-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
10-Jul-2022
ମୁରିବାହାଲ ବ୍ଲକ ରେ ଥିବା ୧୧ ଟି ପେକ୍ସ ରେ ଶନିବାର ସଭାପତି ନିର୍ବାଚନ ଶେଷ ହୋଇଯାଇଛି। ସୂଚନା ମୁତାବକ ୧୦ ଟି ପେକ୍ସ ରେ ନିର୍ଦ୍ଵନ୍ଦରେ ସଭାପତି ନିର୍ବାଚିତ ହୋଇ ଥିବା ବେଳେ ଗୋଟିଏ ରେ ନିର୍ବାଚନ ହୋଇଥିଲା। ମୂରିବ।ହାଳ ପେକ୍ସରେ ବି ଜେ ଡି ସଭାପତି ମିନିକେତନ୍ ପାତ୍ର ସଭାପତି ନିର୍ବାଚିତ ହୋଇ ଥିବା ବେଳେ ଗୁଡିଘାଟ ରେ ଶେଷଦେବ ସା, ବଡ଼ ଶୈମାର ପେକ୍ସରେ ମହେଶ ପୂତେଲ୍ , ଇଛପଡା ରେ କୃଷ୍ଣ ପ ଧ୍। ନ , ଗୋଇମୁଣ୍ତ ରେ ତପି ସାହୁ, ମଲିଶିରା ଲଛମନ ବାଗ, ବାଙ୍କେଲ ରୋହିତ ତାକ୍ରି, ଲେବଡ। ରେ ସୋମନାଥ ସାହୁ, ହଳଦୀ ରେ ହଳଧର ମହାକୁର, ପତ୍ର।ପାଲି ମହେନ୍ଦ୍ର ବୋହିଦାର ନିର୍ଦ୍ଵନ୍ଦରେ ସଭାପତି ନିର୍ବାଚିତ ହୋଇ ଥିବା ବେଳେ ଏକ ମାତ୍ର ତେନ୍ତୁଳିଖୁଣ୍ଟି ପେକ୍ସ ରେ ହୋଇଥିବା ନିର୍ବାଚନ ରେ ଗୋଟିଏ ଭୋଟ ରେ ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ଧନ ଜୟ ମହାନନ୍ଦ ବିଜୟୀ ହୋଇଛନ୍ତି।