-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
28-Aug-2022
ବରଗଡ,: ଚଳିତବର୍ଷ ପାଇଁ ବିବିଏ ଓ ବିସିଏ ପରୀକ୍ଷାଫଳ ସମ୍ବଲପୁର ୟୁନିଭର୍ସିଟିରୁ ପ୍ରକାଶିତ ହୋଇଛି ଓ ଶ୍ରେଷ୍ଠ ୧୦ ରାଙ୍କ ମଧ୍ୟରେ ବିକାଶ ସ୍କୁଲ ଅଫ ବିଜିନେସ ମ୍ୟାନେଜେମେଣ୍ଟର ବିସିଏରେ ୫ଜଣ ଛାତ୍ରଛାତ୍ରୀ ଓ ବିବିଏରେ ୬ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ଓମପ୍ରକାଶ ମେହେର ୟୁନିଭର୍ସିଟି ରାଙ୍କ ୧ ସ୍ଥାନରେ ରହିଥିବା ଅନୁଷ୍ଠାନର ଏଜୁକେଟିଭ ଡିରେକ୍ଟର ଡି. ନାଗେଶ୍ଵର ରାଓ ସୁଚନା ଦେଇଛନ୍ତି ଓବିସିଏରେ ଓମପ୍ରକାଶ ମେହେର ରାଙ୍କ ୧ (୯.୭୩ ସିଜିପିଏ),ତନ୍ମୟ ମଣ୍ଡଲ ରାଙ୍କ ୨ (୯.୫୭ ସିଜିପିଏ), ପ୍ରିୟଙ୍କା ମହାପାତ୍ର ରାଙ୍କ ୩ (୯.୪୦ ସିଜିପିଏ),ସର୍ବେଶ୍ଵର ମହାପାତ୍ର ରାଙ୍କ ୭ (୯.୦୨ ସିଜିପିଏ) ଓ ଅନୁରାଗ ନାୟକ ରାଙ୍କ ୧୦ (୮.୯୩ ସିଜିପିଏ) ରଖିଥିବା ବେଳେ ବିବିଏ ରେ ସମୀକ୍ଷା ପଟେଲରାଙ୍କ ୨ (୯.୦୮ ସିଜିପିଏ),ସିମ୍ରନ ମେହେର ରାଙ୍କ ୨ (୯.୦୮ ସିଜିପିଏ),ସ୍ଵରାଜ ରଞ୍ଜନ କୁଆଁର ରାଙ୍କ ୩ (୯.୦୧ସିଜିପିଏ),ଅଭୀପ୍ସା ନାୟକ ରାଙ୍କ ୪ (୮.୯୯ସିଜିପିଏ),ସ୍ବାଗତିକ ସିଂ ରାଙ୍କ ୮ (୮.୭୯ସିଜିପିଏ), ୟେଲେଟି ସତ୍ୟକ୍ରୀଷ୍ଣା ରାଙ୍କ ୯ (୮.୫୮ସିଜିପିଏ) ରେ ରହି ଶିକ୍ଷାନୁଷ୍ଠାନର ନାମକୁ ଗୌରବାନିତ୍ଵ କରିଛନ୍ତି ଓ ଏଠାରେ ଉଲ୍ଲେଖଯୋଗ୍ୟ ଚଳିତ ବର୍ଷରେ ଅନେକ ଛାତ୍ରଛାତ୍ରୀ ଏନଆଇଟି, ଭିଏସଏସୟୁଟି ଆଦି ପ୍ରମୁଖ ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ପାଇଁ ମନୋନୀତ ହୋଇଥିବା ବେଳେ ଅନେକ ଛାତ୍ରଛାତ୍ରୀ ଏସେନଚର,ୱିପ୍ରୋ ଭଳି ପ୍ରମୁଖ କମ୍ପାନୀରେ ନିଯୁକ୍ତି ପାଇଁ ମନୋନୀତ ହୋଇଛନ୍ତି ଓଅନୁଷ୍ଠାନର ଚେୟାରମାନ ଡି.ମୁରଲୀକ୍ରୀଷ୍ଣା ସମସ୍ତ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଛାଜଣାଇବା ସହ ବିଗତ ୫ ବର୍ଷ କ୍ରମାଗତ ଭାବରେ ବିସିଏ / ବିବିଏ ପରୀକ୍ଷାରେ ୟୁନିଭର୍ସିଟି ରାଙ୍କ ୧ ସ୍ଥାନ ହାସଲ କରୁଥିବାରୁ ଅଧ୍ୟକ୍ଷ ଡ. କ୍ଷୀରୋଦ କୁମାର ପ୍ରଧାନ ଓ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ଏହି ସଫଳତାର ଶ୍ରେୟ ଦେଇଛନ୍ତି ଓ ବିକାଶ ଗୃପର ମ୍ୟାନେଜିଂ ଡିରେକ୍ଟର ଜି.ଭାସ୍କର ରାଓ,ଏଜୁକୁଟିଭ ଡିରେକ୍ଟର ଭି. ଶ୍ରୀନିବାସ, ଡିରେକ୍ଟର ଏକାଡେମିକ ଜି. ରାମକ୍ରୀଷ୍ଣା,ଡିରେକ୍ଟର ଆଡମିନିଷ୍ଟ୍ରେସନ ଡି.ବିବେକ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଛା ଜଣାଇଛନ୍ତି ଓ ବିକାଶ ଗୃପର ଡିରେକ୍ଟର ଡ.ସମରେନ୍ଦ୍ରନାଥ ପଣ୍ଡା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଛା ଜଣାଇବା ସହ ବିକାଶ ଅନୁଷ୍ଠାନ ଗୁଣାତ୍ମକ ଶିକ୍ଷାସହ ଭବିଷ୍ୟତରେ ପ୍ରମୁଖ ଅନୁଷ୍ଠାନରେ ଉଚ୍ଚଶିକ୍ଷା ଓ ନିଯୁକ୍ତି ସୁଯୋଗ ପାଇଁ ଚିରଉଦ୍ୟମରତ ବୋଲି ମତବ୍ୟକ୍ତ କରିଛନ୍ତି ଓ