-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
29-Aug-2022
ବଲାଙ୍ଗିର / ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ରେ ହେବାକୁ ଥିବା ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ପାଇଁ ପୁଇଁତଲା ଶାଖା ତରଫରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଭେଟଘାଟ କାର୍ଯ୍ୟକ୍ରମ କୁ କିପରି ସରସ ସୁନ୍ଦର କରାଯାଇପାରିବ ସେ ନେଇ ଉପସ୍ଥିତ ସଭ୍ୟ ମାନେ ବିଭିନ୍ନ ପ୍ରସ୍ତାବ ଦେଇଥିଲେ l ପ୍ରଥମରୁ ଅନୁଷ୍ଠାନ ର ଉପଦେଷ୍ଟା ଜନନାୟକ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ ମହୋଦୟ ଙ୍କ ଆଶୁ ଆରୋଗ୍ୟ କାମନା କରି ସlମୁହିକ ଦୀପଦାନ କରାଯାଇଥିଲା l ବିଙ୍ଗ୍ ହ୍ୟୁମାନ୍ ଫାଉଣ୍ଡେସନର ସଭାପତି ସୋମନାଥ ମିଶ୍ର ଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସଂଗଠନର ବହୁ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ l