-+91-9937148622 |

prerana_bgr@rediffmail.com |

  Thursday 13th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||      ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (13-Aug-2026)       ||      ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   (13-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା    (13-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||     

HOME   ଜିଲ୍ଲା

ଉନ୍ଦେର ନଦୀ ବ୍ରିଜ ଉପରେ ଖାଳ, କାହା ମୃତ୍ୟୁ ଅପେକ୍ଷାରେ ଅଛିକି ପୂର୍ତ୍ତ ବିଭାଗ। ବ୍ରିଜ ଯୋଗୁଁ ବିଭିନ୍ନ ଉତ୍ସରୁ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ପାଉଥିବା ବେଳେ ଚୁପ କାହିଁକି ବିଭାଗ।

30-Jun-2022



ସିନ୍ଧେକେଲା (ଅନିଲ ତ୍ରିପାଠୀ)
ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଦେଇ ବହି ଯାଇଥିବା ବିସ୍ତିର୍ଣ୍ଣ ଉନ୍ଦେର ନଦୀର ବ୍ରିଜ ଏବେ ମରଣଯନ୍ତା ପାଳଟିଛି । ଏହି ବ୍ରିଜ ବଲାଙ୍ଗୀର, କଲାହାଣ୍ଡି ଓ ନୁଆପଡା ଜିଲ୍ଲାର ସିମାନ୍ତରେ ଥିବା ଏବଂ ବିଶାଖାପଟନମ ରୁ ରାଇଗଡ କୁ ଏହି ବ୍ରିଜ ଦେଇ ଗଲେ ଦୁରତା କମ ପଡୁଥିବା ତଥା ପଶ୍ଚିମ ଓଡିଶାର ଜଣାଶୁଣା ବ୍ୟବସାୟିକ ପେଣ୍ଠସ୍ଥଳ କଣ୍ଟାବାଞ୍ଜି ରୁ ଧର୍ମଗଡ ଓ ଭବାନିପାଟଣା ତଥା ଟିଟିଲାଗଡ ରୁ ନୁଆପଡା , ରାଇପୁର ଯିବାକୁ ହେଲେ ଏହି ବ୍ରିଜ ଦେଇ ଗଲେ ଦୁରତା କମ ପଡୁଥିବାରୁ ସରକାର ଉନ୍ଦେର ନଦୀରେ ୨୦୦୫ ମସିହାରେ ସାଧାରଣ ଜନତାଙ୍କ ପାଇଁ ଉତ୍ସର୍ଗୀକୃତ କରିଥିଲେ। ସ୍ଥାନିୟ ଲୋକଙ୍କ କହିବାନୁଯାଇ ଏହି ବ୍ରିଜ ତିଆରି ହେବା ପର ଠାରୁ ଆଜି ପର୍ଯ୍ୟନ୍ତ ମରାମତି ହୋଇନି ।

ତଥା ଉନ୍ଦେର ନଦୀର ଗନ୍ଧର୍ଲା ରାଜସ୍ବ ବିଭାଗ ଅଧିନରେ ପଡୁଥିବା ବିଭିନ୍ନ ବାଳି ଘାଟରୁ ବହୁ ସଂଖ୍ୟାରେ ବାଳି ଚାଳାଣ ହେଉଥିବା ବେଳେ ଗାଡି ଗୁଡିକରେ ଢାଙ୍କୁଣୀ ଦେଉନଥିବା ଯୋଗୁଁ ବାଳି ବ୍ରିଜ ଉପରେ ପଡି ପଡି ବ୍ରିଜର ପାଣି ନିଷ୍କାସନ ହେବାକୁଥିବା ଛିଦ୍ର ବନ୍ଦ ହୋଇଯିବା ଫଳରେ ଅସରାଏ ବର୍ଷାରେ ବ୍ରିଜ ଉପରେ ଆଣ୍ଠୁଏ ପାଣୀ ଲହଡି ମାରିବା ସାଧାରଣରେ ପରିଣତ ହେଲାଣି। ବାଳି ସୈରାତ ର ନିଲାମ କରି ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ପାଉଥିବା ବେଳେ ଠିକା କରୁଥିବା ଠିକାଦାର ମାନେ ଗୋଟିଏ ଟ୍ରାନଜିଟ ପାସରେ ସକାଳୁ ରାତି ପର୍ଯ୍ୟନ୍ତ ବାଳି ଚାଳାଣ କରି କୋଟି କୋଟି ଟଙ୍କାର ମୁନାଫା କମାଉଛନ୍ତି । ଏହାବାଦ ବ୍ରିଜ ତିଆରି ପରଠାରୁ ସରକାର ଟୁଲ ଗେଟ ବସାଇ ଲକ୍ଷ ଲକ୍ଷ ଟଙ୍କାର ଟୁଳ ଟ୍ୟାକ୍ସ ସଂଗ୍ରହ କରୁଛନ୍ତି। ତଥାପି ବ୍ରିଜ ଉପର ଖାଳଖମାର ରେ ଭର୍ତ୍ତି ହେଲାଣି ସ୍ଥିତି ଏପରି ହୋଇଛି ଯେ ବ୍ରିଜ ଉପରେ ଯଦି ପାଣି ଜମି ରହିଛି ତେବେ ଖାଳଖମାର ଜଣା ପଡୁ ନ ଥିବାରୁ ଛୋଟ ବଡ ଦୁର୍ଘଟଣା ଘଟୁଥିବା ବେଳେ ବ୍ରିଜ ଉପରେ ପାଣି ନ ଥାଇ ଶୁଖିଲା ଥିବା ସମୟରେ ଜଦି କେହି ନୁଆ ଲୋକ ଖାଳକୁ ଦେଖି  ନ ପାରିଲା ତା ହେଲେ ବି ଦୁର୍ଘଟଣାର ସମ୍ମୁଖୀନ ହେବା ନିଶ୍ଚିତ। ହେଲେ ବିଭାଗିୟ ଅଧିକାରୀ ମାନଙ୍କ ଦୃଷ୍ଟି ନ ପଡିବା ଯୋଗୁଁ ବିଭାଗ କାହା ମୃତ୍ୟୁକୁ ଅପେକ୍ଷା କରିଛି କି ବୋଳି ଅଞ୍ଚଳ ବାସିଙ୍କ ମହଳରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁନେଇ ଆମ ପ୍ରତିନିଧି କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ଏକଜିକ୍ୟୁଟିଭ ଇଞ୍ଜିନିୟର ଅର୍ଜୁନ ବେହେରାଙ୍କୁ ପଚାରିବାରୁ ସେ ଶିଘ୍ର ଖାଳଖମାର କାମ ରିପ୍ୟାରିଙ୍ଗ କରି ଦିଆଯିବ ବୋଳି କହିଥିଲେ। ତେବେ ଦେଖାଯାଉ ଏକଜିକ୍ୟୁଟିଭ ଇଞ୍ଜିନିୟର ମହୋଦୟଙ୍କ ଶୁଭ ଦୃଷ୍ଟି କେବେ ପଡୁଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   13-Aug-2026
  ଜିଲ୍ଲା  
ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   13-Aug-2026
  ଜିଲ୍ଲା  
ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   13-Aug-2026
  ଜିଲ୍ଲା  
ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   13-Aug-2026
  ଜିଲ୍ଲା  
‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   13-Aug-2026
  ଜିଲ୍ଲା  
*ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   13-Aug-2026
  ଜିଲ୍ଲା  
ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   13-Aug-2026
  ଜିଲ୍ଲା  
*ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   13-Aug-2026
  ଜିଲ୍ଲା  
ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ   13-Aug-2026
  ଜିଲ୍ଲା  
ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   13-Aug-2026
  ଜିଲ୍ଲା  
ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   13-Aug-2026
  ଜିଲ୍ଲା  
ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   13-Aug-2026

You Might Also Like