶ୍ୱରଙ୍କ ଘରେ ପହଞ୍ଚି ସ୍ଵାସ୍ଥ୍ୟ ଅବସ୍ଥା ବୁଝିଲେ ଜିଲ୍ଲାପାଳ   (29-Jun-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ POCSO Act ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ।   (29-Jun-2026)       ||      ମୁକ୍ତିତୀର୍ଥ ପାପକ୍ଷୟ ଘାଟରେ ଦେବସ୍ନାନ ପୂର୍ଣ୍ଣିମା   (29-Jun-2026)       ||      କଟକ ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟରେ ଟେଣ୍ଡରେ ସାଙ୍ଘାତିକ ଦୁର୍ନୀତି। ଠିକାଦାର ମେଳି ହୋଇ କଲେ ଅଭିଯୋଗ। ଚାଉଳିଆଗଞ୍ଜ ଥାନାରେ ଏତଲା   (29-Jun-2026)       ||      ଜିଲ୍ଲା ଶିକ୍ଷା ବିଭାଗ ର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   (29-Jun-2026)       ||      ଜିଲ୍ଲା ଶିକ୍ଷା ବିଭାଗର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   (29-Jun-2026)       ||      ସ୍କର୍ପିଓ ଗାଡିରେ ୨୨କେଜି ଗଞ୍ଜେଇ ଚାଲାଣ, ଜଣେ ଗିରଫ   (29-Jun-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟିର ବୈଠକ    (29-Jun-2026)       ||      ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ   (29-Jun-2026)       ||      *ମଦ ବିକ୍ରୀ ବନ୍ଦ ସହ ଗ୍ରାମ ର ବିଭିନ୍ନ ସମସ୍ୟା ନେଇ ମହିଳାଙ୍କ ବଜ୍ର ଶପଥ*   (29-Jun-2026)       ||      ବାଟରେ ଅଟକିଗଲା ଆମ୍ବୁଲାନ୍ସ, ଏକ କିଲୋମିଟର ଦୂରକୁ ଷ୍ଟ୍ରେଚରରେ ବୁହାହେଲେ ରୋଗୀ   (29-Jun-2026)       ||      ଅତାବିରାରେ କାର୍ଯ୍ୟକର୍ତ୍ତାଙ୍କ ସହ ମନ୍ କି ବାତ୍‌ର ୧୩୫ତମ ସଂସ୍କରଣ ଶୁଣିଲେ ସାଂସଦ ପ୍ରଦୀପ ପୁରୋହିତ   (29-Jun-2026)       ||      ବରପାଲି ପୋଲିସର ସଫଳତା: ଚୋରି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ, ମୋଟରସାଇକେଲ ଉଦ୍ଧାର   (29-Jun-2026)       ||      ପରିବର୍ତ୍ତନର ସ୍ୱର ଡ଼ଃ ସୋନିଆ ଗୋଲ୍ଡି ଅଗ୍ରୱାଲ   (29-Jun-2026)       ||      ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   (28-Jun-2026)       ||      ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ    (28-Jun-2026)       ||     

HOME   ଜିଲ୍ଲା

ଆଜି ପୁଅ ଜୁଉଁତିଆ,ପୁଅର ଶୁଭ ମନାସି ପାଇଁ ଉତ୍ସାହିତ ମା

17-Sep-2022



ବିନିକା(ହିମାଂଶୁ ଶେଖର ପୁଟେଲ) ଆଜି ଶ୍ରାବଣ ମାସ ଶନିବାର ପୁଅ ଜୁଉଁତିଆ ପର୍ବ । ପୁଅର ଶୁଭ ମନାସି ପାଇଁ ଉତ୍ସାହିତ ମାଁ ।ଏଥିପାଇଁ ସାରା ବିନିକା ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି l ପୁଅର ମଙ୍ଗଳ ପାଇଁ ମା ମାନେ ନିର୍ଜଳା ଉପବାସରେ ପୂଜାର୍ଚ୍ଚନା କରି ତାର ଦୀର୍ଘ ଜୀବନ ସକାଶେ ହାତରେ ଜୁଉଁତିଆ ବାନ୍ଧି ଆଶିର୍ବାଦ ଦେଇଥାନ୍ତି lସେହିପରି ପୁଅ ଝିଅ ମଧ୍ୟ ନିଜର ମାଁ ଙ୍କୁ ମୁଣ୍ଡିଆ ଓ ହାତ ଯୋଡ଼ି ପ୍ରାର୍ଥନା କରନ୍ତି l ଏହି ପୂଜା ପାଇଁ ବ୍ୟବହୃତ ବିଭିନ୍ନ ଡିଜାଇନର ଜୁଉଁତିଆ ସହ ୨୧ପ୍ରକାରର ଫଳମୂଳ ଆଜି ବିନିକା ଦୈନନ୍ଦିନ ବଜାରରେ  କିଣିବାକୁ ନାହିଁ ନଥିବା ଲୋକଙ୍କ ଭିଡ଼ ଲାଗିରହିଥିଲା ଠିକ ସେହିପରି ମାଁ ଓ ପୁଅର ଖୁସି ପାଇଁ ବିଭିନ୍ନ କପଡା ଦୋକାନ ମାନଙ୍କରେ ମଧ୍ୟ ଆକର୍ଷଣୀୟ ପୋଷାକ ଭେଳିକି ଭେଲି ମିଳୁ ଥିବା ଦେଖାଯାଇଛି ।
//////////////////00000000//////////////////

: ପୁଅ ହେଉ କି ଝିଅ ହେଉ ଜନ୍ମ ଗ୍ରହଣ ଠୁଁ ମୃତ୍ୟୁ ପର୍ଯ୍ୟନ୍ତ ମା ର ମମତାର ବନ୍ଧନରେ ବାନ୍ଧି ହୋଇଥିବା ପର୍ବ ପୁଅଜୁଇନ୍ତିଆ ସମସ୍ତ ମା ମାନଙ୍କ ପାଳନ ପାଇଁ ଅପରିହାର୍ଯ୍ୟ ।କାରଣ ଜନ୍ମଦାତ୍ରୀ ମା ଯେତେ ଝଡଝଂଜାର ସମ୍ଭୂଖିନ ହେଲେ ମଧ୍ୟ ଜୀବନ ସାରା ପୁଅଝିଅଙ୍କର ମଙ୍ଗଳ ପାଇଁ ଚେଷ୍ଟିତ ।ତେଣୁ ଏହି ମହାନପର୍ବ ପାଳନର ପ୍ରଚାର ପ୍ରସାର ଆବଶ୍ୟକ ହେଉଥିବାରୁ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଏହା ଆଗାମୀ ଦିନରେ ଏକ ସ୍ବତନ୍ତ୍ର ସାମାଜିକ ଉତ୍ସବରେ ପରିଗଣିତ ହେବ ।    ବୈଜୟନ୍ତୀ ସାହୁ(ଅଧ୍ୟାପିକା) ବିନିକା ମହିଳା ଜୁନିଅର କଲେଜ

 

 ପୁଅଝିଅଙ୍କ ଉନ୍ନତି ପାଇଁ ଏହି ଓଷା ସାରା ପଶ୍ଚିମ ଓଡ଼ିଶାରେ ଘରେଘରେ ପାଳନ କରାଯାଏ l ପୁଅର ଶୁଭ କାମନା ପାଇଁ ମା ମାନେ ନିଷ୍ଠାପର ସହ ଦିନଯାକ ଉପବାସ ରହି ସନ୍ଧ୍ୟାରେ ପୂଜାର୍ଚ୍ଚନା କରିଥାନ୍ତି l ତା ଆର ଦିନ ସକାଳେ ପୁଅର ଦିଘାୟୁ ଜୀବନ ପାଇଁ ୧୦୮ ଦୁବ ଓ ଫୁଲ ଚଡାଇବା ପରେ ମା ପାଖରେ ପୁଅ ଆଶୀର୍ବାଦ ନେଇଥାଏ l ବାହାଘର ପରଠାରୁ ଅଦ୍ୟାବଧି ଏହି ଓଷା ପାଳନ କରି ଆସୁଥିବାରୁ ଏହି ପର୍ବକୁ ସମସ୍ତ ମା ମାନେ ପୁଅଝିଅଙ୍କ ମଙ୍ଗଳ ପାଇଁ ପାଳନ କରିବା ଉଚିତ l             

 ମମତା ମିଶ୍ର(ପୂର୍ବତନ ଅଧ୍ୟକ୍ଷା) ବିନିକା


: ପୁଅ ମାନଙ୍କ ଦୀର୍ଘ ଜୀବନ କାମନା କରି ଏହି ଓଷା ପାଳନ କରାଯାଏ l  ୧୦ବର୍ଷ ହେଲା ମୁଁ ଏହି ଓଷା ପାଳନ କରି ଆସୁଛି l ପୁଅଝିଅଙ୍କୁ ସ୍ନେହ,ଶ୍ରଦ୍ଧା ଓ ମା ର  ପଣତକାଣିରେ ବାନ୍ଧି ରଖିବାର ଏହି ପର୍ବକୁ ସମସ୍ତ ମାଁ ମାନେ ବିଧି ପରମ୍ପରା ଅନୁଯାୟୀ କରିବା ବିଧେୟ ।     

  ପୁଷ୍ପାଞ୍ଜଳୀ ପଣ୍ଡା (ଗୃହିଣୀ) ସିଂହିଯୁବା


News Comment




Photo in News

Advertisment
Lastest News
  ରାଜ୍ୟ  
ପୁରୀ ଦେବ ସ୍ନାନା ପୂର୍ଣ୍ଣିମା ରେ ସେବା   29-Jun-2026
  ଜିଲ୍ଲା  
ବିଜ୍ଞାନସମ୍ମତ ଓ ଯୁକ୍ତି ଭିତ୍ତିକ ବିଷୟବସ୍ତୁ ଥାଇ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗତବର୍ଷର ବହିରେ ଶିକ୍ଷାଦାନ କରିବା ଦାବିରେ ଦସ୍ତଖତ ଅଭିଯାନ।   29-Jun-2026
  ଜିଲ୍ଲା  
ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା କଲା ଲମ୍ପଟ ପ୍ରେମିକ।   29-Jun-2026
  ଜିଲ୍ଲା  
ଶିଶୁ କଲ୍ୟାଣ ସମିତିର ନୂତନ ଭବନ ଉଦଘାଟନ କଲେ ଜିଲ୍ଲାପାଳ   29-Jun-2026
  ଜିଲ୍ଲା  
ସ୍ୱପ୍ନେଶ୍ୱରଙ୍କ ଘରେ ପହଞ୍ଚି ସ୍ଵାସ୍ଥ୍ୟ ଅବସ୍ଥା ବୁଝିଲେ ଜିଲ୍ଲାପାଳ   29-Jun-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ POCSO Act ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ।   29-Jun-2026
  ଜିଲ୍ଲା  
ମୁକ୍ତିତୀର୍ଥ ପାପକ୍ଷୟ ଘାଟରେ ଦେବସ୍ନାନ ପୂର୍ଣ୍ଣିମା   29-Jun-2026
  ଜିଲ୍ଲା  
କଟକ ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟରେ ଟେଣ୍ଡରେ ସାଙ୍ଘାତିକ ଦୁର୍ନୀତି। ଠିକାଦାର ମେଳି ହୋଇ କଲେ ଅଭିଯୋଗ। ଚାଉଳିଆଗଞ୍ଜ ଥାନାରେ ଏତଲା   29-Jun-2026
  ଜିଲ୍ଲା  
ଜିଲ୍ଲା ଶିକ୍ଷା ବିଭାଗ ର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   29-Jun-2026
  ଜିଲ୍ଲା  
ଜିଲ୍ଲା ଶିକ୍ଷା ବିଭାଗର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   29-Jun-2026
  ଜିଲ୍ଲା  
ସ୍କର୍ପିଓ ଗାଡିରେ ୨୨କେଜି ଗଞ୍ଜେଇ ଚାଲାଣ, ଜଣେ ଗିରଫ   29-Jun-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟିର ବୈଠକ    29-Jun-2026

You Might Also Like