-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
28-Nov-2020
ସମ୍ବଲପୁର,(ସଞ୍ଜୀବ ପାଣିଗ୍ରାହୀଙ୍କ ରିପୋର୍ଟ): ସମ୍ବଲପୁର ର ଝିଅ ଆଇପିଏସ ଅଧିକାରୀ ସାରା ଶର୍ମା ଇତି ମଧ୍ୟରେ ସମ୍ବଲପୁର ଭିଜିଲାନ୍ସ ଏସପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି l ଏଠାରେ ଏସପି ଦାୟିତ୍ୱ ରେ ଥିବା ସୁବାସ ସ୍ୱାଇଁ ଙ୍କ ରାଉରକେଲା ବଦଳି ହେବା ପରେ ୨୦୧୦ ବ୍ୟାଚ ଆଇପିଏସ ଅଫିସର ସାରା ଶର୍ମା ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି l