-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
25-Nov-2020
ରେଢ଼ାଖୋଲ, ( ଅନୀଲ କୁମାର ପୃଷ୍ଟି ) - ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆଜି ସ୍ବଛ ସର୍ବେକ୍ଷଣ ପାଇଁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି , ଏହି ରାଲିଟି ପରିଷଦ କାର୍ଯ୍ୟାଳୟରୁ ବାହାରି ସହରର ଭୀମଭୋଇ ଛକ , ରଥସାହି , ବ୍ୟାଙ୍କ ଛକଦେଇ କଦମ୍ବ ପଡିଆଠାରେ ଶେଷକରି ପଡିଆକୁ ସଫା କରିଥିଲେ। ରେଢ଼ାଖୋଲ ସହରକୁ ସ୍ବଛ ଓ ସୁନ୍ଦର କରିବା ପାଇଁ ଲୋକଙ୍କୁ ସଚେତନ କରିବା ସହିତ ଅଲିଆ ଅବର୍ଜନ ବାହାରେ ନ ଫିଙ୍ଗି ଆଲିଆ ସଂଗ୍ରହ କାରି ଗାଡ଼ିରେ ଦେବାପାଇଁ କହିଥିଲେ , ଏହି ରାଲିରେ ସାନିଟେସନ ଏକ୍ସପଟ ଜ୍ୟୋତି ପ୍ରକାଶ ସ୍ବାଇଁ , ସିଇଓ ଭାରତୀ ପ୍ରଗଣିଆ , ସ୍ବଚ୍ଛ ସାଥୀ ସୁପରଭାଇଜର , ୱାର୍ଡ଼ ଅଫିସର , ସ୍ବଚ୍ଛ କର୍ମଚାରୀଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।