-+91-9937148622 |

prerana_bgr@rediffmail.com |

  Monday 31st August 2026 |

| | | |

R.N.I. Regd No. ODIODI/2010/46693

Breaking News

*ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   (31-Aug-2026)       ||      ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   (31-Aug-2026)       ||      ତହଁକ୍ କୁଟୁମର୍ ହଜଲା ରସ, ନୁରମା ଆସ   (31-Aug-2026)       ||      *ରକ୍ତସେତୁ: Gen Z ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଜରୁରୀକାଳୀନ ରକ୍ତଦାନ ସେବା ସଂଗଠନ*   (31-Aug-2026)       ||      ପାର୍ଲାମେଣ୍ଟ ଯୁଗ୍ମ କମିଟିର ଭୁବନେଶ୍ୱର ଗସ୍ତ ♦️ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ବେତନ ଓ ଭତ୍ତା ସମ୍ପର୍କରେ ଆଲୋଚନା    (31-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍କାଉଟ ଓ ଗାଇଡର ଯୋଜନା ବୈଠକ ଅନୁଷ୍ଠିତ ।   (31-Aug-2026)       ||      ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ଼କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀଙ୍କ ଦ୍ୱାରା କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳ ବିକାଶ କାର୍ଯ୍ୟର ସମୀକ୍ଷା   (30-Aug-2026)       ||      *କେଲିଆ ମନ୍ଦିର ଉନ୍ନୟନ କମିଟି ସହ ନବରଙ୍ଗପୁର ସାଂସଦ ଙ୍କ ବୈଠକ*   (30-Aug-2026)       ||      ଉପରବାହାଲ ଠାରେ ଡିବିରୀ ଟ୍ରଷ୍ଟ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   (30-Aug-2026)       ||      ଚତୁର୍ଥସ୍ତମ୍ଭ ଆଜି ଅବହେଳିତ.. ସାମ୍ବାଦିକ ଙ୍କ ସୁରକ୍ଷା ସହ ପେନସନ ବ୍ୟବସ୍ଥା ଲାଗୁ କରିବା ନିହାତି ଆବଶ୍ୟକ..   (30-Aug-2026)       ||      ଫଟୋ ସାମ୍ବାଦିକତା ଜଗତରେ ଅନୀଲ ବାବୁଙ୍କ ଅବଦାନ ଅତୁଳନୀୟ♦️ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି   (30-Aug-2026)       ||      କେଉଁଟିପାଲି ଅଙ୍ଗନୱାଡି କେନ୍ଦ୍ରରୁ ଚୋରୀ   (30-Aug-2026)       ||      *ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ଗୋଟିଏ ଦିନ ବାକି, ସର୍ଭର ଡାଉନ୍‌ ଡାବୁଗାଁ ଅଂଚଳରେ ବଢ଼ାଉଛି ଚିନ୍ତା*   (30-Aug-2026)       ||      ନୀଳଜି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଫୁଟିଲା କ୍ରୀଡ଼ା ପ୍ରତିଭାର ରଙ୍ଗ, ଜୋନାଲ ସ୍ତରୀୟ କ୍ରୀଡ଼ା ମହୋତ୍ସବରେ ଉତ୍ସାହରେ ମାତିଲେ ଛାତ୍ରଛାତ୍ରୀ   (30-Aug-2026)       ||      ଜାତୀୟ କ୍ରୀଡ଼ା ଦିବସ ପାଳିତ   (30-Aug-2026)       ||      ଧବଲେଶ୍ୱରଙ୍କ ପୁଷ୍ପ ଶୃଙ୍ଗାର   (29-Aug-2026)       ||      ୟୋନେକ୍ସ ସନରାଇଜ ଲେଭେଲ-୩ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ  ନିୟତି ପଦ୍ମିନୀ କୁ ଦ୍ୱିମୁକୁଟ, ୧୭ ବର୍ଷରୁ କମ୍ ବାଳକରେ ମାନସ ବେହେରା ଓ ୧୫ ବର୍ଷରୁ କମ୍ ବାଳକ ରେ ନଭ୍ୟାନ୍ସ ନନ୍ଦ ଚମ୍ପିୟାନ   (29-Aug-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ ଟାଉନବସ୍ ଚଳାଚଳ ପାଇଁ ଦାବୀ   (29-Aug-2026)       ||      ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (29-Aug-2026)       ||      ବାର୍ଷିକ ସାଧାରଣ କ୍ରୀଡା ଯୋଜନା ବୈଠକ ଅନୁଷ୍ଠିତ    (29-Aug-2026)       ||     

HOME   ଜିଲ୍ଲା

ପୁଣି ବଙ୍ଗୋମୁଣ୍ଡା ରେ ଦାଦନ ଦୁଃଖ, ଦାଦନ ଯାଇ ଜିବନ ହାରିଲେ ଯୁବକ , ଶବ ବି ଗାଁକୁ ଫେରି ପାରିଲାନି । ଯୋଜନା ଏଠି ବାଟବଣା, ଏପଟେ ମଣିଷ ବଦଳରେ ମେସିନ କାମ କରୁଛି ସେ ପଟେ ଦାଦନ ଯାଇ ମଣିଷ ମରୁଛି

24-Jul-2022



ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ) ଗାଁର ଲୋକ ଗାଁରେ ରହିବ, କାମ ଧନ୍ଦାର ଅଭାବ ରହିବନି, ପରିବାର ପ୍ରତିପୋଷଣ ପାଇଁ ଆଉ ବାହାର ରାଜ୍ଯ କୁ ମଣିଷ ଚାଳାଣ ରୋକିବାକୁ ଏମଜିଏନଆରଇଜିଏ ଭଲି ଯୋଜନା ଠାରୁ ଆରମ୍ଭ କରି ସରକାର ଯୋଜନା ଉପରେ ଯୋଜନା କରି ଚାଳିଛନ୍ତି ଦାଦନ

ବା ମଣିଷ ଚାଳାଣ ରୋକିବାକୁ। ହେଲେ ବଙ୍ଗୋମୁଣ୍ଡା ବ୍ଲକ ରେ ସତେ ଯେମିତି ଏମଜିଏନଆରଇଜିଏ ଯୋଜନା ଉପହାସ ପାଳଟି ଯାଇଛି । ଅଧିକାଂଶ ସ୍ଥାନରେ ମଣିଷ ବଦଳରେ ମେସିନ କାମ କରୁଛି। ଯେମିତିକି ଉଦାହରଣ ସ୍ୱରୂପ ଜଳ ବିଭାଜିକା ତରଫରୁ ହେଉଥିବା ଫାର୍ମ ପଣ୍ଡ କାମ ବ୍ଲକ ଅଞ୍ଚଳରେ ଚାଳିଥିଲେ ହେଁ ଏ ବିଷୟରେ ନାତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କିଛି ଜାଣିଛନ୍ତି ନାତ କୃଷୀ ଅଧିକାରୀ । କେବଳ ଜାଣିଛନ୍ତି ପ୍ରୋଜେକ୍ଟ ଆସୋସିଏଟ କାହ୍ନୁ ମେହେର ଏହା ତ ଭାତ ହାଣ୍ଡିରୁ ଗୋଟିଏ। ବିଭାଗିୟ ଅଧିକାରି ମାନେ ଖୁଲମଖୁଲ୍ଲା ଏ ପ୍ରକାର କାମ କୁ ପ୍ରୋତ୍ସାହନ ଯୋଗାଇ ଦେଉଥିବା ଯୋଗୁଁ ଏଠି କାମ ଖୋଜୁଥିବା ମଣିଷ ବାହାର ରାଜ୍ଯ ଦାଦନ ଖଟି ଜିବାକୁ ମଜବୁର। ଆଉ ମଜବୁର ହୋଇ ପେଟପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଅନେକ ଶ୍ରମିକ ଆଉ ଜିବନ୍ତ ଫେରୁ ନାହାନ୍ତି ବରଂ ଶବ ହୋଇ ଗାଁ କୁ ଫେରୁଥିବା ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି । ପୂର୍ବରୁ ବିଭିନ୍ନ ପଞ୍ଚାୟତ ସହ ଅଳଣ୍ଡା ପଞ୍ଚାୟତ ମୁଖ୍ୟାଳୟର ଜଣେ , ପିତାମହୁଲ ଗ୍ରାମର ଜଣେ , ଚୁଳିଫୁଙ୍କା ପଞ୍ଚାୟତ ର  କନାବିରା ଗ୍ରାମର ଜଣେ ଯୁବକ ଙ୍କ ମହାରାଷ୍ଟ୍ର ରେ ମୃତ୍ୟୁ ଘଟିଥିଲା । ସେହିପରି ଦେଢଗାଁ ର ଜଣେ ଯୁବକ କାମ କରିବାକୁ ଯାଇ ଶବ ହୋଇ ଫେରିଥିଲେ । ଏଭଳି ଅନେକ ଘଟଣା ଘଟିଚାଳିଛି । ବର୍ତ୍ତମାନ ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଭୂର୍ଷାଗୁଡା ଗ୍ରାମର ଜଣେ ଯୁବକ ମହାରାଷ୍ଟ୍ର କୁ କାମ କରିବାକୁ ଯାଇ ଛାତ ଉପରୁ ଖସିପଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଭୁର୍ଷାଗୁଡା ଗ୍ରାମର ଅର୍ଜୁନ ସାହୁ ଙ୍କ ଏକମାତ୍ର ପୁଅ ଗଜାନନ ସାହୁ ପେଟପାଟଣା ପାଇଁ ମହାରାଷ୍ଟ୍ରକୁ ଦାଦନ ଖଟିବାକୁ ଯାଇଥିଲେ । ପ୍ରାୟ ଏକ ମାସ ପୂର୍ବରୁ ସେଠାକୁ କାମ କରିବାକୁ ଯାଇଥିଲେ । କାମ କରୁଥିବା ସମୟରେ ମଙ୍ଗଳବାର ଦିନ ଦଶ ମହଲା କୋଠା ଉପରୁ ଖସି ପଡିଯାଇ ଥିବା ଜଣା ପଡିଛି ।ଗୁରୁତର ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ମହାରାଷ୍ଟ୍ର ର ଏମ ଜି ଏମ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଗୁରୁବାର ଦିନ ଆହତ ଯୁବକ ର ମୃତ୍ୟୁ ହୋଇଥିବା ଜଣାପଡିଛି । ଯୁବକ ଙ୍କ ମୃତ୍ୟୁ ପରେ ପରିବାର ଲୋକେ ଅସହାୟ ହୋଇପଡିଛନ୍ତି । ମୃତ ଯୁବକ ଦୁଇ ବର୍ଷ

ପୂର୍ବରୁ କଳାହାଣ୍ଡି ଜିଲ୍ଲା ର ବନ୍ଧାଗାଁ ର ଜଣେ ଝିଅ ଙ୍କୁ ବିବାହିତ କରିଥିଲେ । ତାଙ୍କର ଏକ ଶିଶୁ କନ୍ୟା ରହିଥିବା ଜଣାପଡିଛି । ରୋଜଗାରକ୍ଷମ ଯୁବକ ଙ୍କ ମୃତ୍ୟୁ ପରିବାର ଲୋକେ ବେସାହାରା ହୋଇପଡିଛନ୍ତି ।ପରିବାର ଲୋକେ ସେଠାକୁ ଯାଇଥିବା ବେଳେ ଆର୍ଥିକ ପରିସ୍ଥିତି ସୁଦୃଢ଼ ନଥିବା ରୁ ମୃତ ଯୁବକ ଙ୍କ ଶବ କୁ ଫେରାଇ ଆଣି ନ ପାରି ସେଠାରେ ହିିଁ ଶେଷ କୃତ୍ୟ ସମ୍ପନ କରିଥିବା ଜଣାପଡିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   31-Aug-2026
  ଜିଲ୍ଲା  
ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   31-Aug-2026
  ଜିଲ୍ଲା  
ତହଁକ୍ କୁଟୁମର୍ ହଜଲା ରସ, ନୁରମା ଆସ   31-Aug-2026
  ଜିଲ୍ଲା  
*ରକ୍ତସେତୁ: Gen Z ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଜରୁରୀକାଳୀନ ରକ୍ତଦାନ ସେବା ସଂଗଠନ*   31-Aug-2026
  ଜିଲ୍ଲା  
ପାର୍ଲାମେଣ୍ଟ ଯୁଗ୍ମ କମିଟିର ଭୁବନେଶ୍ୱର ଗସ୍ତ ♦️ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ବେତନ ଓ ଭତ୍ତା ସମ୍ପର୍କରେ ଆଲୋଚନା   31-Aug-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍କାଉଟ ଓ ଗାଇଡର ଯୋଜନା ବୈଠକ ଅନୁଷ୍ଠିତ ।   31-Aug-2026
  ଜିଲ୍ଲା  
ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ଼କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀଙ୍କ ଦ୍ୱାରା କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳ ବିକାଶ କାର୍ଯ୍ୟର ସମୀକ୍ଷା   30-Aug-2026
  ଜିଲ୍ଲା  
*କେଲିଆ ମନ୍ଦିର ଉନ୍ନୟନ କମିଟି ସହ ନବରଙ୍ଗପୁର ସାଂସଦ ଙ୍କ ବୈଠକ*   30-Aug-2026
  ଜିଲ୍ଲା  
ଉପରବାହାଲ ଠାରେ ଡିବିରୀ ଟ୍ରଷ୍ଟ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   30-Aug-2026
  ଜିଲ୍ଲା  
ଚତୁର୍ଥସ୍ତମ୍ଭ ଆଜି ଅବହେଳିତ.. ସାମ୍ବାଦିକ ଙ୍କ ସୁରକ୍ଷା ସହ ପେନସନ ବ୍ୟବସ୍ଥା ଲାଗୁ କରିବା ନିହାତି ଆବଶ୍ୟକ..   30-Aug-2026
  ଜିଲ୍ଲା  
ଫଟୋ ସାମ୍ବାଦିକତା ଜଗତରେ ଅନୀଲ ବାବୁଙ୍କ ଅବଦାନ ଅତୁଳନୀୟ♦️ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି   30-Aug-2026
  ଜିଲ୍ଲା  
କେଉଁଟିପାଲି ଅଙ୍ଗନୱାଡି କେନ୍ଦ୍ରରୁ ଚୋରୀ   30-Aug-2026

You Might Also Like