-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
26-Nov-2020
(ପ୍ରେରଣା ଖବର)- ନିଆଁ ଜଳୁଥିଲା, ଗୁଳି ଫୁଟିଥିଲା ଆଜକୁ ଠିକ୍ ୧୨ ବର୍ଷ ପୂର୍ବେ...। ଶତ୍ରୁ ଦେଶରୁ ଆସିଥିଲେ ସୈତାନ, ଆତଙ୍କବାଦୀ ଆକ୍ରମଣରେ ଥରି ଉଠିଥିଲା ମୁମ୍ବାଇ। ଆଉ ଚାହୁଁ ଚାହୁଁ ଚାଲିଯାଇଥିଲା ୧୬୬ ଜଣଙ୍କ ଜୀବନ। ବୀର ଯବାନଙ୍କୁ ବି ହରାଇଥିଲା ଦେଶ। ୧୨ ବର୍ଷ ବିତିଯାଇଛି, କିନ୍ତୁ ଏବେ ବି ସେକଥା ମନେ ପଡିଲେ ଥରି ଉଠେ ହୃଦୟ।