-+91-9937148622 |
prerana_bgr@rediffmail.com |
Sunday 28th June 2026 |
R.N.I. Regd No. ODIODI/2010/46693
Breaking News
24-Nov-2020
(ପ୍ରେରଣା ଖବର) - ଗଙ୍ଗା ନଦୀ ପରେ ଏବେ ସିନ୍ଧୁ ନଦୀରୁ ଉଦ୍ଧାର ହୋଇଛି ସାର୍କମାଉଥ କ୍ୟାଟ ମାଛ। ଏହାମଧ୍ୟପ୍ରଦେଶ ଭୀଣ୍ଡ ନିକଟସ୍ଥ ସିନ୍ଧ ନଦୀରୁ ମିଳିଛି। ଏହି ମାଛକୁ ଭୋଲେ ନାମକ ଜଣେ ବ୍ୟକ୍ତି ସିନ୍ଧୁ ନଦୀର ମେହେଡା ଘାଟରୁ ଧରିଛନ୍ତି।*ସାର୍କମାଉଥ କ୍ୟାଟ ଦକ୍ଷିଣ ଆମେରିକାରେ ମିଳୁଥିବା ଏକ ମାଂସାହାରୀ ମାଛ। ଏହା ପ୍ରାୟତଃ ଦକ୍ଷିଣ ଆମେରିକାର ଆମାଜନ୍ ନଦୀରେ ଦେଖାଯାଆନ୍ତି।*ତେବେ ଏହି ମାଛ ଦକ୍ଷିଣ ଆମେରିକାରେ ଦେଖାଯାଉଥିବାବେଳେ କିପରି ଚମ୍ୱଲ ଅଞ୍ଚଳକୁ ଆସିଲା ସେ ନେଇ ଗବେଷକମାନେ ଅନୁଧ୍ୟାନ କରୁଛନ୍ତି।