-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
28-Aug-2022
ବୌଦ୍ଧ, : ଆଗାମୀ ଅଗଷ୍ଟ ୨୨ ତାରିଖରେ ବୌଦ୍ଧ ବ୍ଲକ ଅନ୍ତର୍ଗତ ଶଗଡା ଗ୍ରାମପଞ୍ଚାୟତ ଓ ୨୯ ତାରିଖରେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାମଗଡ ଗ୍ରାମପଞ୍ଚାୟତରେ ହେବାକୁଥିବା ଜିଲ୍ଲାପାଳ ଓ ଏସପିଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ପରିବର୍ତ୍ତନ କରାଯାଇଛି । ସୂଚନା ମୁତାବକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପତ୍ରସଂଖ୍ୟା ୬୪୩୫ ତା ୨୦.୦୮.୨୦୨୨ ରିଖ ଅନୁଯାୟୀ ଆଗାମୀ ୨୨ ତାରିଖରେ ହେବାକୁଥିବା ଜନଶୁଣାଣି ଶିବିର ହରଭଙ୍ଗା ବ୍ଲକ ଅନ୍ତର୍ଗତ ଆଡେଣିଗଡ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ଏବଂ ତା ୨୯.୦୮.୨୦୨୨ ରିଖରେ ହେବାକୁଥିବା ଜନଶୁଣାଣି ବୌଦ୍ଧବ୍ଲକ ଅନ୍ତର୍ଗତ ଶଗଡା ଗ୍ରାମପଞ୍ଚାୟତଠାରେ ହେବ ବୋଲି ଜଣାଯାଇଛି ।