-+91-9937148622 |
prerana_bgr@rediffmail.com |
Friday 8th May 2026 |
R.N.I. Regd No. ODIODI/2010/46693
Breaking News
12-Jul-2022
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଉଦେପଦର ସ୍ଥିତ ଆରଏମସି ସଭା ଗୃହରେ ଆସନ୍ତା ଖରିଫ ଋତୁରେ ଧାନ ସଂଗ୍ରହ ନିମନ୍ତେ ଚାଷୀ ପଞ୍ଜିକରଣ ତାଲିମ ଶିବିର ଅନୁଷ୍ଠିତ ହୋଇଛି l ସିଏସଓ ସୁରେଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ଶିବିରକୁ ଏସିଏସଓ ଲଳିତ ମୋହନ ପଟ୍ଟନାଏକ, ଏଆରସିଏସ ଗଜେନ୍ଦ୍ର କୁମାର ପଣ୍ଡା, ମିଶନ ଶକ୍ତି ଡିପିସି କାର୍ତ୍ତିକେଶ୍ୱର ନାଏକ ଯୋଗଦେଇ ଚାଷୀ ପଞ୍ଜିକରଣ ଉପରେ ବୁଝାଇଥିଲେ l ଟ୍ରେନର ଭାବରେ ରାମଶଙ୍କର ଦାସ ଦାସ ଯୋଗଦେଇ ଚାଷୀ ପଞ୍ଜିକରଣ କିପରି କରାଯିବ ସେଉପରେ ତାଲିମ ପ୍ରଦାନ କରିଥିଲେ l ଶିବିରକୁ ସମସ୍ତ ପେକ୍ସ ସମ୍ପାଦକ, ଡିଓ ଏବଂ ଏସଏଚଜି ଡିଓ ମାନେ ଯୋଗଦେଇ ଥିଲେ l ଆରଏମସି ସମ୍ପାଦକ ମନୋଜ କୁମାର ଜେନା ଧନ୍ୟବାଦ ଦେଇଥିଲେ l