-+91-9937148622 |
prerana_bgr@rediffmail.com |
Friday 26th June 2026 |
R.N.I. Regd No. ODIODI/2010/46693
Breaking News
23-Nov-2020
ପୁରୀ, (ପ୍ରେରଣା ଖବର) - ପୁରୀ ବାସେଳିସାହି ହାଜତ ମୃତ୍ୟୁ ଅଭିଯୋଗ ମାମଲା: ହାଇକୋର୍ଟରେ ଜବାବ ଦାଖଲ କଲେ ନବ ନିଯୁକ୍ତ ପୁରୀ ଏସ୍ପି। ହାଜତ ମୃତ୍ୟୁ ନୁହେଁ ଖସି ପଡ଼ି ମୁଣ୍ଡ ମାଡ଼ ହେବାରୁ ମୃତ୍ୟୁ ହୋଇଛି:ମୃତକଙ୍କ ବାପା, ମାଆଙ୍କୁ ଖୋଜି ପ୍ରାରମ୍ଭିକ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦେଶ।
NHRC ଗାଇଡ୍ଲାଇନ୍ ସମ୍ପର୍କରେ ତଥ୍ୟ ରଖିବାକୁ କହିଲେ ହାଇକୋର୍ଟବିଚାର ବିଭାଗୀୟ ଅଧିକାରୀଙ୍କ ଦ୍ଵାରା ତଦନ୍ତ କରାଇବାକୁ SPଙ୍କ ନିବେଦନ। ପୁରୀ ଜିଲ୍ଲା ଜଜ୍ଙ୍କୁ ନିବେଦନ କରିଥିବା ଜବାବରେ ଦର୍ଶାଇଲେ @SPPuri1 । ପ୍ରତିଜବାଵ ଦାଖଲ କରିବାକୁ ଆବେଦନକାରୀଙ୍କୁ କହିଲେ ହାଇକୋର୍ଟ। ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି