-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
11-Jul-2022
ଟିଟିଲାଗଡ(ଅନ୍ତର୍ଯ୍ୟାମୀ ସାହୁ) : ଟିଟିଲାଗଡ଼ ବ୍ଲକ ଖୋଲାଣ ଗ୍ରାମ ପଞ୍ଚାୟତର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ଦେଖିବା ପାଇଁ ଦିଲ୍ଲୀରୁ କେନ୍ଦ୍ର ସରକାରଙ୍କ ଜଳ ଯୋଗାଣ ବିଭାଗ ଏଡ଼ିସନlଲ ସେକ୍ରେଟେରୀ ଡ. ସି କୁମାର , ବଲାଙ୍ଗିର ଜିଳ୍ଲାପାଳ ଚଞ୍ଚଳ ରlଣl, ଟିଟିଲାଗଡ ଉପଜିଲ୍ଲାପାଳ ମନୋଜ ମହାଜନ ସତ୍ୟବାନଙ୍କଙ୍କ ସହ ଟିଟିଲାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ରହି ବିଭିନ୍ନ ଉନ୍ନତିମୂଳକ କାମର ତଦାରଖ କରିଥିଲେ l ସରପଞ୍ଚ ନରେଶ ଅଗ୍ରୱାଲଙ୍କ ନେତ୍ରୁତ୍ବରେ ଆଜି ବିଭିନ୍ନ ଜନହିତକର ଯୋଜନା କାର୍ଯ୍ୟକାରୀ ହେଉଛି ବୋଲି ପଞ୍ଚାୟତବାସୀଙ୍କ ଆଶା ରହିଛି l ଆଗକୁ ମଧ୍ୟ ଅନେକ ଉନ୍ନତିକରଣ କାର୍ଯ୍ୟ ହେବ ବୋଲି ପଞ୍ଚାୟତବାସୀ ଆଶା ପୋଷଣ କରିଛନ୍ତି କୃତଜ୍ଞତା ଦେଇଥିଲେ ।