-+91-9937148622 |

prerana_bgr@rediffmail.com |

  Friday 2nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ,ଓ ସଫେଇ କାର୍ଯକ୍ରମ   (02-Oct-2026)       ||      ହରିଶ୍ଚନ୍ଦ୍ର ନାୟକଙ୍କ ଅଵସର କାଳୀନ ସମ୍ବର୍ଦ୍ଧନା ସଭା:ଜଣେ ନିଷ୍ଠାପର କର୍ମଚାରୀ ଭାବେ ସବୁଦିନେ ମନେ ରହିବେ-ଅଧ୍ୟକ୍ଷ   (02-Oct-2026)       ||      ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ କୁମାର ଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ   (02-Oct-2026)       ||      ଗାନ୍ଧୀ ଜୟନ୍ତୀରେ ‘ଗ୍ରୀନ୍ ଟିଟିଲାଗଡ଼ କ୍ଲିନ୍ ଟିଟିଲାଗଡ଼’ ଅଭିଯାନ - ବିଧାୟକ କରାଇଲେ ସ୍ଵଚ୍ଚତାକୁ ନେଇ ଶପଥ ପାଠ   (02-Oct-2026)       ||      ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ    (02-Oct-2026)       ||      କଟକ ସଦର ବ୍ଲକ କଂଗ୍ରେସ କମିଟି ତରଫରୁ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ   (02-Oct-2026)       ||      ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ଠାରେ ଜାତୀୟ ସ୍ବେଚ୍ଛା କୃତ ରକ୍ତ ଦାନ ଶିବିର ଓ ସଚେତନତା ସଭା ଅନୁଷ୍ଟିତ   (02-Oct-2026)       ||      ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ଓ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମର ସଫଳତା ଉପରେ ପ୍ରଶ୍ନବାଚୀ?   (02-Oct-2026)       ||      *ଅକ୍ଟୋବର ୨ ନବରଙ୍ଗପୁର ଜିଲ୍ଲା ପ୍ରତିଷ୍ଠା ଦିବସ*   (02-Oct-2026)       ||      ବିଶ୍ୱ ଜଳାତଙ୍କ ଦିବସରେ ସଚେତନତା ବାର୍ତ୍ତା, ଜଳାତଙ୍କରୁ ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ   (02-Oct-2026)       ||      ହୀରାକୁଦ ର ଚର୍ଚ୍ଚିକା ରାନୀଙ୍କୁ ମିଳିଲା ଗ୍ଲୋବାଲ୍ ଆଇକନ୍ ଅଫ୍ ଇଣ୍ଡିଆ ର ସମ୍ମାନ |   (02-Oct-2026)       ||      ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   (01-Oct-2026)       ||      ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   (01-Oct-2026)       ||      ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା    (01-Oct-2026)       ||      ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   (01-Oct-2026)       ||      ଚାକିରୀ ଜୀବନରୁ ଅବସର ନେଲେ ସୁଜାତା ମ୍ୟାଡ଼ମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Oct-2026)       ||      ଲୋଇସିଂହା ଠାରେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ    (01-Oct-2026)       ||      ଟିଟିଲାଗଡରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ – ୨୦୨୬   (01-Oct-2026)       ||      ଗନ୍ଧରେଲ ରାଧାକୃଷ୍ଣମନ୍ଦିର ପରିସରରେ ସ୍ୱଚ୍ଛସର୍ବେକ୍ଷଣ କାର୍ଯ୍ୟକ୍ରମ   (01-Oct-2026)       ||     

HOME   ଜିଲ୍ଲା

ଜିଭରେ କର୍କଟ ରୋଗ ଯନ୍ତ୍ରଣାରେ ଛଟପଟ ସୁଶାନ୍ତ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି

28-Nov-2020




ରେଢାଖୋଲ, (ଅନିଲ କୁମାର ପୃଷ୍ଟି) - ସମ୍ବଲପୁର ଜିଲ୍ଲା ରେଢାଖୋଲ ଏନଏସି  ତଥା ସହର ଅଞ୍ଚଳର ୩ ୱାର୍ଡରେ ଜଣେ ଯୁବକ ଦୀର୍ଘ ୧ ବର୍ଷ ହେଲା ମୁଖ ଭିତର ଜିଭରେ କର୍କଟ ରୋଗ ଲାଗି ରହି କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଯୁବକ ଜଣକ ହେଲେ ଦେବଗଡ ଜିଲ୍ଲା  ତିଳେଇବଣୀ ବ୍ଲକ  ସୁନାମୁଣ୍ଡା  ଗ୍ରାମର   କାନ୍ଦୁରୁ ପାତ୍ରଙ୍କ ସାନ ପୁଅ ସୁଶାନ୍ତ ପାତ୍ର(୪୦)। ହେଲେ ସୁଶାନ୍ତଙ୍କୁ ଆଜକୁ ପ୍ରାୟ ଏକ ବର୍ଷ ହେଲା ମୁଖର ଜିଭରେ କର୍କଟ ରୋଗ ହୋଇ ବଢିବା ସହ ଜୀବନ ଯନ୍ତ୍ରଣାରେ  ଛଟପଟ  ହୋଇ ମୃତ୍ୟୁ ସହ ସଂଗ୍ରାମ କରୁ ଅଛନ୍ତି। ସୁଶାନ୍ତ  ଏକ ଦଳିତ ଓ, ଗରିବ  ପରିବାରର ଅଟନ୍ତି ।ବର୍ତ୍ତମାନ ତାଙ୍କର  ୨ଜଣ ସ୍ତ୍ରୀ ଓ  ଜଣେ ଝିଅ  ୨ ପୁଅ  ଅଛନ୍ତି। ବାପଙ୍କର ୨ପୁଅଙ୍କ ମଧ୍ୟରୁ ସୁଶାନ୍ତ ସାନ ପୁଅ। ଦୀର୍ଘ ଏକ ବର୍ଷ ହେବ ବାଉଁଶ କାଠିରେ ଦାନ୍ତ ଘସୁ ଥିବା ବେଳେ ତାଙ୍କ ଜିଭ ଅସତରକତ୍ତା ବଶତଃ ଜିଭ କଟି ଯାଇ ଥିଲା।ଏହା ପରେ ଏହି ଜିଭରେ ଘା ହୋଇ ବଢ଼ିବାରେ ଲାଗିଲା।ନିଜର ଭିଟା ମାଟି ଗାଁରେ ବାପାଙ୍କର ୨ପୁଅ ଜମି ବାଡ଼ି ସବୁ ଭାଗ ବଣ୍ଟା ହୋଇ ସରିଛି। ଜମି ବାଡ଼ି କହିଲେ ବିଶେଷ  କିଛି ନାହିଁ।୨ଭାଇ ଅଲଗା ଅଲଗା ହୋଇ ରହୁ ଛନ୍ତି।  ସୁଶାନ୍ତଙ୍କ ପରିବାର ସମ୍ପୂର୍ଣ ଭାବରେ  ମୂଲ ମଜୁରୀ ଉପରେ ନିର୍ଭର କରି ଥାଆନ୍ତି। ମୂଲ ନ କଲେ ଚୁଲି ଜଳେ ନାହିଁ। ଭୋକ ଉପାସରେ ୬ ପରାଣୀ କୁଟୁମ୍ବ ରହିବାକୁ ପଡି ଥାଏ।   ପରିବାରର ଏଭଳି ଗରିବ ସ୍ଥିତିରେ  ୨ଜଣ ସ୍ତ୍ରୀ ଜୟନ୍ତୀ ଓ ପକଲ  ଅନେକ ସମୟରେ ତାଙ୍କ ସ୍ବାମୀଙ୍କ ଚିକିତ୍ସା ପାଇଁ ସମ୍ବଲପୁର ଓ କଟକ ଆଦି ସ୍ଥାନକୁ ୩/୪ଥର ନେଇ ଚିକିତ୍ସା କରି ଥିଲେ ମଧ୍ୟ ଭଲ ହୋଇ ପାରି ନାହିଁ। ଘରେ ଖୁରି ଗିନା ଯାହା କିଛି ଥିଲା ବିକ୍ରି କରି ଚିକିତ୍ସାରେ ସବୁ କିଛି ସରି ଯାଇଛି। ସୁଶାନ୍ତ ରୋଗ ଯନ୍ତ୍ରଣାରେ ଖଟରେ ଶୋଇ ରହିଛନ୍ତି।  ଦିନକୁ ଦିନ ଜିଭର ଘା ବଢିବା ସହ ସେ ପାଟିରେ ଆଦ୍ଵ ପିଇ ପାରୁ ନାହାନ୍ତି।ଏପରିକି ନାକ ମାଧ୍ୟମରେ ତାଙ୍କୁ ତରଳ ଖାଦ୍ୟ ଦିଆ ଯାଉଛି। କାମ ଧନ୍ଦା କିଛି କରି ପାରୁ ନାହାନ୍ତି। ଏପଟେ କର୍କଟ ରୋଗର ଚିକିତ୍ସା ପାଇଁ ଅଧିକ ଟଙ୍କା ଦରକାର ବୋଲି  ଡାକ୍ତର କହିଛନ୍ତି। ଫଳରେ ସୁଶାନ୍ତଙ୍କ ପରିବାରରେ ଚିନ୍ତାରେ ଚଡକ ପଡିଛି।  ଏଭଳି ଦୁଃଖଦ ସ୍ଥିତିରେ ଉପାୟ ଶୁନ୍ୟ ହୋଇ ଦ୍ୱିତୀୟ ସ୍ତ୍ରୀ  ପକଲ ନିଜ ବାପ ଘର ସମ୍ବଲପୁର ଜିଲ୍ଲା ରେଢାଖୋଲ ସହର ୩ନମ୍ବର ୱାର୍ଡ ଶିବ ଶଙ୍କରପଡ଼ାର ଗୁଲେଖ ନାଗଙ୍କ ଘରକୁ  ପରିବାରର ସମସ୍ତେ ଆସି ମୁଣ୍ଡ ଗୁଞ୍ଜିବା ସହ ସ୍ବାମୀଙ୍କ କର୍କଟ ରୋଗର ଚିକିତ୍ସା ପାଇଁ ବାପା ଓ ମାଆଙ୍କୁ କହ ଭରା କଣ୍ଠରେ ନିବେଦନ କରୁ ଅଛନ୍ତି।ରେଢାଖୋଲରେ ସୁଶାନ୍ତଙ୍କ ଶାଶୁ ଓ ଶ୍ୱଶୁର ଅତ୍ୟନ୍ତ ଗରିବ ପରିବାରର ଅଟନ୍ତି। ଶାଶୁ ଶଶୁର ନିଜ ପରିବାର ପୋଷିବା ସହ ତାଙ୍କ ଝିଅଙ୍କ ୬ପରାଣୀ କୁଟୁମ୍ବ ମୂଲ ମଜୁରୀ କରି ଚଳାଉ ଅଛନ୍ତି।ଏପରିକୁ ଗରିବ ଶ୍ରେଣୀର ହୋଇ ଥିବାରୁ ଶାଶୁ ଶ୍ୱଶୁର ତାଙ୍କ ଜ୍ୱାଇଁ କର୍କଟ ରୋଗର ପୀଡିତ ସୁଶାନ୍ତଙ୍କୁ  ଅର୍ଥ ଅଭାବରୁ ଚିକିତ୍ସା କରାଇ ପାରୁ ନାହାଁନ୍ତି। ଫଳରେ ଆଜକୁ ୫/୬ମାସ ହେଲା ସୁଶାନ୍ତ  କର୍କଟ ରୋଗରେ ପଡି ରହି ଜୀବନ ଯନ୍ତ୍ରଣା ରେ  ଛଟ ପଟ ହେଉଛନ୍ତି।ଅର୍ଥ ଅଭାବରୁ ତାଙ୍କର ଚିକିତ୍ସା କରାଇ ପାରୁ ନାହାନ୍ତି।ଯଦି କୌଣସି ସହୃଦୟ ବ୍ୟକ୍ତି କିମ୍ବା ସରକାରୀ ଆର୍ଥିକ ସହାୟତା ଯୋଗାଇ ଦିଆ ଯାଏ ତାହେଲେ ତାଙ୍କ ଜୀବନ ବଞ୍ଚି ଯାଅନ୍ତା ବୋଲି ପରିବାର ଲୋକେ କହ ଭରା ସ୍ୱରରେ ନିବେଦନ କରିଛନ୍ତି। ଏପରିକି ତାଙ୍କୁ ଆର୍ଥିକ ସହଯୋଗ କରିବା ପାଇଁ  ପିଡୀତଙ୍କ ସ୍ତ୍ରୀ ଜୟନ୍ତୀ ପାତ୍ରଙ୍କ ୟୁନାଇଟେଡ଼ ବ୍ୟାଙ୍କ ଦେବଗଡ଼ ଶାଖା IFSE Code no -UTBIOD0RK76.ଆକାଉଣ୍ଟ ନମ୍ବର -1699010086921.ଅର୍ଥ ରାଶି ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ଏପରିକି ଏହି ଗରିବ ଦଳିତ କର୍କଟ  ରୋଗରେ ପୀଡିତଙ୍କ ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପରିବାର ପକ୍ଷରୁ ନିବେଦନ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ,ଓ ସଫେଇ କାର୍ଯକ୍ରମ   02-Oct-2026
  ଜିଲ୍ଲା  
ହରିଶ୍ଚନ୍ଦ୍ର ନାୟକଙ୍କ ଅଵସର କାଳୀନ ସମ୍ବର୍ଦ୍ଧନା ସଭା:ଜଣେ ନିଷ୍ଠାପର କର୍ମଚାରୀ ଭାବେ ସବୁଦିନେ ମନେ ରହିବେ-ଅଧ୍ୟକ୍ଷ   02-Oct-2026
  ଜିଲ୍ଲା  
ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ କୁମାର ଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ   02-Oct-2026
  ଜିଲ୍ଲା  
ଗାନ୍ଧୀ ଜୟନ୍ତୀରେ ‘ଗ୍ରୀନ୍ ଟିଟିଲାଗଡ଼ କ୍ଲିନ୍ ଟିଟିଲାଗଡ଼’ ଅଭିଯାନ - ବିଧାୟକ କରାଇଲେ ସ୍ଵଚ୍ଚତାକୁ ନେଇ ଶପଥ ପାଠ   02-Oct-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ    02-Oct-2026
  ଜିଲ୍ଲା  
କଟକ ସଦର ବ୍ଲକ କଂଗ୍ରେସ କମିଟି ତରଫରୁ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ   02-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ଠାରେ ଜାତୀୟ ସ୍ବେଚ୍ଛା କୃତ ରକ୍ତ ଦାନ ଶିବିର ଓ ସଚେତନତା ସଭା ଅନୁଷ୍ଟିତ   02-Oct-2026
  ଜିଲ୍ଲା  
ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ଓ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମର ସଫଳତା ଉପରେ ପ୍ରଶ୍ନବାଚୀ?   02-Oct-2026
  ଜିଲ୍ଲା  
*ଅକ୍ଟୋବର ୨ ନବରଙ୍ଗପୁର ଜିଲ୍ଲା ପ୍ରତିଷ୍ଠା ଦିବସ*   02-Oct-2026
  ଜିଲ୍ଲା  
ବିଶ୍ୱ ଜଳାତଙ୍କ ଦିବସରେ ସଚେତନତା ବାର୍ତ୍ତା, ଜଳାତଙ୍କରୁ ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ   02-Oct-2026
  ଜିଲ୍ଲା  
ହୀରାକୁଦ ର ଚର୍ଚ୍ଚିକା ରାନୀଙ୍କୁ ମିଳିଲା ଗ୍ଲୋବାଲ୍ ଆଇକନ୍ ଅଫ୍ ଇଣ୍ଡିଆ ର ସମ୍ମାନ |   02-Oct-2026
  ଜିଲ୍ଲା  
ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   01-Oct-2026

You Might Also Like