-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||     

HOME   ଜିଲ୍ଲା

ଜଗତସିଂହପୁର ଜିଲ୍ଲା ପୋଷ୍ଟାଫିସର "ହର ଘର ତ୍ରିରଙ୍ଗା" ଅଭିଯାନରେ ସାମିଲ ହେବା ସହ ଜଗତସିଂହପୁର ଜିଲ୍ଲାକୁ ସୁକନ୍ୟା ସମୃଦ୍ଧି ଯୋଜନାରେ ସମଗ୍ର ରାଜ୍ୟରେ ତଥା ଦେଶରେ ପ୍ରଥମ ଜିଲ୍ଲା ଭାବେ ପରିଗଣିତ କରିବାକୁ ସମଗ୍ର ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳଙ୍କ ଆହ୍ୱାନ

04-Aug-2022



ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ମଧ୍ୟ୍ୟରେ ଜିଲ୍ଲାପାଳ ମହୋଦୟା ଶ୍ରୀମତୀ ପାରୁଲ ପଟାଓ୍ବରିଙ୍କ ଅଧକ୍ଷତାରେ କଟକ ଦକ୍ଷିଣ ଡାକ-ମଣ୍ଡଳର ଡାକ ଅଧିକ୍ଷକ ଶ୍ରୀଯୁକ୍ତ ଗଜେନ୍ଦ୍ର ପ୍ରସାଦ କର ଓ ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ ଙ୍କ ସହିତ ଏକ ସଭା ଅନୁଷ୍ଠିତ ହୋଇଯାଇଛି | ଏହି ସଭାରେ ଭାରତ ସରକାର "ହର ଘର ତ୍ରିରଙ୍ଗା" ଅଭିଯାନ,ପୋଷ୍ଟ ଅଫିସର ଅନେକ ସ୍କିମ ମଧ୍ୟରୁ ବାଲ ଆଧାର ଏବଂ ସୁକନ୍ୟା ଯୋଜନା ଉପରେ ଗୁରୁତ୍ୱ ଦେବା ସହ ଆଲୋଚନା କରାଯାଇଥିଲା | ପୋଷ୍ଟଅଫିସର "ହର ଘର ତ୍ରିରଙ୍ଗା" ଅଭିଯାନକୁ ଆହୁରି ସୁଦୃଢ କରିବା ପାଇଁ ଆଜି ଜଗତସିଂହପୁର ଜିଲ୍ଲାପାଳ ମହୋଦୟା ଶ୍ରୀମତୀ ପଟାଓ୍ବରି ଆଗେଇଆସିବା ସହିତ  ଜଗତସିଂହପୁର ଜିଲ୍ଲାର ସମସ୍ତ ଜନସାଧାରଣ ନିକଟସ୍ଥ ସମସ୍ତ ପୋଷ୍ଟଅଫିସରୁ ଏହି ଜାତୀୟ ପତାକା ମାତ୍ର ୨୫ ଟଙ୍କାରେ କିଣି ଆସନ୍ତା ଅଗଷ୍ଟ ୧୩ ରୁ ୧୫ ଏହି ୩ ଦିନ ଭାରତ ସରକାରଙ୍କ "ହର ଘର ତ୍ରିରଙ୍ଗା" ମହୋତ୍ସବକୁ ପାଳନ କରିବାକୁ ଅନୁରୋଧ କରିଛନ୍ତି | ତା ସହିତ ପୋଷ୍ଟ ଅଫିସ ହେଉଛି ଭାରତର ସରକାରଙ୍କ ସର୍ବ ପୁରାତ୍ତନ ଏବଂ ଭରସାଯୋଗ୍ୟ ସଂସ୍ଥା ହେବା ସହ ଦେଶ,ରାଜ୍ୟ ଓ ପ୍ରତେକ ଜିଲ୍ଲାର କୋଣ ଅନୁକୋଣରେ ରହି ବିଭିନ୍ନ ପ୍ରକାରର ସେବା ସମସ୍ତ ଜନସାଧାରଣଙ୍କୁ ଯୋଗାଇ ଆସୁଛି ବୋଲି କହିଥିଲେ | ଜିଲ୍ଲାରେ ଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ରମାନଙ୍କରେ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ପୋଷ୍ଟ ଅଫିସ ଦ୍ୱାରା ନୂତନ ବାଲ ଆଧାର କ୍ୟାମ୍ପ ସହିତ ଜନ୍ମରୁ ୧୦ ବର୍ଷ ଭିତରେ ଜନ୍ମିଥିବା ସମସ୍ତ କନ୍ୟାସନ୍ତାନ ଯେମିତି ସୁକନ୍ୟା ଯୋଜନାରେ ନିଜକୁ ନିୟୋଜିତ କରି ଜଗତସିଂହପୁର ଜିଲ୍ଲାକୁ ସମଗ୍ର ରାଜ୍ୟ ତଥା ଦେଶରେ ପ୍ରଥମ ଜିଲ୍ଲା ଭାବେ ଗଢିତୋଳିବାରେ ସହାୟକ ହେବେ ବୋଲି ସମଗ୍ର ଜିଲ୍ଲା ବାସୀଙ୍କୁ ନିବେଦନ କରିଛନ୍ତି ଜିଲ୍ଲାପାଳ ମହୋଦୟ | ଏଥିପାଇଁ ଜିଲ୍ଲାପାଳ ମହୋଦୟା ସମସ୍ତ CDPO, ସୁପରଭାଇଜର ଏବଂ ସମସ୍ତ ଅଙ୍ଗନବାଡି କର୍ମୀମାନଙ୍କୁ ଡାକ ବିଭାଗର କର୍ମଚାରୀମାନଙ୍କୁ ସମ୍ପୂର୍ଣ ସହଯୋଗ କରିବା ପାଇଁ ନିର୍ଦେଶ ଦେବା ସହିତ ପ୍ରତି ସପ୍ତାହରେ ଏହାର ସମୀକ୍ଷା କରାଯିବବୋଲି କହିଛନ୍ତି |ନୂତନ ବାଲ ଆଧାର କରିବା ପାଇଁ ପିଲାମାନଙ୍କର ଜନ୍ମ ପ୍ରମାଣ ପତ୍ର ସହିତ ପିତା କିମ୍ବା ମା ଙ୍କ ମଧ୍ୟରୁ ଜଣଙ୍କର ଆଧାର କାର୍ଡର ଅରିଜିନାଲ ଡକୁମେଣ୍ଟ ଏବଂ ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ପାଇଁ ଝିଅମାନଙ୍କର  ଜନ୍ମ ପ୍ରମାଣପତ୍ର ସହିତ ଅଭିଵାବକ ମାନଙ୍କର ଆଧାର କାର୍ଡ,୨ଟି ଫୋଟୋ ସହିତ ଆକାଉଣ୍ଟ ଖୋଲିବା ଲାଗି  ଟଙ୍କା ଆଣି ଅଙ୍ଗନବାଡି କେନ୍ଦ୍ରରେ ହୋଇଥିବା ପୋଷ୍ଟ ଅଫିସ କ୍ୟାମ୍ପକୁ ଆସିବାକୁ ପଡିବ ଏବଂ ନୂତନ ବାଲ ଆଧାର ୨୫୦ ଦେୟମୁକ୍ତ ହେବ,ଏହି କ୍ୟାମ୍ପ ଅଗଷ୍ଟ ୩୧ ତାରିଖରେ ଶେଷ ହେବ ଓ ହ୍ଵାଟ୍ସଆପ ନମ୍ବର ୯୮୫୩୭୦୫୪୪୨ ମାଧ୍ୟମରେ ଘରେ ବସି ଜାତୀୟ ପତାକା କିଣିବାକୁ ମିସେଜ ମାଧ୍ୟମରେ ଅର୍ଡର ଦେଇପାରିବେ। ନିକଟସ୍ଥ ଡାକ କର୍ମଚାରୀ ଏହାକୁ ବିତରଣ କରିବେ ବୋଲି ଶ୍ରୀଯୁକ୍ତ କର କହିଛନ୍ତି | ଏହି ସଭାରେ ଜଗତସିଂହପୁର ଉପ ଡାକମଣ୍ଡଳର ସହକାରୀ ଡାକ ଅଧିକ୍ଷକ ଶ୍ରୀଯୁକ୍ତ ବ୍ରଜେନ୍ଦ୍ର ହେମରମ, ଜଗତସିଂହପୁର ପ୍ରଧାନ ଡାକଘର ପ୍ରଧାନ ଡାକପାଳ ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁ ଏବଂ ବିଶ୍ୱନାଥ ଯତି ଉପସ୍ଥିତ ଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   20-Sep-2026
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026

You Might Also Like