-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
24-Nov-2020
ଯାଜପୁର, (ପ୍ରେରଣା ଖବର)-ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅଞ୍ଚଳରେ ଥିବା ୨୭୫ଟି ବେଆଇନ୍ କ୍ରସର ୟୁନିଟ ଆଗାମୀ ୧୫ ଦିନ ମଧ୍ୟରେ ବନ୍ଦ କରିବାକୁ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ନିର୍ଦ୍ଦେଶ, ଦୀର୍ଘ ଦିନ ଧରି ବିଭିନ୍ନ ମହଲରେ ଏସବୁ କ୍ରସର ୟୁନିଟ ବନ୍ଦ କରିବାକୁ ଦାବି ହୋଇ ଆସୁଥିଲା!!