-+91-9937148622 |
prerana_bgr@rediffmail.com |
Friday 8th May 2026 |
R.N.I. Regd No. ODIODI/2010/46693
Breaking News
12-Jul-2022
ମୁରିବାହାଲ (ସୁଦାମ ଚରଣ ବଘାର) ମୁରିବାହାଲ ଠାରେ ଆଜି ଟ୍ରେନ ରେ କଟି ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇ ଥିବା ଜଣା ପଡିଛି । ମିଳିଥିବା ତଥ୍ୟ ଅନୁସାରେ ମଙ୍ଗଳବାର ଦିନ ସକାଳେ ମୁରିବହାଲ କଣ୍ଟାବାଞ୍ଜି ରେଳ ଧାରଣାରେ ଜଣେ ବୃଦ୍ଧ ଟ୍ରେନ ରେ କଟି ପଡି ଥିବାର ଖବର ପାଇ ୧୦୮ ଆମ୍ବୁଲେନ୍ସ ଘଟଣାସ୍ଥଳରେ ପହଞ୍ଚି ମୁଟିବାହାଲ ଡାକ୍ତରଖାନାକୁ ଆଣିଥିଲା। ବୃଦ୍ଧ ଜଣ ଙ୍କ ହେଉଛନ୍ତି ମୁରିବାହାଲ ଥାନା ଅନ୍ତର୍ଗତ ଅଣ୍ଡ।ଲ୍ ଦର୍ହ ଗ୍ରାମ ର ତହସିଲ ମହତ୍ (୭୦) ବୋଲି ଜଣାପଡିଛି l ସେ ଆଜି ପର୍ଯ୍ୟନ୍ତ ଅବିବାହିତ ଥିଲେ ଏବଂ ଆଜକୁ ପ୍ରାୟ ଦଶ ବର୍ଷ ହେବ ଗ୍ରାମ ରେ ରହୁ ନ ଥିବା ବେଳେ ତାଙ୍କର ଜଣେ ଭାଇ ସୁଦୂର ଦୁର୍ଗ ରେ ରହନ୍ତି ବୋଲି ବୃଦ୍ଧ ଙ୍କ ମୃତ୍ୟୁ ଖବର ପାଇ ମେଡିକାଲ କୁ ଦେଖି ଆସିଥିବା ଗ୍ରାମର ଲୋକେ ସୂଚନା ଦେଇଛନ୍ତି।