-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
26-Nov-2020
ଭୁବନେଶ୍ବର, (ପ୍ରେରଣା ଖବର) - ମୋର ବହୁତ ବଡ ଅବସୋସ ରହିଗଲା | ମୁଁ ଭାବିଥିଲି ଜଗା କାଳିଆଙ୍କୁ ତାଙ୍କ ଗାଁ କୁ ନେଇକି ଯିବି ଏକଥା ମୋର ମନ ଭିତରେ ସ୍ବପ୍ନ ଥିଲା | ଜଗା କାଳିଆ ପୁଣି ସ୍କୁଲ୍ ରେ ପାଠ ପଢିବେ ଗାଁ କୁ ଫେରିବେ ଇଏ ଯେଉଁ ଗୋଟିଏ ସ୍ବପ୍ନ ଥିଲା ସ୍ବପ୍ନ ସ୍ବପ୍ନ ରେ ରହିଗଲା ବୋଲି ଭାବବିହ୍ବଳ ହୋଇ କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା