-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
10-Jul-2022
ବୌଦ୍ଧ (ଅକୃର ସାହୁ) ବୌଦ୍ଧ ଗଡଜାତ ର ଗଣପର୍ବ ପବିତ୍ର ରଥ ଯାତ୍ରା- ୨୦୨୨ ଉପଲକ୍ଷେ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିନବ ପ୍ରୟାସ l ଚଳିତ ବର୍ଷ ଶ୍ରୀ ଜୀଉ ଙ୍କର ଶ୍ରୀଗୁଣ୍ଡିଚା ଓ ବାହୁଡା ଯାତ୍ରାରେ "ଗେହ୍ଲl ମାଆ'' କଳାନିକେତନ, ବୌଦ୍ଧର ଶିଶୁ କଳାକାର ମାନଙ୍କ ଦ୍ଵାରା ପରିବେଷିତ ଦେବ ଦାସୀ /ମାହାରୀ ନୃତ୍ୟ ସେବାର ଦ୍ରୁଶ୍ୟ ବେଶ୍ ଉପଭୋଗ୍ୟ ହୋଇଥିଲା l ସହର ନିକଟବର୍ତ୍ତୀ ଗ୍ରାମାଞ୍ଚଳରୁ ଆସିଥିବା ଶ୍ରୀ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଭକ୍ତମାନେ ଭଗବାନଙ୍କର ଏ ଅପରୂପ ଲୀଲା ରେ ଆତ୍ମବିଭୋର ଓ ପରମ ଶାନ୍ତି ଅନୁଭବ କରୁଥିବାର ଦେଖିବାକୁ ମିଳିଥିଲା l