-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
13-Aug-2022
ଟିଟିଲାଗଡ଼(ଅନ୍ତର୍ଯ୍ୟାମୀ ସାହୁ) ଆମ ଜଙ୍ଗଲ ଅଧୀନରେ ଟିଟିଲାଗଡ଼ ବନାଞ୍ଚଳ ପକ୍ଷରୁ ମାକ୍ରି ଭି ଏସ୍ ଏସ୍ ଠାରେ ଆଜlଦି କି ଅମୃତ ମହୋତ୍ସବ ପାଳିତ ହୋଇଯାଇଛି l ଏଥିରେ ଟିଟିଲାଗଡ଼ ବନ ବିଭାଗ କର୍ମଚାରୀଙ୍କ ସମେତ ଜଙ୍ଗଲ ସୁରକ୍ଷା ସମିତିର ସଭ୍ୟ, ଏସ୍ ଏସ୍ ଜି ସଭ୍ୟ ମାନେ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମରେ ବଲାଙ୍ଗିର ବନ ଖଣ୍ଡ ସହାୟତା କରିଥିଲା l ଏହି ଅବସରରେ ଏକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା l ଜନସାଧାରଣଙ୍କୁ ତ୍ରିରଙ୍ଗା ପତାକା ବଣ୍ଟନ କରାଯାଇଥିଲା l